ଏହି ଅଭିନେତାଙ୍କ ଜୀବନକୁ ନର୍କ କରିଦେଇଥିଲା ଡ୍ରଗ୍ସ ନିଶା; କିଏ ଯାଇଥିଲା ଜେଲ ତ କିଏ ମାଗିଥିଲା ଭିକ…
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିଶା ସେବନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ପରେ ଅନେକ ଅଭିନେତା ଏନ୍ସିଆର୍ ପଞ୍ଝାରେ ଫସିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଜଣେ ଅଭିନେତା ନିଶା…
ମାତ୍ର ୮ ବର୍ଷ ବୟସରେ ହୋଇଥିଲା ପାରାଲିସିସ୍: ଯୋଗ ଯୋଗୁ ବଦଳିଗଲା ପୁରା ଜୀବନ; ଏବେ…
ବର୍ତ୍ତମାନ ସମୟରେ ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ। ଯୋଗ ଶିକ୍ଷା ହେଉ ଅଥବା ବ୍ୟବସାୟକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ରାମଦେବଙ୍କ ବ୍ୟକ୍ତିଗତ ଜୀବନ ବେଶ୍ ପ୍ରେରଣାଦାୟୀ। ହରିୟାଣାର ମହିନ୍ଦରଗଡ଼ ଜିଲାର ଏକ ଛୋଟ ଗାଁରେ…
ପୋଷ୍ଟ ଅଫିସ୍ରେ ହେବ ଆୟକର ରିଟର୍ନ
ଭୁବନେଶ୍ୱର,୧୮।୭: ଦେଶର ସମସ୍ତ କରଦାତାଙ୍କ ପାଇଁ ରିଟର୍ନ ଦାଖଲ କରିବା ପ୍ରକ୍ରିୟାକୁ ଆହୁରି ସରଳ କରିଛି ଆୟକର ବିଭାଗ। ବର୍ତ୍ତମାନ କରଦାତା ନିକଟରେ ଥିବା ଡାକଘରେ ସେମାନଙ୍କର ଆୟକର ରିଟର୍ନ (ଆଇଟିଆର୍) ଦାଖଲ କରିପାରିବେ ବୋଲି କୁହାଯାଇଛି। ଏହା ପୂର୍ବରୁ ୧୪ ଜୁଲାଇରେ…
ଦେଶୀ ଗର୍ଲଙ୍କୁ ୩୯…
ମୁମ୍ବାଇ,୧୮।୭: ବଲିଉଡ୍ ଅଭିନେତ୍ରୀ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ରବିବାର ୩୯ ବର୍ଷ ପୂରଣ ହୋଇଛି। ସେ ୧୯୮୨ ଜୁଲାଇ ୧୮ରେ ଜାମସେଦ୍ପୁରରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୩ରେ ଦ ହିରୋ ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ ଫିଲ୍ ମାଧ୍ୟମରେ…
୬୬ କୋଟି ଟିକା କିଣିବ କେନ୍ଦ୍ର
ନୂଆଦିଲ୍ଲୀ,୧୮।୭ : କୋଭିଡ ସଂକମଣରୁ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ ଲାଗି କେନ୍ଦ୍ର ସରକାର ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପୂର୍ବରୁ ଅଧିକାଂଶ ଲୋକଙ୍କୁ ଟିକା ପ୍ରଦାନ ପାଇଁ ଶନିବାର ଉଭୟ ସେରମ ଓ ଭାରତ ବାୟୋଟେକକୁ ଅର୍ଡର ଦେଇଛନ୍ତି।…
କ୍ୟାବିନେଟ ନିଷ୍ପତ୍ତି: ସିଇଟି ହେବ ଓୟୁଟିଆର୍
ଭୁବନେଶ୍ୱର,୧୮ା୭(ବ୍ୟୁରୋ): କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି)ଭୁବନେଶ୍ୱରକୁ ଏକ ଅନୁବନ୍ଧିତ, ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରି ଓଡ଼ିଶା ଟେକ୍ନୋଲୋଜି ଏବଂ ରିସର୍ଚ୍ଚ ବିଦ୍ୟାଳୟ(ଓୟୁଟିଆର)ରେ ପରଣିତ କରାଯିବ। ଏ ନେଇ ଶନିବାର ନୂତନ ଓୟୁଟିଆର ଚିଠା ବିଲ୍କୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।…
ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଭେଣ୍ଡି; ଜାଣନ୍ତୁ କିପରି କରିବେ ସେବନ…
ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଡାଇବେଟିସ ବା ମଧୁମେହ ରୋଗରେ ଯୁବକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ଫଳରେ ଏହା ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଡାକ୍ତରମାନେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା…
ଆଉ ୬୬ ମୁଣ୍ଡ ନେଲା କରୋନା: କେବଳ ଖୋର୍ଦ୍ଧାରୁ ୨୩
ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୬୬ ଜଣ ଆକ୍ରାନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୫୮କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ସୂଚନା…
ଅଲମ୍ପିକ୍ କ୍ରୀଡ଼ା ଗ୍ରାମରେ ବଢୁଛି କରୋନା ପଜିଟିଭ୍ଙ୍କ ସଂଖ୍ୟା…
ଟୋକିଓ,୧୮।୭: ଜାପାନର ଟୋକିଆ ଅଲମ୍ପିକ୍ର କ୍ରୀଡ଼ା ଗ୍ରାମରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍ ହେବାକୁ ଯାଉଛି। ଏହା ପୂର୍ବରୁ ସ୍ଥାନୀୟ କ୍ରୀଡ଼ା ଗ୍ରାମରେ ଲଗାତାର ୨ ଦିନରେ ୩ ଜଣଙ୍କ ନମୁନା ରିପୋର୍ଟ କରୋନା…
ଉଚ୍ଚ ରକ୍ତଚାପ କ’ଣ? ଜାଣନ୍ତୁ ଏହାର ଲକ୍ଷଣ, କାରଣ ଏବଂ ନିୟନ୍ତ୍ରଣ କରିବାର ଉପାୟ…
ଖରାପ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଏବଂ ଚାପଗ୍ରସ୍ତ ରହିବାରୁ ସୃଷ୍ଟ ଅନେକ ରୋଗ ମଧ୍ୟରୁ ହାଇ ବ୍ଲଡ ପ୍ରେସର(ଉଚ୍ଚ ରକ୍ତଚାପ) ଗୋଟିଏ। ଏହାକୁ ସାଇଲେଣ୍ଟ କିଲର୍ ବୋଲି ମଧ୍ୟ କୁହାଯାଏ। କାରଣ ଏହି ରୋଗର ଲକ୍ଷଣ ଶୀଘ୍ର ଜଣା ପଡ଼ି ନ…
ଏହି ପ୍ରଶଂସକଙ୍କ ପାଇଁ ରାସ୍ତାରେ ଅଟକି ଫଟୋ ଉଠାଇଲେ ଅନୁଷ୍କା, ସେ କିଏ ଜାଣିଲେ…
ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହିତ ସୋସିଆଲ ମିଡିଆରେ ମଜାଳିଆ ଫଟୋ ସବୁ ଶେୟାର କରୁଛନ୍ତି। ଶନିବାର ଅନୁଷ୍କା ଇଂଲଣ୍ଡର ଗଳି ରାସ୍ତାରେ ଠିଆ ହୋଇ କିଛି ଫଟୋ ଶେୟାର କରିଛନ୍ତି। ବିରାଟଙ୍କର…
ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୮ା୭(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ଶୁକ୍ରବାର ଗୁଜରାଟରେ ବିଭିନ୍ନ ରେଳ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟ ସାଇନ୍ସ ସିଟିଠାରେ ଆକ୍ବାଟିକ୍ସ ଓ ରୋବୋଟିକ୍ସ ଗ୍ୟାଲେରି ଏବଂ ଏକ ପ୍ରାକୃତିକ ଉଦ୍ୟାନକୁ ମଧ୍ୟ ଲୋକାର୍ପିତ…
Archives


