Home Left

ଟାଟୁ ପାଇଁ ହୋଇପାରେ ସ୍କିନ୍‌ କ୍ୟାନ୍‌ସର

ବର୍ତ୍ତମାନ ଯୁବପିଢ଼ିଙ୍କ ଫ୍ୟାଶନରେ ଟାଟୁ ବେଶ୍‌ ଆଗରେ ରହିଛି। ତେବେ ଏଥିପାଇଁ ବ୍ୟବହୃତ ରଙ୍ଗ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ଓ୍ବାଶିଂଟନ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏଥିପାଇଁ ବ୍ୟବହାର କରାଯାଉଥିବା କେତେକ ରଙ୍ଗରେ ଏପରି ରାସାୟନିକ…

ମା’କୁ ପାଖରେ ଦେଖି ଦୁଇ ହାତୀ ଛୁଆ ହେଉଛନ୍ତି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ମା’ ୭୫ ଲକ୍ଷ ଟଙ୍କାର ଉପହାର ଦେବାରୁ ପ୍ରବଳ ରାଗିଗଲେ ପୁଅ; ଜାଣନ୍ତୁ କାହିଁକି

ସାଧାରଣତଃ ପିଲାମାନେ ମା’ ବାପାଙ୍କଠାରୁ ଉପହାର ନେବାକୁ ଚାହିଁ ବସିଥାନ୍ତି। କେହି କେହି ପିଲା ଉପହାର ନେବାକୁ ଅଳି ମଧ୍ୟ କରନ୍ତି। କିନ୍ତୁ ଜଣେ ଯୁବକ ଏସବୁଠାରୁ ବହୁ ଦୂରରେ। ସେ ନିଜ ଧନୀ ମାତାପିତାଙ୍କ ଦାମୀ ଉପହାର ଦେଖି ଖପ୍ପା…

ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର୍‌

ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କ୍ରିକେଟପ୍ରେମୀ କମ୍‌ ଜାଣିଥିବେ। ଜୁଲାଇ ୨୦, ୧୯୧୧ରେ ଜଳନ୍ଦରରେ ଜନ୍ମଗ୍ରହଣ କରିଥିବା ବାକା ତାଙ୍କର ୩୦ତମ ଜନ୍ମଦିନର ୧୮ଦିନ ପୂର୍ବରୁ…

ନକଲି ଡାକ୍ତର ନେଲେ ନାବାଳିକାଙ୍କ ଜୀବନ

ମାଲକାନଗିରି,୧୯ା୭: ମାଲକାନଗିରି ଜିଲା ମାଥିଲି ଥାନା ସଦର ମହକୁମା ଆମ୍ବାଗୁଡ଼ା ପଞ୍ଚାୟତ ମାର୍କାମ୍‌ଗଡ଼ା ଗ୍ରାମରେ ଜଣେ ନକଲି ଡାକ୍ତରଙ୍କ ପାଇଁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରାମ ବାରିକଙ୍କ ଝିଅ ଲଳିତା (୧୪)। ଝିଅର ପେଟ ଯନ୍ତ୍ରଣା ହେବାରୁ…

ଲାଞ୍ଚ ଭାଗବଣ୍ଟା ଭିଡିଓ ଭାଇରାଲ: ୨ ଯନ୍ତ୍ରୀ ସସ୍‌ପେଣ୍ଡ

ନୂଆପଡ଼ା ଅଫିସ,୧୯।୭: ନୂଆପଡ଼ା ଜିଲା ସିନାପାଲି ବ୍ଲକରେ ଲାଞ୍ଚ ଟଙ୍କା ଭାଗବଣ୍ଟାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ଜିଲାପାଳ ସ୍ବାଧାଦେବ ସିଂ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳ ତରଣିସେନ ନାଏକ ଏବଂ ଜିଲା ପଞ୍ଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ…

