କାଦୁଅ ରାସ୍ତାରେ ଯାଉଥିଲେ ଯୁବତୀ, ଖୁବ୍ ଜୋର୍ରେ ପଛରୁ ଆସିଲା ଏକ କାର୍; ଆଉ ତା’ ପରେ…
ବର୍ତ୍ତମାନ ଚାରିଆଡ଼େ ବର୍ଷା ହେଉଥିବାରୁ କଚ୍ଚା ରାସ୍ତାଗୁଡ଼ିକ କାଦୁଅ ହୋଇଯାଇଛି। ଏହି ରାସ୍ତାରେ ଯିବା ବେଳେ ଯଦି କେଉଁ ଗାଡ଼ି ଜୋର୍ରେ ଚାଲିଆସିଲା ତେବେ କଥା ସରିଲା। ସବୁ କାଦୁଅ ପାଣି ଛିଟା ଆପଣଙ୍କ ଉପରେ ପଡ଼ିବ ନିଶ୍ଚିତ। ସୋସିଆଲ ମିଡିଆରେ…
୯୯ ରନ୍ରେ ଖେଳୁଥିବା ବେଳେ ଛକା ମାରିଥିଲେ ସେହ୍ବାଗ; ତଥାପି ସେ ଶତକରୁ ହୋଇଥିଲେ ବଞ୍ଚିତ: ଜାଣନ୍ତୁ କାହିଁକି
୨୦୧୦ରେ ଭାରତ, ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରାଇ ସିରିଜ ଅନୁଷ୍ଠିତ ହୋଇଥିଲା। ଏହି ସିରିଜର ତୃତୀୟ ଦିନିକିଆ ଦାମ୍ବୁଲାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୬.୧ ଓଭରରେ ମାତ୍ର ୧୭୦ ରନ ସଂଗ୍ରହ…
ବର୍ଷାଦିନ ସ୍ବାସ୍ଥ୍ୟଜନିତ ସମସ୍ୟା, ଖାଦ୍ୟପେୟ
ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଏପରି କିଛି ଜିନିଷ ରହିଛି,…
ଟି୨୦ ଭଳି ଦିନିକିଆ ପଦାର୍ପଣରେ କିଷନଙ୍କ ଅର୍ଦ୍ଧଶତକ
କଲମ୍ବୋ,୧୮।୭: ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ ଟି୨୦ ଭଳି ଦିନିକିଆ ପଦାର୍ପଣ ମ୍ୟାଚ୍ରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍ ସହ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା କିଷନ ୪୨ ବଲରେ ଖେଳିଥିଲେ ୫୯ ରନ୍ର ବିସ୍ଫୋରକ…
ଯବାନ ପରିଚୟ ଦେଇ ମହିଳା ଫରେଷ୍ଟଗାର୍ଡଙ୍କ ସହ ପ୍ରତାରଣା
ସୁନ୍ଦରଗଡ଼/ବଣାଇଁ, ୧୮।୭ (ଡି.ଏନ୍.ଏ./ସ୍ବ.ପ୍ର): ନିଜକୁ ସିଆର୍ପିଏଫ୍ ଯବାନ ପରିଚୟ ଦେଇ ସୁନ୍ଦରଗଡ଼ ଜିଲା ବଣାଇଁରେ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ନୟାଗଡ଼ ଜିଲା ଶରଣକୂଳରୁ ରବିବାର…
ଦାଦାଙ୍କ ରେକର୍ଡ ଭାଙ୍ଗିଲେ ଗବର
କଲମ୍ବୋ,୧୮।୭: ଭାରତୀୟ କ୍ରିକେଟରେ ଦାଦା ଭାବେ ପରିଚିତ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ଶିଖର ଧାଓ୍ବନ (ଗବର)। ଏଠାରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍ରେ ଗବର ୮୬* ରନ୍ର ଦର୍ଶନୀୟ ଇନିଂସ ଖେଳିବା ସହ ଦିନିକିଆ କ୍ୟାରିୟରରେ ୬…
ବୋଲରଙ୍କ ଲାଇନ, ଲେନ୍ଥ ବିଗାଡ଼ି ଦେଲେ
କଲମ୍ବୋ,୧୮।୭: ଶ୍ରୀଲଙ୍କା ବୋଲରଙ୍କ ଲାଇନ, ଲେନ୍ଥ ହଜାଇ ଦେଲା ପୃଥ୍ବ ଶ’ ଓ ଇଶାନ କିଷନଙ୍କ ବିସ୍ଫୋରକ ବ୍ୟାଟିଂ। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୨୬୩ ରନ୍ର ବିଜୟ ଲକ୍ଷ୍ୟ ଟିମ୍ ଇଣ୍ଡିଆ ପାଇଁ କଦାପି ଚ୍ୟାଲେଞ୍ଜିଂ ସ୍କୋର ହୋଇପାରି ନ…
ରାଜନୀତିରେ ଛକା ମାରିଲେ ସିଦ୍ଧୁ
ନୂଆଦିଲ୍ଲୀ,୧୮।୭: କଂଗ୍ରେସ ହାଇକମାଣ୍ଡ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ପିସିସି ସଭାପତି ଭାବେ ରବିବାର ନିଯୁକ୍ତି ଦେଇଛନ୍ତି। ଫଳରେ ଦୀର୍ଘଦିନ ଧରି ଦଳରେ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ହୋଇଛି। ଏଥିସହିତ ୪ ଜଣଙ୍କୁ ପିସିସିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି।…
ପ୍ରଶ୍ନ ଘେରରେ କେନ୍ଦ୍ର ମନ୍ତ୍ରୀଙ୍କ ନାଗରିକତା
ନୂଆଦିଲ୍ଲୀ,୧୮।୭: ମୌସମୀ ଅଧିବେଶନ ପୂର୍ବରୁ ରାଜ୍ୟ ଗୃହ ମନ୍ତ୍ରୀ ନିଶିତ ପ୍ରାମାଣିକଙ୍କ ଜନ୍ମ ସ୍ଥାନ ଓ ନାଗରିକତା ଉପରେ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ଆସାମର କଂଗ୍ରେସ ଏମ୍ପି ରିପୁନ…
ଟେଷ୍ଟ ନ କରି ନିଜ ଇଚ୍ଛାରେ ଖାଉଛନ୍ତି ଔଷଧ
ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଲାଣି କରୋନାର ‘ହିଡ଼େନ୍ କେସ୍’ ବା ‘ଲୁକ୍କାୟିତ ମାମଲା’। କରୋନା ଲକ୍ଷଣ ଥିଲେ ବି ଲୋକେ ଟେଷ୍ଟ କରିବାକୁ ଆସୁନାହାନ୍ତି। ଏମାନଙ୍କ ଦ୍ୱାରା ହିଁ ତୃତୀୟ ଲହର ଆସିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। ଡା.…
‘ଯେମିତି ହେଲେ ଭାଜପାକୁ ହରାଇବୁ’
ଲକ୍ଷ୍ନୌ,୧୮।୭: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପୁଣି ଥରେ ମେଣ୍ଟ ସହାରା ନେଇପାରେ କଂଗ୍ରେସ। ଏ ନେଇ ଇଙ୍ଗିତ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ରବିବାର ଏକ ଖବରଦାତା ସମ୍ମିଳନୀରେ ରାଜ୍ୟର ମୋଟ ୪୦୩ ଆସନରେ…
ଯେ କୌଣସି କାର୍ଯ୍ୟାଳୟରେ ଯାଞ୍ଚ କରିପାରେ ଏନ୍ଫୋର୍ସମେଣ୍ଟ ଟିମ୍
ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନର କର୍ତ୍ତୃପକ୍ଷ ସେମାନଙ୍କ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ କୋଭିଡ୍ ନିୟମର କଡା ଅନୁପାଳନ କରିବାକୁ ହେବ। ମୁହଁରେ ଠିକ୍ ଭାବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଇତ୍ୟାଦି ଆଚରଣ…
Archives


