Home Left

ଭାରତ ଆଗରେ ଚ୍ୟାଲେଞ୍ଜିଂ ଟାର୍ଗେଟ

କଲମ୍ବୋ,୨୦।୭: ଆରମ୍ଭରୁ ଭାରତୀୟ ବୋଲରଙ୍କୁ ସଫଳତା ମିଳି ନ ଥିଲା। କିନ୍ତୁ ୟୁଜବେନ୍ଦ୍ର ଚହଲ, ଦୀପକ ଚହର ଓ ଭୁବନେଶ୍ୱର କୁମାରଙ୍କ ବଳରେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା ଟିମ୍‌ ଇଣ୍ଡିଆ। ଶେଷ ଆଡ଼କୁ ଚାମିକା କରୁଣାରତ୍ନେଙ୍କ ଉପଯୋଗୀ ୪୪ ରନ୍‌ର ଇନିଂସ…

କରୋନା ମହାମାରୀ: ଅକ୍ସିଜେନ କମ୍ ଯୋଗୁ ଦେଶରେ ହୋଇନାହିଁ ଜଣଙ୍କର ବି ମୃତ୍ୟୁ

ନୂଆଦିଲ୍ଲୀ,୨୦ ।୭: କରୋନା ମହାମାରୀ ସମୟରେ ଅମ୍ଳଜାନ ବା ଅକ୍ସିଜେନ ଅଭାବରୁ ଜଣଙ୍କର ବି ମୃତ୍ୟୁ ହୋଇନାହିଁ । ମଙ୍ଗବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି…

ଟପ୍‌ ୩ ବ୍ୟାଟ୍ସଓମେନଙ୍କ ମଧ୍ୟରେ ଭାରତର ୨

ଦୁବାଇ,୨୦।୭: ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୩ରେ ସ୍ଥାନ ପାଇଛନ୍ତି ଦୁଇ ଭାରତୀୟ। ଭାରତୀୟ ଦଳର ଅଧିନାୟିକା ମିଥାଲି ରାଜ ପୁଣି ଥରେ ଶୀର୍ଷକୁ ଫେରିଥିବାବେଳେ ୩ୟ ମାନ୍ୟତା ହାସଲ କରିଛନ୍ତି ବାମହାତୀ ଓପନର ସ୍ମ୍ରିତି ମନ୍ଧାନା। ୧୬ ବର୍ଷର କ୍ୟାରିୟରରେ…

କରୋନାକୁ ନେଇ ସନ୍ଧ୍ୟା ୬ଟାରେ ମୋଦିଙ୍କ ସ୍ୱତନ୍ତ୍ର ବୈଠକ ଯୋଗଦେବେ ନାହିଁ କଂଗ୍ରେସ, ଶିରୋମଣି ଅକାଳିଦଳ

ନୂଆଦିଲ୍ଲୀ,୨୦ ।୭: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି । ହେଲେ ଏଥିରେ ସାମିଲ ହେବାକୁ ସିଧାସଳଖ ମନା କରି ଦେଇଛି କଂଗ୍ରେସ ଓ ଶିରୋମଣି ଅକାଳି ଦଳ । କଂଗ୍ରେସର…

ରାଜ୍‌ କୁନ୍ଦ୍ରା ଗିରଫ ପରେ ୟୁଜର୍ସଙ୍କ ଟାର୍ଗେଟକୁ ଆସିଲେ ଅଜିଙ୍କେ ରାହାନେ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୭:ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ ମାଧ୍ୟମରେ ପ୍ରକାଶନ ଅଭିଯୋଗରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଗିରଫ କରିଛି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଭାରତୀୟ…

ପାର୍ଲର ନ ଯାଇ ଘରୋଇଭାବେ ଚାହିଁଲେ ଆପଣ ୱାକ୍ସିଂ ପ୍ରସ୍ତୁତ କରିପାରିବେ।

ଘରୋଇ ୱାକ୍ସିଂ ପ୍ରସ୍ତୁତ କରିବା ପାଇଁ ୫ ଚାମଚ ଚିନି ନିଅନ୍ତୁ। ସେଥିରେ ଏକ ଚାମଚ ଲେମ୍ବୁ ରସ, ୩ ଚାମଚ ମହୁ ଓ ୪ ଚାମଚ ପାଣି ମିଶାନ୍ତୁ। ଏସବୁ ସାମଗ୍ରୀକୁ ଏକ ପାତ୍ରରେ ରଖି ଚୁଲିରେ କମ୍‌ ଆଞ୍ଚରେ…

