Home Left

ଅକ୍ଟୋବର-ନଭେମ୍ବରରେ ଆସିବ କରୋନାର ତୃତୀୟ ଲହର, ଯାହା ହେବନାହିଁ ଭୟଙ୍କର: ଆଇଆଇଟି କାନପୁର

କାନପୁର,୧୯ ।୭: କରୋନା ଭାଇରସର ଦ୍ୱିତୀୟ ଲହରକୁ ଲୋକେ କେବେବି ଭୁଲିବେ ନାହିଁ । ସେହି ଭୟାବହ ଦୃଶ୍ୟକୁ ମନେପକାଇ ଆଜିବି ଆଖିର ଲୁହକୁ ଅଟକାଇ ପାରନ୍ତି ନାହିଁ ଅନେକ ପରିବାର । କରୋନାର ଦ୍ୱିତୀୟ ଲହର ଶେଷ ହୋଇ ନ…

ସରିଥିଲା ନିର୍ବନ୍ଧ; ହେଲେ ବିବାହର ଠିକ୍‌ ପୂର୍ବରୁ ଭାଙ୍ଗି ଯାଇଥିଲା ଏହି କଳାକାରଙ୍କ ସମ୍ପର୍କ

ବମ୍ବେ: ନିର୍ବନ୍ଧ ପରେ ବିବାହ ମାତ୍ର ଗୋଟିଏ ପାଦର ରାସ୍ତା। ଏଣୁ କଳାକାରଙ୍କ ନିର୍ବନ୍ଧ ଖବର ଆସିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ସବୁ ନିର୍ବନ୍ଧ ପରେ ବିବାହ ପର୍ଯ୍ୟନ୍ତ ପହଞ୍ଚିପାରେନାହିଁ। ଅଧାରୁ ଭାଙ୍ଗିଯାଏ। ବଲିଉଡ୍‌ଜଗତରେ ଏଭଳି ଅନେକ ସେଲିବ୍ରିଟି…

୩ ପିଲାଙ୍କୁ ଅନାଥ କଲା କାମଳ ରୋଗ

ରସୁଲପୁର,୧୯ା୭(ଡି.ଏନ.ଏ.): ରସୁଲପୁର ବ୍ଲକ ପହଁଗା ପଞ୍ଚାୟତରେ କାମଳ ରୋଗ ୨ ଜଣଙ୍କ ଜୀବନ ନେଇଛି। ଗୋଟିଏ ପରିବାରର ଦମ୍ପତି ଏହି ରୋଗରେ ଆରପାରିକୁ ଚାଲିଯାଇଛନ୍ତି। ୫ବର୍ଷ ପୂର୍ବେ ସ୍ତ୍ରୀ ସରାଗୀ ଦଳାଇ ଉକ୍ତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ସ୍ବାମୀ…

ସାଥୀର ଜୀବନ ବଞ୍ଚାଇବା ପାଇଁ କୁକୁର କଲା ରକ୍ତଦାନ…

ମୁରାଦାବାଦ,୧୯।୭: ମଣିଷଙ୍କ ମଧ୍ୟରେ ଜଣେ ଅନ୍ୟଙ୍କୁ ରକ୍ତଦାନ କରିବା ଏକ ସାଧାରଣ ଘଟଣା। ତେବେ ଗୋଟିଏ କୁକୁର ନିଜ ସାଥୀ କୁକୁରର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିଥିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଘଟଣା ଉତ୍ତରପ୍ରଦେଶର ମୁରାଦାବାବରେ ଘଟିଛି।…

ସୁରକ୍ଷା ବଳୟରେ ପାକ୍ସ ସମ୍ପାଦକ

ଯାଜପୁର ଅଫିସ,୧୯।୭: ରାଜ୍ୟର ୧୪୦ ପ୍ରାଇମେରୀ ଏଗ୍ରିକଲଚରାଲ କ୍ରେଡିଟ୍‌ ସୋସାଇଟି (ପାକ୍ସ) ଓ ଲାର୍ଜ ଏରିଆ ମଲ୍‌ଟିପରପୋଜ୍‌ ସୋସାଇଟି (ଲାମ୍ପସ୍‌)ର ୧୭୪ ଜଣ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ସମ୍ପାଦକ, ଭାରପ୍ରାପ୍ତ ସମ୍ପାଦକ, ପରିଚାଳନା…

ଛତ୍ରପୁର ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯୧୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବିଡିିଓ ଅମ୍ବିକା ପ୍ରସାଦ ଦାଶଙ୍କୁ କାରଣ ଦର୍ଶାଅ ନୋଟିସ (ନଂ ୬୮୪୯) ଜାରି ହୋଇଛି। ସରକାରୀ କାର୍ଯ୍ୟରେ ଦାୟିତ୍ୱହୀନତା ଓ ଆଳସ୍ୟ ପରାୟଣ ମନୋଭାବ ଯୋଗୁ ତାଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ନୋଟିସ…