ପୁଅକୁ ମାନସିକ ନିର୍ଯାତନା ଦିଆଯାଉଥିଲା: ମା’

ଖଇରା/କପ୍ତିପଦା,୧୯।୭(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ୫ଜଣିଆ ଟିମ୍‌ ସୋମବାର ପ୍ରଥମେ ସୌମ୍ୟରଞ୍ଜନଙ୍କ ଘର ବାଲେଶ୍ୱର…

ଲଦାଖରେ ଚାଇନାର ନୂଆ ଏୟାରବେସ୍‌

ନୂଆଦିଲ୍ଲୀ, ୧୯।୭: ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଗତବର୍ଷଠାରୁ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ବେଜିଂ ଏବେ ସୀମାରେ ଭିତ୍ତିଭୂମି ବଢ଼ାଇବା ସହ ସୈନ୍ୟମାନଙ୍କ ପାଇଁ ସ୍ଥାୟୀ କଂକ୍ରିଟ ଶିବିର ନିର୍ମାଣ କରୁଛି। ଏଥିସହିତ ଲଦାଖ ନିକଟବର୍ତ୍ତୀ…

୨ ଚାଷୀ ପାଣି ମଡାଇବାକୁ ଯାଇଥିଲେ, ଆଉ ଫେରିଲେନି

ସୋନପୁର/ତରଭା,୧୯।୭: ବିଦ୍ୟୁତ୍‌ ଆଘାତରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପଣ୍ଡକିମାଲ ଗ୍ରାମର ୨ଜଣ ଚାଷୀଙ୍କ ସୋମବାର ମୃତ୍ୟୁ ଘଟିଛି। ସେମାନେ ହେଲେ ରାଧେଶ୍ୟାମ ସାହୁ(୪୫) ଓ ଗୋପ ସାହୁ(୨୦)। ବର୍ଷାଭାବ ଯୋଗୁ ଦୁହେଁ ଧାନ କ୍ଷେତରେ ପାଣି ମଡାଇବା ପାଇଁ ପମ୍ପରେ…

ଦାଦନ ଶ୍ରମିକଙ୍କ କାଟିଥିଲେ ହାତ: ଏବେ ୧୦ ବର୍ଷ କାରାଦଣ୍ଡ

ଭବାନୀପାଟଣା,୧୯।୭(ସ୍ବ.ପ୍ର.): ୨୦୧୩ରେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ୨ ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦିଆଯିବା ସହିତ ହାତ କଟାଯାଇଥିଲା। ଏହି ଘଟଣାର ଶେଷ ଅଭିଯୁକ୍ତ ପରଶୁରାମ ନାଏକଙ୍କୁ ସୋମବାର ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା…

ମୁକ୍ତାର ଆବାସ ନକଭୀଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୯।୭: ଭାଜପା ବରିଷ୍ଠ ନେତା ମୁକ୍ତାର ଆବାସ ନକଭୀଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି। ମୁକ୍ତାର ରାଜ୍ୟସଭାରେ ଭାଜପା ସଂସଦୀୟ ଦଳର ଉପନେତା ଭାବେ କାର୍ଯ୍ୟ କରିବେ। ପୂର୍ବରୁ ଭାଜପା ପୀୟୂଷ ଗୋୟଲଙ୍କୁ ରାଜ୍ୟସଭାରେ ସଂସଦୀୟ ଦଳ ନେତା ନିଯୁକ୍ତି…

ପସନ୍ଦ ଆସିଲେନି ନୋରା!

ମୁମ୍ବାଇ: ବିଦେଶରୁ ଆସି ବଲିଉଡ୍‌ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିବା ନୋରା ଫତେହିଙ୍କର ରହିଛନ୍ତି ବହୁ ପ୍ରଶଂସକ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ନୋରା ଅନେକ ସମୟରେ ତାଙ୍କର କିଛି ଫଟୋ ଓ ଭିଡିଓ ପୋଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri