Home Left

ରଶିଦଙ୍କୁ କାହିଁକି ରଖିଲା ନାହିଁ ସନରାଇଜର୍ସ

ନୂଆଦିଲ୍ଲୀ,୧।୧୨: ଆଗାମୀ ସିଜନ ଲାଗି ହେବାକୁ ଥିବା ମେଗା ଅକଶନ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ତା’ର ସୁବଠୁ ମୁଖ୍ୟ ଖେଳାଳି ରଶିଦ ଖାନଙ୍କୁ ରିଟେନ କରିନାହିଁ। ଏହା ଆଇପିଏଲ ରିଟେନଶନ ଇଭେଣ୍ଟର ସବୁଠୁ ଚର୍ଚ୍ଚିତ ବିଷୟ ଥିଲା। ତେବେ ଅଧିକ…

ଛାତ୍ରୀଙ୍କୁ ଅପହରଣ

ଗଣିଆ,୧।୧୨(ଡି.ଏନ୍‌.ଏ.): କଲେଜ ଗେଟ୍‌ର ଅନତି ଦୂରରେ ଘଟିଛି ଅପହରଣ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏମିତି ଘଟଣା ଘଟିଛି ନୟାଗଡ଼ ଜିଲା ଗଣିଆ କଲେଜ ଗେଟଠାରୁ ଅନତି ଦୂରରେ। ଦୁଇ ଜଣ ଛାତ୍ରୀ ଅପହରଣ ହୋଇଥିବା ନେଇ ପ୍ରଚାରିତ ହେବା…

ପେନ୍‌ସନ୍‌ରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

କର୍ଲାମୁଣ୍ଡା,୧।୧୨(ଡି.ଏନ୍‌.ଏ.): ସରକାର ଷାଠିଏ ବର୍ଷରୁ ଊଦ୍ଧର୍‌ବ ମହିଳା,ପୁରୁଷ ତଥା ବିଧବା ଓ ଦିବ୍ୟଙ୍ଗ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ପେନ୍‌ସନ୍‌ ଦେବାକୁ ନିୟମ ତିଆରି କରିଥିଲେ ହେଁ ଯୋଗ୍ୟ ବ୍ୟକ୍ତିମାନେ ଏହି ଯୋଜନାର ସୁଫଳ ପାଇ ପାରୁ ନ ଥିବା…

ନିକ୍‌ଙ୍କଠାରୁ ପ୍ରିୟଙ୍କାଙ୍କ ସମ୍ପତ୍ତି ଅଧିକ, ଜାଣନ୍ତୁ କେତେ

ମୁମ୍ବାଇ: ଆଜି ହେଉଛି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସଙ୍କ ବିବାହ ବାର୍ଷିକୀ। ୧ ଡିସେମ୍ବର ୨୦୧୮ରେ ଦୁହେଁ ଯୋଧପୁରର ଏକ ଭବନରେ ହିନ୍ଦୁ ଏବଂ ଖ୍ରୀଷ୍ଟୀୟାନ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିଛିଦିନ ତଳେ ପ୍ରିୟଙ୍କା…

‘ଯଦି ରାହୁଲଙ୍କୁ ନୂଆ ଟିମ୍‌ ଯୋଗାଯୋଗ କରିଛି, ତେବେ ଏହା ନିୟମ ବିରୋଧରେ’

ନୂଆଦିଲ୍ଲୀ,୧।୧୨: ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଲୋକେଶ ରାହୁଲ ନୂଆ ଫ୍ରାଞ୍ଚାଇଜ ଯୋଗାଯୋଗରେ ଥିବା ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପଞ୍ଜାବ ଫ୍ରାଞ୍ଚାଇଜର ସହମାଲିକ ନେସ ଓ୍ବାଡିଆ। ଯଦି ରାହୁଲଙ୍କୁ ନୂଆ ଫ୍ରାଞ୍ଚାଇଜ ପକ୍ଷରୁ…

ଅବପାତ ପରେ ସ୍ପଷ୍ଟ ହେବ କେଉଁଠି ମାଡ଼ କରିବ ବାତ୍ୟା

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଗୁରୁବାର ଅବପାତରେ ପରିଣତ ହେବ ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର। ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗୁରୁବାର ଅବପାତର ରୂପ ନେବ। ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ଼ ହେବ ତାହା ସ୍ପଷ୍ଟ…

