ଫିଲ୍ମ‘ରାଧେ ଶ୍ୟାମ’ ପ୍ରଥମ ଗୀତ ରିଲିଜ୍‌

ମୁମ୍ବାଇ : ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ ପୂଜା ହେଗଡେଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ‘ରାଧେ ଶ୍ୟାମ’କୁ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ତେବେ ଏହି ଫିଲ୍ମର ପ୍ରଥମ ଗୀତ ‘ଆଶିକି ଆ ଗୟି’ ବୁଧବାର ରିଲିଜ୍‌ ହୋଇ ଯାଇଛି । ରିଲିଜ୍‌ ହେବା ସଙ୍ଗେ ସଙ୍ଗେ ଏହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। । ଏହି ରୋମାଣ୍ଟିକ୍‌ ଗୀତକୁ ଅରିଜିତ୍‌ ସିଂହ ଗାଇଛନ୍ତି।

ଏହି ଗୀତରେ ପ୍ରଭାସ ଏବଂ ପୂଜାଙ୍କ ରୋମାଣ୍ଟିକ କେମେଷ୍ଟ୍ରି ନଜର ଆସୁଛି । ଯାହାକୁ ବେଶ୍‌ ପସନ୍ଦ କରୁଛନ୍ତି ଦର୍ଶକ । ଏହା ସହିତ ସମସ୍ତେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି। ତେବେ ଫିଲ୍ମଟି ଆସନ୍ତା ୧୪ ଜାନୁୟାରୀରେ ରିଲିଜ୍‌ ହେବାକୁ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କପିଲ ଶର୍ମା ଶୋ’ର କୋଟିପତି କମେଡିଆନ୍‌

ବମ୍ବେ: ଟେଲିଭିଜନ ଜଗତର ଲୋକପ୍ରିୟ ଶୋ’ ମଧ୍ୟରୁ ‘ଦ କପିଲ ଶର୍ମା ଶୋ’ ଅନ୍ୟତମ। ସେଲିବ୍ରିଟିମାନଙ୍କ ଗପ୍‌ସପ୍‌ ସାଙ୍ଗକୁ କମେଡିଆନ୍‌ମାନଙ୍କ ମଜାକଥା ଦର୍ଶକଙ୍କ ମନ ଜିଣେ।...

ରିଲେସନଶିପରେ ଅଛନ୍ତି ଦିଶା!

ମୁମ୍ବାଇ: ବଲିଉଡର ବୋଲ୍ଡ ଓ ବିୟୁଟିଫୁଲ ଅଭିନେତ୍ରୀ ଦିଶା ପାଟନୀ ଫିଲ୍ମ ଅପେକ୍ଷା ତାଙ୍କ ଲଭ ଲାଇଫକୁ ନେଇ ହେଡଲାଇନରେ ରହିଛନ୍ତି।କିଛିଦିନ ତଳେ ଖବର ସାମ୍ନାକୁ...

୫୦ କୋଟି କ୍ଲବ୍‌ରେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’

ମୁମ୍ବାଇ: ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି ବରୁଣ ଧାଓ୍ବନ-ଶ୍ରଦ୍ଧା କପୁର ଅଭିନୀତ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରୀଡି’। ଛ’ ଦିନ ରିଲିଜ୍‌ ପରେ ଫିଲ୍ମ ୫୦ କୋଟି...

ଆଇଫା ଆୱାର୍ଡରେ ଧମାକା କରିବେ ନୋରା, ଭିଡିଓ ଭାଇରାଲ

ମୁମ୍ବାଇ: ଖୁବଶୀଘ୍ର ଘୋଷଣା ହେବ ଆଇଫା ଆୱାର୍ଡ । ଏଥର ବି ଆବୁ ଧାବିରେ ବଲିଉଡ ସେଲିବ୍ରିଟିମାନେ ନିଜ ନିଜ ଷ୍ଟାଇଲିସ ଅନ୍ଦାଜରେ ଦର୍ଶକଙ୍କ ଦିଲ...

ହଲିଉଡ୍‌ ଅଭିନେତା ବୋ ହୋପ୍‌କିନ୍ସଙ୍କ ବିୟୋଗ

ଓ୍ବାଶିଂଟନ,୩୦।୫: ହଲିଉଡ୍‌ ଜଗତର ଲୋକପ୍ରିୟ ଅଭିନେତା ବୋ ହୋପକିନ୍ସ ୮୦ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ରବିବାର ବୋ’ଙ୍କ ଅଫିସିଆଲ୍‌ ଓ୍ବେବ୍‌ସାଇଟ୍‌ରେ ଏହି ସୂଚନା ଦିଆଯାଇଛି।...

ସୁଶାନ୍ତଙ୍କ ବାପାଙ୍କ ଫୋନ୍‌, ମେସେଜ୍‌ର ଜବାବ ଦେଉ ନ ଥିଲେ ରିୟା-ଶ୍ରୁତି: ସ୍କ୍ରିନ୍‌ଶଟ୍‌ ଭାଇରାଲ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହ ଘେରରେ। ଦିନକୁ ଦିନ ଏହି ଘଟଣା...

ଚଙ୍କି ପାଣ୍ଡେ କରିପାରି ନ ଥିବା କାମ କରି ଦେଖାଇଲେ ଝିଅ ଅନନ୍ୟା

ଅଭିନୟ କ୍ୟାରିୟରରେ ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେ ଯେଉଁ କାମ କରିପାରି ନାହାନ୍ତି ତାହା ତାଙ୍କ ଝିଅ ଅନନ୍ୟା କରି ଦେଖାଇଛନ୍ତି। ଏ କଥା ନିଜେ...

ବ୍ୟାନ ହଟିବା ପରେ ପଶ୍ଚିମବଙ୍ଗରେ ରିଲିଜ ହେଲା ‘ଦ କେରଲା ଷ୍ଟୋରି’

କୋଲକାତା,୨୩।୫: ପଶ୍ଚିମବଙ୍ଗରେ ଫିଲ୍ମ ‘ଦ କେରଲା ଷ୍ଟୋରି’ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ନିକଟରେ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ଯାହାପରେ ରାଜ୍ୟରେ ଏହି ଫିଲ୍ମ ରିଲିଜ ହେବାର...

Advertisement
Archives

Model This Week