Posted inଜାତୀୟ

‘ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଦକ୍ଷ ନେତା ନୁହନ୍ତି’

ନୂଆଦିଲ୍ଲୀ,୩୦।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଜଣେ ଦକ୍ଷ ନେତା ନୁହନ୍ତି। ଏଭଳି କହି ଚନ୍ନିଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ।

”ଚନ୍ନି କିଛି ବି କହିପାରନ୍ତି। କିନ୍ତୁ ସେ ମୋତେ ଭୟ କରନ୍ତି। ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ମୋତେ ପଛପଟୁ ଛୁରାମାଡ଼ କରିବାକୁ ଉଦ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସେ ନିଜ କାମ କରୁ ନାହାନ୍ତି। ସେ ଏବେ ରାଜ୍ୟରେ ଭ୍ରମଣ କରୁଛନ୍ତି। ମୁଁ ୧୪ ଜଣ ସାଧାରଣ ସଚିବଙ୍କ ସହ କାର୍ଯ୍ୟ କରିଛି। ମାତ୍ର ଚନ୍ନି ପ୍ରତ୍ୟେକ ବୈଠକରେ ହାରିଶ ଚୌଧାରୀଙ୍କ ସହ ବସୁଛନ୍ତି। ଲାଗୁଛି ଚନ୍ନିଙ୍କ ସ୍ଥାନରେ ହାରିଶ ପଞ୍ଜାବ ସରକାର ଚଳାଉଛନ୍ତି“ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଏକ ସାକ୍ଷାତ୍‌କାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜୀବ ଗାନ୍ଧୀ ହତ୍ୟା ମାମଲା, ୩୬ବର୍ଷ ଜେଲ୍‌ରେ ରହିବା ପରେ ହତ୍ୟାକାରୀଙ୍କୁ କାହିଁକି ମିଳିନି ମୁକ୍ତି, କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୨୮।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ (ଏସ୍‌ସି) କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ୩୬ ବର୍ଷ କାରାଦଣ୍ଡ ଭୋଗୁଥିବା ଏଜି...

ଚାଇନାକୁ ଘେରିଲେ ଭାରତ-ଆମେରିକା-ଜାପାନ

ନୂଆଦିଲ୍ଲୀ, ୧୨।୭: ଚାଇନାକୁ ଭାରତ, ଆମେରିକା ଏବଂ ଜାପାନ ମିଳିତ ଭାବେ ଘେରିବା ଆରମ୍ଭ କରିଛନ୍ତି। ଭାରତ ଆଫ୍ରିକାର ବିଭିନ୍ନ ଦେଶରେ ନିଜର ସ୍ଥିତି ସୁଦୃଢ଼...

ଶିବରାଜ ସିଂହଙ୍କ ତୃତୀୟ ରିପୋର୍ଟ ବି ପଜିଟିଭ୍‌

ଭୋପାଳ,୪।୮: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଆସିଥିବା ତୃତୀୟ କରୋନା ରିପୋର୍ଟ ବି ପିଜିଟିଭ୍‌ ରହିଛି। ଫଳରେ ଚିକିତ୍ସା ପାଇଁ ଆଉ କିଛି ଦିନ...

ମୃତ୍ୟୁ ଠାରୁ କେହି ଲୁଚି ପାରିବେ ନାହିଁ

ଗୁରଗାଓଁ,୧୨।୩ : ବର୍ଷାରୁ ଲୁଚିବାକୁ ଯାଇ ଆଶ୍ରୟ ନେଇଥିଲେ ଗଛ ତଳେ। ହେଲେ ତାହା ଥିଲା ମୃତ୍ୟୁର କୋଳ। ଗଛ ଉପରେ ବଜ୍ରପାତ ପଡ଼ିବାରୁ ଚାଲିଗଲା...

ନାଗାଲାଣ୍ଡରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ…

କୋହିମା,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ନାଗାଲାଣ୍ଡରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଏଠାରେ ଭାଜପା ୪୮ ଆସନରେ ଆଗୁଆ...

ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି

ଡେରାଡୁନ,୪।୭: ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେଇଛନ୍ତି ପୁଷ୍କର ସିଂ ଧାମି। ଚାରିମାସ ମଧ୍ୟରେ ଉତ୍ତରଖଣ୍ଡର ସେ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ସେ...

ସୀମାରେ ଚାଇନାର ୫ଜି ଭିତ୍ତିଭୂମି

ନୂଆଦିଲ୍ଲୀ,୨୮ା୮(ଆଇଏଏନ୍‌ଏସ୍‌): ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବାବେଳେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ବେଜିଂ ପଞ୍ଚମ ପିଢ଼ି ଓ୍ବାୟରଲେସ୍‌ ଟେକ୍ନୋଲେଜି ୫ଜି ଭିତ୍ତିଭୂମି ପ୍ରତିଷ୍ଠା କରିଛି। ସମ୍ପୃକ୍ତ...

ଲକ୍‌ଡାଉନ୍‌ରେ ଯୌଥ ପରିବାରରେ କମ୍‌ ମାନସିକ ଦୁଶ୍ଚିନ୍ତା: ଲୋକେ ପ୍ରତିଦିନ ବ୍ୟବହାର କରୁଛନ୍ତି ୧୮ ହଜାର ଟିବି ଡାଟା

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଧୀରେଧୀରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ...

Advertisement
Archives

Model This Week