ପୋଲିସ ଗ୍ରାମବାସୀ ମୁହାଁମୁହିଁ

ପାରାଦୀପ,୧।୧୨(ସ୍ବ.ପ୍ର.): ଜଗତସିଂହପୁର ଜିଲା ଏରସମା ମାହାଳରେ ସୀମା ନିର୍ଦ୍ଧାରଣ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମାହାଳକୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ମାପଚୁପ ଚାଲିଥିବା ବେଳେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ପୋଲିସ ସହ ଗ୍ରାମବାସୀଙ୍କର ଧସ୍ତାଧସ୍ତି ହୋଇଥିବା…

ଶାହରୁଖଙ୍କୁ ଫସାଇ ଦେଇଛି ଭାଜପା: ମମତା

ମୁମ୍ବାଇ,୧।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପୁଣି ଭାଜପାକୁ ଟାର୍ଗେଟ କରିଚନ୍ତି। ଏଥର ସେ ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କୁ ସମର୍ଥନରେ କରି ଭାଜପା ଉପରେ ବର୍ଷିଛନ୍ତି। ଡ୍ରଗ୍ସ କେସ୍‌ରେ ଶାହରୁଖଙ୍କ ପୁଅକୁ ଭାଜପା ଫସାଇ ଦେଇଛି। ଅଯଥା…

କରୋନା ତୃତୀୟ ଲହର ପାଇଁ ତତ୍ପର ଜିଲା ପ୍ରଶାସନ

ଗଞ୍ଜାମ,୧।୧୨(ଡି.ଏନ୍‌.ଏ.): କରାନା ମହାମାରୀ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଚିନ୍ତା ବଢ଼ାଇ ଥିବା ବେଳେ ପୁଣି ତୃତୀୟ ଲହର ଚିନ୍ତା ବଢ଼ାଇଛି । ଏହା ଅଧିକରୁ ଅଧିକ ଭୟଙ୍କର ରୂପ ନେବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖୁଥିବା ବେଳେ ତତ୍ପର…

ଦିଦି ବଙ୍ଗଳାର ସିଂହୀ: ସଞ୍ଜୟ

ମୁମ୍ବାଇ,୧।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଙ୍ଗଳାର ସିଂହୀ ବୋଲି ବର୍ଣ୍ଣନା କରିଛନ୍ତି ଶିବସେନା ଏମ୍‌ପି ସଞ୍ଜୟ ରାଉତ। ବୁଧବାର ମମତାଙ୍କୁ ଭେଟିବା ପରେ ସଞ୍ଜୟ କହିଥିଲେ ଯେ, ଆମେ ସମସ୍ତେ ମିଶି କେନ୍ଦ୍ର ସରକାରଙ୍କ ବିରୋଧରେ ଲଢିବୁ। ଦିଦି ବଙ୍ଗଳାର…

ଓମିକ୍ରନ୍‌କୁ ନେଇ ଚିନ୍ତାରେ ଜାପାନ, ଆରମ୍ଭ କଲା ବୁଷ୍ଟର ଟିକାକରଣ

ଟୋକିଓ,୧ା୧୨: ଏବେ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ସଂଗ୍ରାମ କରୁଥିବା ବେଳେ ଏହାର ଆଉ ଏକ ନୂତନ ଭାଇରସ ‘ଓମିକ୍ରନ୍‌’ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ପରିସ୍ଥିତିରେ ଜାପାନରେ କରୋନା ଟିକାର ବୁଷ୍ଟର୍‌ ଡୋଜ୍‌ ଦେବା ଆରମ୍ଭ ହୋଇଛି।…

ଏହି ୫ ଶୁଆ ପାଇଁ ବଦ୍‌ନାମ ହେଲା ଚିଡ଼ିଆଖାନା, ଫେରିଗଲେ ପର୍ଯ୍ୟଟକ

ପ୍ରାୟତଃ ଶୁଆ ଗୀତ ଗାଇବା କିମ୍ବା ମଣିଷ ପରି ଭାଷା କହୁଥିବାର ଦେଖିଥିବେ। ଶୁଆ ଏମିତି ଏକ ପକ୍ଷୀ, ଯିଏ କି ମଣିଷ ଭାଷା ବୁଝିପାରେ ଏବଂ କହିପାରେ ମଧ୍ୟ। କିନ୍ତୁ ଶୁଆ ଯୋଗୁ ଗୋଟିଏ ଚିଡ଼ିଆଖାନା ଯେ, ପୂରା ବଦ୍‌ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?