ଟିକା ନେବା ପରେ ୪୦ କୋଟି ଲୋକ ପାଲଟି ଯାଇଛନ୍ତି ‘ବାହୁବଳୀ’: ମୋଦି

ନୂଆଦିଲ୍ଲୀ,୧୯ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷର ମୌସୁମୀ ଅଧିବେଶନରେ ଯୋଗ ଦେବାକୁ ସୋମବାର ସଂସଦରେ ପହଞ୍ଚିଥିଲେ । ଏହି ସମୟରେ ସେ ଖବରଦାତାଙ୍କ ସହ ଏକ ସଂକ୍ଷିପ୍ତ ସାକ୍ଷାତ୍‌କାର ଦେଇଥିଲେ । ମୋଦି ପ୍ରଥମେ କରୋନା ଭାଇରସକୁ ନେଇ…

ଜଙ୍ଗଲରୁ ଦୁଇ ହାତୀଙ୍କ ମୃତଦେହ ଠାବ

କେନ୍ଦୁଝର,୧୯ା୭(ସ୍ବ.ପ୍ର.): କେନ୍ଦୁଝର ଡିଭିଜନର ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଶୁଆକାଟି ସେକ୍ସନ କୁଶକଲା ବିଟ୍‌ ଅନ୍ତର୍ଗତ ରବ ଗ୍ରାମ ଜଙ୍ଗଲରେ ଏକ ମାଈ ହାତୀ ଓ ଛୁଆର ମୃତ୍ୟୁ ଘଟିଛି। ମୃତ୍ୟୁର ସଠିକ୍‌ କାରଣ ଜଣପଡ଼ି ନ ଥିଲେ…

କୋଟି କୋଟି ଟଙ୍କାର ଡ୍ରଗ୍ସ ଉପରେ ବୁଲଡୋଜର ଚଢାଇଲେ ମୁଖ୍ୟମନ୍ତ୍ରୀ

ଗୁଆହାଟି,୧୯।୭: ଆସାମରେ ପ୍ରତିବର୍ଷ ବହୁ ପରିମାଣର ଡ୍ରଗ୍ସ ଜବତ କରାଯାଏ। ରାଜ୍ୟରେ କୋଟି କୋଟି ଟଙ୍କାର ବେଆଇନ ଡ୍ରଗ କାରବାର ହୋଇଥାଏ। ଏହି ଡ୍ରଗ କାରବାର ବିରୋଧରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏବେ…

ଆମ୍ବ-ଜାମୁ ବାହାଘର, ଗାଁ ଲୋକେ ପାଲଟିଲେ ବରଯାତ୍ରୀ …

ଆଗ୍ରା,୧୯।୭: ଭାରତୀୟ ସଂସ୍କୃତିରେ ପରିବେଶ ସୁରକ୍ଷା ପ୍ରାଚୀନକାଳରୁ ପ୍ରଚଳିତ। ଦେଶର କେତେକ ଅଞ୍ଚଳରେ ଗୋଟିଏ ଗଛ ସହିତ ଅନ୍ୟ ଗଛର ବିବାହ କରାଯିବା ପରମ୍ପରା ରହିଛି। ଉତ୍ତରପ୍ରଦେଶ ଆଗ୍ରାର କାସଗଞ୍ଜସ୍ଥିତ ପଟିଆଲି ଅଞ୍ଚଳର ବିନପୁର ଗାଁରେ ଆମ୍ବ ଗଛ ସହିତ ଜାମୁ…

କାଉଡିଆ ଯାତ୍ରାକୁ ନେଇ ଜବାବ ଦାଖଲ କଲେ ୟୁପି ସରକାର

ନୂଆଦିଲ୍ଲୀ,୧୯ ।୭: କାଉଡିଆ ଯାତ୍ରାକୁ ନେଇ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ନିଜର ଜବାବ ଦାଖଲ କରିଦେଇଛନ୍ତି । ୟୁପି ସରକାର କହିଛନ୍ତି ଚଳିତ ବର୍ଷ କାଉଡିଆ ଯାତ୍ରା ହେବ ନାହିଁ । ୟୁପି ସରକାରଙ୍କ ଓକିଲ ବୈଦନାଥନ କୋର୍ଟରେ ଶୁଣାଣି…

ସହକାରୀ ବନ ସଂରକ୍ଷକ ସୌମ୍ୟଙ୍କ ମୃତ୍ୟୁ ଘଟଣା: ଖଇରାରେ ପାରଳାଖେମୁଣ୍ଡି ପୋଲିସ ଟିମ୍‌

ଖଇରା,୧୯ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର(୩୧)ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୬ଦିନ ପୂରିଛି। ଅଧିକ ତଦନ୍ତ ପାଇଁ ଡିଆଜି ସତ୍ୟବ୍ରତ ଭୋଇ ଓ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri