ଦରଦାମ ବୃଦ୍ଧିକୁ ନେଇ ଘେରିବେ ବିରୋଧୀ
ନୂଆଦିଲ୍ଲୀ,୧୮ା୭: କୋଭିଡ୍ କଟକଣା ମଧ୍ୟରେ ସୋମବାର ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବ। ସପ୍ତଦଶ ଲୋକ ସଭାର ଷଷ୍ଠ ଅଧିବେଶନରେ ୨୦ଟି କାର୍ଯ୍ୟଦିବସ ରହିବ। ଲୋକ ସଭା ଓ ରାଜ୍ୟ ସଭାରେ ଗୃହକାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇ ସନ୍ଧ୍ୟା ୬ଟା…
ଫେରିଲା କୁଲଚା ଯୋଡ଼ି
କଲମ୍ବୋ,୧୮।୭: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛି ‘କୁଲଚା’ ଯୋଡ଼ି। କୁଲଚା ଭାବେ ପରିଚିତ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଯୋଡ଼ି ୭୪୯ ଦିନ ପରେ ଭାରତୀୟ ଦଳ ପାଇଁ ଖେଳିଛନ୍ତି। ଦୁହେଁ ଅନ୍ତିମ ଥର…
ଚାଇନାରେ ଆଉ ଏକ ଭାଇରସ୍କୁ ବଢିଲା ଚିନ୍ତା
ବେଜିଂ,୧୮।୭: କରୋନା ସହ ଲଢୁଥିବା ବିଶ୍ୱ ସାମ୍ନାରେ ଏବେ ମାଙ୍କଡ ବି(ମଙ୍କି ବି) ଭାଇରସ୍ ବିପଦ ଉଭା ହୋଇଛି। ଚାଇନାରେ ଏହି ଭାଇରସ୍ ସଂକ୍ରମିତ ହୋଇଥିବା ପ୍ରଥମ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଚାଇନାର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ରବିବାର ଏହି…
ରାସ୍ତା ନିର୍ମାଣକୁ ନେଇ ସଂଘର୍ଷ, ୭ ଆହତ
ବାସୁଦେବପୁର/ପଦ୍ମପୁର,୧୮।୭(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଅଧୀନ କାଶୀପୁର ଗ୍ରାମରେ ଏକ ରାସ୍ତା ନିର୍ମାଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୭ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରଞ୍ଜନ ବେହେରା, ସମୀର…
ଆହତ ବ୍ୟାଟ୍ସମ୍ୟାନଙ୍କୁ ରନ୍ ଆଉଟ୍ ନ କରି ଛାଡ଼ି ଦେଲେ
ଓଲ୍ଡ ଟ୍ରାଫର୍ଡ,୧୮।୭: ଜୋ ରୁଟ ଓ ୟର୍କଶାୟାର ଦଳୀୟ ଖେଳାଳିଙ୍କ ଖେଳୁଆଡ଼ ନିଷ୍ପତ୍ତି ପ୍ରଶଂସକଙ୍କ ମନ ଜିତି ନେଇଛି। ଶନିବାର ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯାଇଥିବା ଟି୨୦ ବ୍ଲାଷ୍ଟ ମ୍ୟାଚ୍ରେ ଲାଙ୍କାଶାୟାର ଦଳର ଷ୍ଟିଭେନ କ୍ରଫ୍ଟ ଆହତ ସମସ୍ୟା ଯୋଗୁ ରନ୍ ନେବାବେଳେ…
କ୍ରିକେଟ ଇତିହାସରେ ଆଜି ଏକ ବିଶେଷ ଦିନ: ଜାଣନ୍ତୁ କାହିଁକି
ଜୁଲାଇ ୧୮।୭, ଅର୍ଥାତ୍ ଆଜିର ଦିନ କ୍ରିକେଟ ଇତିହାସରେ ଏକ ବିଶେଷ ମହତ୍ତ୍ୱ ରହିଛି। କ୍ରିକେଟ ଜଗତରେ ‘ଦ ଡକ୍ଟର’ ଭାବରେ ଜଣାଶୁଣା ଡବ୍ଲୁ ଗ୍ରେସ ୧୮୪୮ ମସିହାରେ ଆଜିର ଦିନରେ ଜନ୍ମ ହୋଇଥିଲେ। ପୂର୍ବତନ ଇଂଲଣ୍ଡ ଅଧିନାୟକ ଗ୍ରେସ୍ ‘ଦ…