ଖୋଲାରେ ୧୦ କ୍ୱିଣ୍ଟାଲ ହେରୋଇନ ଜଳାଇ ଦେଲା ପାକିସ୍ତାନ, ବେହାଲ ହେଲା ଭାରତର ଗାଁ

ଚଣ୍ଡିଗଡ଼,୨୦ ।୭: ଅମୃତସରକୁ ଲାଗିଥିବା ପାକିସ୍ତାନ ସୀମାରେ ପାକିସ୍ତାନର ଅଧିକାରୀମାନେ ପାଖାପାଖି ୧୦ କ୍ୱିଣ୍ଟାଲ ହେରୋଇନ ସହ ଆହୁରି କିଛି ଅବକାରୀ ଜିନିଷ ଜଳାଇ ଦେବା ଫଳରେ ଆକାଶ କଳା ଧୂଆଁରେ ଭର୍ତ୍ତି ହୋଇ ଯାଇଥିଲା । ଆଉ ଏହାର ଗନ୍ଧ…

ବର୍ଷାରେ ଭିଜୁଥିବା ଭଗବାନଙ୍କ ମୂର୍ତ୍ତି ଉପରେ ଛତା ଟାଣିଲା ଶିଶୁ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ପ୍ରାୟ ସମୟରେ ସେ ପ୍ରଶଂସକଙ୍କ ସହ ମଜାଳିଆ ଓ ଆକର୍ଷଣୀୟ ଫଟୋ ଏବଂ ଭିଡିଓମାନ ଶେୟାର କରିଥାନ୍ତି। ମଙ୍ଗଳବାର ସ୍ମୃତି ଇରାନୀ ନିଜ ଫଲୋଅର୍ସଙ୍କ ସହ ଏକ ମନମୋହିବା ଭଳି…

ଭାରତରୁ କାନାଡା ଯାଉଥିବା ବିମାନ ଉପରେ ପ୍ରତିବନ୍ଧକ ୨୧ ଅଗଷ୍ଟ ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ,୨୦ ।୭: କରୋନା ମହାମାରୀର ଦ୍ୱିତୀୟ ଲହର ଓ ଡେଲ୍ଟା ଭାରିଏଣ୍ଟ ବୃଦ୍ଧି ଘଟଣାକୁ ଦେଖି କାନାଡା ସରକାର ଭାରତରୁ ସିଧାସଳଖ କାନାଡା ଯିବାକୁ ଥିବା ବିମାନ ଉପରେ ଯେଉଁ ପ୍ରତିବନ୍ଧକ ଲାଗିଥିଲା ତାକୁ ଆହୁରି ୩୦ଦିନ ବୃଦ୍ଧି କରି ୨୧…

କରୀନାଙ୍କ ପୁସ୍ତକକୁ ନେଇ ତେଜିଲା ବିବାଦ

ଜବଲପୁର,୨୦।୭: ବଲିଉଡ୍‌ ବେବୋ କରୀନା କପୁର ଖାଁ ନିକଟରେ ନିଜର ଗର୍ଭବତୀ ସମୟର ଅନୁଭୂତି ବିଷୟରେ ଏକ ପୁସ୍ତକ ଲେଖିଥିଲେ। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। କରୀନାଙ୍କ ଲିଖିତ ପୁସ୍ତକ ‘ପ୍ରେଗ୍‌ନାନ୍ସି ବାଇବେଲ’କୁ ନେଇ ଜବଲପୁରରେ ଥିବା ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ…

ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡା ଅଫିସ, ୨୦।୭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ସରକାରୀ ପଲିଟେକନିକ କଲେଜର ମେକାନିକାଲ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ରାୟଙ୍କ ଝାରସୁଗୁଡା ଘର ସମତେ ୪ ସ୍ଥାନରେ ମଙ୍ଗଳବାର ଏକ ସଙ୍ଗେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଚଢାଉ…

ମନସୁନ୍‌ ଗାର୍ଡେନିଂ

  ଗାର୍ଡେନିଂ ନିମନ୍ତେ ବର୍ଷାଦିନ ବହୁତ ଭଲ। କିନ୍ତୁ ଏହି ଋତୁରେ ମଧ୍ୟ କିପରି ଗଛର ଯତ୍ନ ନେବେ ଜାଣି ରଖନ୍ତୁ… ବର୍ଷାଦିନେ ଗଛରେ ଆବଶ୍ୟକତା ଅନୁସାରେ ପାଣି ଦିଅନ୍ତୁ। ଗଛ ମୂଳରେ ଅଧିକ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଫୁଲକୁଣ୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri