‘ଡକ୍ଟର ଜୀ’ରେ ଆୟୁଷ୍ମାନଙ୍କ ଫାଷ୍ଟ ଲୁକ୍
ମୁମ୍ବାଇ: କରୋନା ମହାମାରୀ କାରଣରୁ ବଲିଉଡରେ ଶୁଟିଂ ବନ୍ଦ ଥିଲା । ଏବେ କିଛିଦିନ ହେବ ଶୁଟିଂ ପାଇଁ ଅନୁମତି ମିଳିବା ପରେ ପଡି ରହିଥିବା କିଛି କିଛି ଫିଲ୍ମର ଶୁଟିଂ ଆରମ୍ଭ କରାଯାଇଛି । ଏହାରି ଭିତରେ ସାମ୍ନାକୁ ଆସିଛି…
ତୁଟୁନି ପଞ୍ଜାବ କଂଗ୍ରେସ କଳି, ଲଞ୍ଚ ପାଇଁ ସିଦ୍ଧୁଙ୍କୁ ନିମନ୍ତ୍ରଣ କଲେନି ମୁଖ୍ୟମନ୍ତ୍ରୀ!
ଚଣ୍ଡିଗଡ,୧୯ ।୭: ପଞ୍ଜାବ କଂଗ୍ରେସରେ ଅର୍ଥାତ୍ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ନବ ନିର୍ବାଚିତ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଥିବା କଳହ ତୁଟୁ ନ ଥିବା ମନେ ହେଉଛି । ଯଦିଓ ସିଦ୍ଧୁଙ୍କୁ ଦଳ ହାଇକମାଣ୍ଡ ପଞ୍ଜାବ…
ମାଟି ତଳ ଗାଁ
ସାଧାରଣତଃ ଗାଁ ମାଟି ଉପରେ ବା କେବେ କେବେ ପାହାଡ ଉପରେ ଗଢି ଉଠିଥିବା ସମସ୍ତେ ଜାଣିଥିବେ । ହେଲେ ବିଶ୍ୱରେ ଏମିତି ଏକ ଗାଁ ରହିଛି ଯାହା ମାଟିତଳେ । ଏଠାରେ ସବୁକିଛି ମିଳିବ ହେଲେ ଅଣ୍ଡରଗ୍ରାଉଣ୍ଡ । ଏଠାରେ…
ନା ଥିଲେ ବ୍ରାହ୍ମଣ ନା ଥିଲା ହୋମ ନିଆଁ, ଏମିତି ଶପଥ ନେଇ ବିବାହ କଲେ ବରକନ୍ୟା; ଜାଣିଲେ କରିବେ ପ୍ରଶଂସା
ଭୋପାଳ,୧୯ା୭: ମଧ୍ୟପ୍ରଦେଶର ସିହୋରରେ ଏକ ନିଆରା ବିବାହ ସମ୍ପନ୍ନ ହୋଇଛି। ନା ଅଗ୍ନିକୁ ସାକ୍ଷୀ ରଖି, ନା ମନ୍ତ୍ରପାଠ, ନା ହୋମ, ବ୍ରାହ୍ମଣ କିଛି ବି ଦରକାର ପଡ଼ି ନ ଥିଲା ଏହି ବିବାହରେ। କେବଳ ବାବା ସାହେବ ଆମ୍ବେଦକରଙ୍କ ଫଟୋକୁ…
ଏକଦା ଐଶ୍ୱର୍ଯ୍ୟାଙ୍କ ଏଭଳି ଏକ ନିଷ୍ପତ୍ତି ଯୋଗୁ ଭାଇଯାନଙ୍କ ସହ ତାଙ୍କ ରୋମାନ୍ସ ଦେଖିବାକୁ ମିଳି ନ ଥିଲା ଦର୍ଶକଙ୍କୁ
ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ ମଧ୍ୟରେ ରୋମାନ୍ସ ସିନ ରହିବା ଜରୁରୀ। ଏପରି ସିନ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ ନ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଷ୍ଟାରମାନେ ପରଦାରେ ରୋମାନ୍ସ କରନ୍ତି,…
୨ ବର୍ଷର ଝିଅକୁ କାର୍ରେ ଲକ୍ ପକାଇ ଭୁଲିଗଲେ ମହିଳା: ୭ ଘଣ୍ଟା ପରେ…
ସାଧାରଣତଃ ଲୋକେ କାର୍ରେ ଜିତିଷ ରଖି ଭୁଲି ଯାଉଥିବା ନଜିର ରହିଛି। କିନ୍ତୁ କାର୍ରେ ଶିଶୁକୁ ଲକ୍ ପକାଇ ଭୁଲିଯିବା ନିହାତି ଆଶ୍ଚର୍ଯ୍ୟର କଥା। ଆମେରିକାର ଫ୍ଲୋରିଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ୨ ବର୍ଷର ଶିଶୁଙ୍କୁ…
ତିରୁପତିଙ୍କ ଉପରେ ୬.୫ କିଲୋ ଓଜନର ସୁନା ଖଣ୍ଡା ଚଢ଼ାଇଲେ ଭକ୍ତ
ହାଇଦ୍ରାବାଦ,୧୯ା୭: ଆନ୍ଧପ୍ରଦେଶସ୍ଥିତ ତିରୁମାଲା ତିରୁପତି ବାଲାଜୀଙ୍କ ନାମ ଦେଶର କୋଣ ଅନୁକୋଣରେ ଜଣା। ଏଠାକୁ ସବୁଠାରୁ ପ୍ରତିଷ୍ଠିତ ଏବଂ ଧନୀ ଭକ୍ତମାନେ ଆସିଥାନ୍ତି। ଭଗବାନ ଭେଙ୍କେଟଶ୍ୱର ସ୍ବାମୀଙ୍କ ଉପରେ କୋଟି କୋଟି ଟଙ୍କା ଦାନ କରାଯାଇଥାଏ। ସୋମବାର ହାଇଦ୍ରାବାଦର ଶ୍ରୀନିବାସ ଦମ୍ପତି…
ନେହେରୁଙ୍କ ସହ ନିଜ ପିତାଙ୍କ ଫଟୋ ଶେୟାର କଲେ ସିଦ୍ଧୁ
ଚଣ୍ଡିଗଡ଼,୧୯ ।୭: ପଞ୍ଜାବ କଂଗ୍ରେସର ନବ ନିଯୁକ୍ତ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ସୋମବାର ଦଳ ହାଇକମାଣ୍ଡଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ କହିଛନ୍ତି ମୁଁ ବିଜୟ ପଞ୍ଜାବ ମିଶନକୁ ସମ୍ପୂର୍ଣ୍ଣ କରିବାକୁ କାମ କରିବି । ସେ କଂଗ୍ରେସର ଅସ୍ଥାୟୀ…
ଉତ୍ତରକୋରିଆରେ ନୂଆ ନିୟମ: ଏମିତି ଗାଳି ଦେଲେ ମିଳିବ ମୃତ୍ୟୁଦଣ୍ଡ
ପ୍ୟୋଙ୍ଗ୍ୟାଙ୍ଗ,୧୯ା୭: ଉତ୍ତରକୋରିଆରେ କରୋନା ମହାମାରୀ ଯୋଗୁ ଲକ୍ଡାଉନ୍ ସ୍ଥିତିରେ ରହିଛି। ଉତ୍ତରକୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ନୂଆ ନିୟମ ଜାରି କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତି ଦକ୍ଷିଣକୋରିଆ,…
ମହିଳାଙ୍କ ଶୃଙ୍ଗାର କାହିଁକି ହୋଇଥାଏ ସୌଭାଗ୍ୟର ପ୍ରତୀକ? କ’ଣ ଏହାର ମହତ୍ୱ, ଜାଣନ୍ତୁ..
ବିବାହିତ ମହିଳାମାନଙ୍କ ପାଇଁ ଶୃଙ୍ଗାର ବିଶେଷ ମହତ୍ୱ ରଖିଥାଏ।ଏହା ଯେ କେବଳ ସୁନ୍ଦରତା ବୃଦ୍ଧି କରେ ତାହା ନୁହେଁ ବରଂ ଏହା ସୌଭାଗ୍ୟର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ମହିଳାମାନଙ୍କର ପ୍ରତ୍ୟେକ ଶୃଙ୍ଗାରର ନିଜସ୍ବ ବିଶେଷତା ଥାଏ। ଆସନ୍ତୁ ସେ…
ଘରେ ଝାଡୁ କରିବା ଓ ରଖିବା ସମୟରେ କରନ୍ତୁ ନାହିଁ ଏପରି ଭୁଲ: ମାଡ଼ି ଆସିବ ଦରିଦ୍ରତା
ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାକୁ ନେଇ ବାସ୍ତୁଶାସ୍ତ୍ରରେ…
ମର୍ମନ୍ତୁଦ ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ…
କରାଚି,୧୯।୭: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାକିସ୍ତାନ ପଞ୍ଜାବ ପ୍ରଦେଶର ଡେରା ଗାଜି ଖାଁଠାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ସିନ୍ଧୁ ହାଇଓ୍ବେରେ ଏକ ଯାତ୍ରୀବାହୀ ବସ୍ ସହିତ ଟ୍ରକ୍ର ଧକ୍କା ହୋଇଛି। ଏହି ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି।…
Archives