୨୪ ଘଣ୍ଟାରେ ପ୍ରବଳ ବର୍ଷା
ଭୁବନେଶ୍ୱର,୧୮।୭: ରାଜ୍ୟର ୫ଟି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲାଗୁଡିକ ହେଲା ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ ଓ ଦେଓଗଡ଼।…
ମୟୂରଭଞ୍ଜର ଶିଶୁ କନ୍ୟାଙ୍କ ନାମରେ ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସ
ବାରିପଦା ଅଫିସ,୧୮ା୭: ବିଚକ୍ଷଣ ପ୍ରତିଭାର ପରିଚୟ ଦେଇ ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲାର କୁନି ଝିଅ ଶ୍ରେୟାସୀ ମହାନ୍ତ। ମାତ୍ର ଅଢେଇ ବର୍ଷ ବୟସରେ ଅସାଧାରଣ ସ୍ମରଣ ଶକ୍ତିର ଅଧିକାରୀ ଶ୍ରେୟାସୀଙ୍କୁ ଶନିବାର ମେଡାଲ, ପ୍ରମାଣପତ୍ର,…
ଟିମ୍ ଇଣ୍ଡିଆ ଆଗରେ ଚ୍ୟାଲେଞ୍ଜିଂ ଟାର୍ଗେଟ
କଲମ୍ବୋ,୧୮।୭: ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଗରେ ୨୬୩ ରନ୍ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଛି ଶ୍ରୀଲଙ୍କା। ମ୍ୟାଚ୍ ଆରମ୍ଭରୁ ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ ଯୋଗୁ ଘରୋଇ ଦଳର କୌଣସି ବ୍ୟାଟ୍ସମ୍ୟାନ କ୍ରିଜ୍ରେ ଅଧିକ ସମୟ ତିଷ୍ଟି ପାରି…
ନେହାଙ୍କ ଲେହେଙ୍ଗାର ଦାମ୍ ଜାଣି ହେବେ ଆଶ୍ଚର୍ଯ୍ୟ
ବଲିଉଡ୍ ଗାୟିକା ନେହା କକ୍କର ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଗତ ବର୍ଷ ରୋହନପ୍ରୀତ ସିଂଙ୍କୁ ବିବାହ କରିବା ପରଠାରୁ ତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗିରହୁଛି। ବିବାହ ପରେ ନେହା ପ୍ରାୟତଃ ତାଙ୍କ ସ୍ବାମୀଙ୍କ ସହ ଫଟୋ ସେୟାର କରନ୍ତି।…
ଦେଖାଯାଉଛି କି ବ୍ଲାକ୍ହେଡଶ୍ ସମସ୍ୟା
ବର୍ତ୍ତମାନ ସମୟରେ ପ୍ରଦୂଷଣଜନିତ ତ୍ୱଚା ସମସ୍ୟା ଦେଖାଯାଉଛି। ଏହା ମଧ୍ୟରୁ କଳାଦାଗ ବା ବ୍ଲାକ୍ହେଡଶ୍ ଅନ୍ୟତମ। ଯେତେବେଳେ ତ୍ୱଚା ତେଲିଆ, ବ୍ୟାକ୍ଟେରିଆ ଏବଂ ଡେଡ୍ ସ୍କିନ୍ ସମସ୍ୟା ଲାଗି ସେଲ୍ ବନ୍ଦ ହୋଇଯାଇ ବ୍ଲାକ୍ହେଡସ୍ ହୋଇଥାଏ। ଏହି ସମସ୍ୟା ଅଧିକ ତେଲିଆ…
ଦିଶାଙ୍କ ନୋ ମେକଅପ୍ ଲୁକ୍
ମୁମ୍ମାଇ: ବଲିଉଡ୍ ବୋଲ୍ଡ ବିୟୁଟି ଦିଶା ପାଟନି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ତାଙ୍କର କିଛି ଫଟୋ କି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ମାତ୍ରେ ଭାଇରାଲ ହୋଇଯାଇଥାଏ । ନିକଟରେ ଗୋଟିଏ ଦିନ ପୂର୍ବରୁ ବର୍ଷା ସମୟରେ…
Archives


