ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ବାରିପଦା ଅଫିସ,୨୦।୭: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକର ସହକାରୀ ଯନ୍ତ୍ରୀ ଧରିଆ ମାଝିଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ମାଝିଙ୍କ କୁଳିଅଣା ଅଫିସ, ବାରିପଦାର…
ବଜାରରେ ମିଳୁଛି ଲାଲୁ,ସଲମାନ ଛେଳି: ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜୟପୁର,୨୦।୭: ରାଜସ୍ଥାନର ଝାଲାୱାର ଜିଲାରେ ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ୍କୁ ନେଇ ବଜାର ସରଗରମ ରହିଛି। ଇଦ ଅବସରରେ ଛେଳି ବଜାରରେ ଭିଡ ଜମିଛି। ବିକ୍ରି ପାଇଁ ଆସିଥିବା ଛେଳିଗୁଡିକୁ ଚଢା ଦର୍ରେ ବିକ୍ରି କରାଯାଉଛି। ଏହି ଛେଳିଗୁଡିକ କୌଣସି ସାଧାରଣ…
ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ…
ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି ଝିଅମାନେ ମା’ଙ୍କ ସାହାଯ୍ୟ ଲୋଡିଥାନ୍ତି। ହେଲେ କେବଳ ମା’ କାହିଁକି, ବାପା ବି ଝିଅର…
ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ ଅଫିସ,୨୦।୭: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହାରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି॥ ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ ଠାକୁର ଶ୍ରୀବଳଭଦ୍ର ରଥରେ ବିଜେ କରିଛନ୍ତି । ପରେ ଭଉଣୀ ସୁଭଦ୍ରା ପହଣ୍ଡିରେ…
ରାତାରାତି କୋଟିପତି ହୋଇଗଲେ ୫ ସନ୍ତାନର ମା’
ଆମେରିକାରେ ରହୁଥିବା ଜଣେ ମହିଳା ରାତାରାତି କୋଟିପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଉବର ଇଟ୍ସରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ମହିଳା ଜଣଙ୍କ ପାଖାପାଖି ୨ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ମେରିଲ୍ୟାଣ୍ଡର ଏହି ମହିଳା ପୂର୍ବପରି…
୫ ସନ୍ତାନର ମା’ ହେବାକୁୁ ଚାହୁଁଥିଲେ ଭାଇଜାନଙ୍କ ଏହି ପ୍ରେମିକା: ଏବେ କହିଲେ ‘ତାଙ୍କୁ ପ୍ରେମିକ ଭାବେ ପାଇ ଖୁସି ଥିଲି’
ସଲମାନ ଖାନ ଏବଂ ପାକିସ୍ତାନର ସୋମି ଅଲ୍ଲୀଙ୍କ ସମ୍ପର୍କ କାହାକୁ ଅଛପା ନାହିଁ। ସଲମାନ ଏବଂ ସୋମି ପରସ୍ପରକୁ ଆଠ ବର୍ଷ ପାଇଁ ଡେଟ କରିଥିଲେ। ତେବେ ଏକ ସାକ୍ଷାତକାରରେ ସୋମି କହିଥିଲେ ସଲମାନ୍ ତାଙ୍କୁ ଚିଟ୍ କରିବା ପରେ ସମ୍ପର୍କ…
ଖୁବ୍ଶୀଘ୍ର ଜଗନ୍ନାଥଙ୍କୁ ଜେରା କରାଯିବ
ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜଧାନୀ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ବେକ କାଟି ହତ୍ୟା ଘଟଣାକୁ ୨ସପ୍ତାହରୁ ଊର୍ଦ୍ଧ୍ୱ ଦିନ ହୋଇଯାଇଥିଲେ ମଧ୍ୟ କାରଣକୁ ନେଇ ସ୍ପଷ୍ଟ ହୋଇପାରୁ ନାହିଁ। ଅନ୍ୟପଟେ ଅଭିଯୁକ୍ତ ତଥା ପ୍ରେମିକ ଜଗନ୍ନାଥ ପ୍ରଧାନ…
ଜବରଦଖଲରେ ସ୍ଲମ୍ କ୍ବାର୍ଟର୍ସ
କଟକ ଅଫିସ, ୨୦।୭: କଟକ ମହାନଗର ନିଗମ(ସିଏମ୍ସି) ଅଧୀନ ଯୋବ୍ରାରେ ଯୋବ୍ରା କ୍ବାର୍ଟର୍ସ ବା ସ୍ଲମ କ୍ବାର୍ଟର୍ସ ରହିଛି। ଏଠାରେ ୧୧୯ଟି କ୍ବାର୍ଟର୍ସ ଥିବାବେଳେ ୯୬ଟି ଦୁଇ ମହଲା ଓ ୨୩ଟି ସିଙ୍ଗଲ କ୍ବାର୍ଟର୍ସ ରହିଛି। ୧୯୭୦-୭୧ରେ ନିର୍ମିତ ଏହି କ୍ବାର୍ଟର୍ସରେ…
ନିରଞ୍ଜନଙ୍କ ବିରୋଧରେ ଆଉ ୫ ଅଭିଯୋଗ
ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜଧାନୀରେ ଜମି ଦେବାକୁ କହି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ମାମଲାରେ ବିଲ୍ଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗୁରୁବାର ଶହୀଦନଗର ଥାନା ପୋଲିସ ଗିରଫ କରିଥିଲା। ତେବେ ସେ ଜେଲ୍ ଯିବାପରେ ତାଙ୍କ ବିରୋଧରେ…
ଭୁବନେଶ୍ୱରରେ ୧୭୧୭ ବର୍ଷାଜଳ ଅମଳ ପ୍ରକଳ୍ପ
ଭୁବନେଶ୍ୱର, ୧୯।୭ (ବ୍ୟୁରୋ): ସହରାଞ୍ଚଳକୁ ଅଧିକରୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ୧୭୧୭ ବର୍ଷାଜଳ ଅମଳ ପ୍ରକଳ୍ପ କରାଯାଇଛି। ଓଡ଼ିଶା ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କର୍ମ ତପତ୍ର ଅଭିଯାନ(ମୁକ୍ତା)’…
ଖାଦ୍ୟରେ ପ୍ରତିଦିନ ସାମିଲ କରନ୍ତୁ ମାଛ: ନହେଲେ କମିପାରେ ଆୟୁଷ
ଖାଦ୍ୟରେ ଓମେଗା-୩ ତେଲର ଅଭାବ ଜଣେ ବ୍ୟକ୍ତିର ଆୟୁଷକୁ କମ କରିପାରେ। ସିଗାରେଟ ଟାଣିବାଠାରୁ ମଧ୍ୟ ଏହା ଅଧିକ ବିପଜ୍ଜନକ ହୋଇପାରେ। ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ମାଛକୁ ଓମେଗା -୩ର ଏକ ଭଲ ଉତ୍ସ ଭାବରେ ବିବେଚନା…
ପ୍ରିୟଙ୍କାଙ୍କୁୁ ସାକ୍ଷାତ୍ କରିବାକୁ ଜିଦ୍ ଧରିଲେ କଂଗ୍ରେସକର୍ମୀ, ଫିଲ୍ମ ଷ୍ଟାଇଲ୍ରେ ପାଣି ଟାଙ୍କିରେ ଚଢ଼ିଲେ…
ଲକ୍ଷ୍ନୌି,୨୦।୭: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ୍ କରିବା ପାଇଁ ଜଣେ କର୍ମୀ ଜିଦ୍ ଧରି ତୁମୁଳ କାଣ୍ଡ ଭିଆଇଛନ୍ତି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ କଂଗ୍ରେସକର୍ମୀ କେ.ଡ଼ି. ଦିକ୍ଷୀତ ହାତରେ ପୋଷ୍ଟର ଧରି ପାଣିଟାଙ୍କିରେ ଚଢ଼ି ଫିଲ୍ମ ଷ୍ଟାଇଲ୍ରେ ତଳକୁ…
Archives


