Home Left

ଶବଗୃହରେ ଚାକିରି ପାଇଁ ୧୦୦ ଇଞ୍ଜିନିୟରଙ୍କ ଆବେଦନ

କୋଲକାତା,୨୫ା୭: ଶବଗୃହରେ ଥିବା ମୃତଦେହର ଅନ୍ତିମ ସତ୍କାର ନିମନ୍ତେ କର୍ମଚାରୀ ଆବଶ୍ୟକ ବୋଲି କୋଲାକାତାର ଏକ ହସ୍ପିଟାଲ ବିଜ୍ଞାପନ ଦେଇଛି। ଏନେଇ ବହୁ ଉଚ୍ଚ ଶିକ୍ଷିତ ଆବେଦନ କରିଛନ୍ତି। ଏହି ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ୍‌ ପାସ୍‌ ରଖାଯାଇଥିବା ବେଳେ…

୬ ବର୍ଷରେ ପେଟ୍ରୋଲ ଉପରେ ଦୁଇ ଗୁଣ ଟିକସ

ନୂଆଦିଲ୍ଲୀ,୨୫।୭: ଗତ ୬ ବର୍ଷରେ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଟିକସ ପ୍ରାୟ ଦୁଇ ଗୁଣ ବଢ଼ି ୮୮ ପ୍ରତିଶତରେ ପହଞ୍ଚିଛି। ଏହି କାରଣରୁ ସାରା ଦେଶରେ ୧୦୦ ଟଙ୍କା ଅତିକ୍ରମ କରିଛି ଲିଟର ପିଛା ପେଟ୍ରୋଲ ଦର। ସମାନ ସମୟ…

ହାଇଦରଙ୍କୁ ଦିଆଗଲା କବର

କେନ୍ଦ୍ରାପଡ଼ା ଅଫିସ, ୨୫ା୭: ପୋଲିସ ଏନ୍‌କାଉଣ୍ଟରରେ ଶନିବାର ମୃତ୍ୟୁ ଘଟିଥିବା ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦରଙ୍କୁ କେନ୍ଦ୍ରାପଡ଼ା ସହରର ରଣପଡ଼ା କବରସ୍ଥାନରେ ରବିବାର ରାତିରେ କବର ଦିଆଯାଇଛି। ପୋଲିସ ବଳୟ ମଧ୍ୟରେ କୋଭିଡ୍‌ ଏସ୍‌ଓପି ପାଳନ ପୂର୍ବକ ଇସଲାମ ପରମ୍ପରା ଅନୁଯାୟୀ ଅନ୍ତିମ…

ସୂର୍ଯ୍ୟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ବଡ଼ ଟାର୍ଗେଟ ଛିଡ଼ା କରିପାରିଲାନି ଟିମ୍‌ ଇଣ୍ଡିଆ

କଲମ୍ବୋ,୨୫।୭: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଶ୍ରୀଲଙ୍କା ଆଗରେ ୧୬୫ ରନ୍‌ର ଟାର୍ଗେଟ ଛିଡ଼ା କରିଛି। ଏହି ମ୍ୟାଚ୍‌ ଜରିଆରେ ଟି୨୦ ପଦାର୍ପଣ କରିଛନ୍ତି ପୃଥ୍ବୀ ଶ’ ଓ ବରୁଣ ଚକ୍ରବର୍ତ୍ତୀ। ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ…

ଗୋରଖପୁର ଛାଡ଼ି ଅଯୋଧ୍ୟାରୁ ଲଢ଼ିବେ ଯୋଗୀ

ଲକ୍ଷ୍ନୌ,୨୫।୭: ୨୦୨୨ରେ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ପରିବର୍ତ୍ତେ ଅଯୋଧ୍ୟା ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ବର୍ତ୍ତମାନ ଅଯୋଧ୍ୟାରୁ ବିଧାୟକ ଥିବା ବେଦ ପ୍ରକାଶ ଗୁପ୍ତା ତାଙ୍କ ଆସନ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେବା ଲାଗି ପ୍ରସ୍ତୁତ ବୋଲି…

ଯାନ୍ତ୍ରିକ ତ୍ରୁଟି ଭାଙ୍ଗିଦେଲା ନଂ ୧ ଶୁଟରଙ୍କ ସ୍ବପ୍ନ

ଟୋକିଓ,୨୫।୭: ଅଲିମ୍ପିକ୍ସର ଶୁଟିଂ ଇଭେଣ୍ଟରେ ଭାରତର ସବୁଠୁ ବଡ଼ ଆଶା କୁହାଯାଉଥିବା ଦେଶର ନଂ ୧ ଶୁଟର ମନୁ ଭାକର ନିରାଶ ହୋଇଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲ ଶୁଟିଂ ଇଭେଣ୍ଟ ଫାଇନାଲ ପାଇଁ ରବିବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ…

ଏହି ଜଳଖିଆ ଦୋକାନୀଙ୍କୁ ପ୍ରଶଂସା କଲେ ମୋଦି: ଜାଣନ୍ତୁ କାହିଁକି

ଚଣ୍ଡିଗଡ,୨୫।୭: କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ଚଣ୍ଡିଗଡ଼ର ଜଣେ ବ୍ୟକ୍ତି କଠିନ ପରିଶ୍ରମ କରୁଛନ୍ତି। ସେକ୍ଟର -୨୯ ବି ବଜାରରେ ଛୋଲେ-ଭଟୁରେ ବିକୁଥିବା ସଞ୍ଜୟ ରାଣା, କରୋନା ଟିକାନଇଥିବାକ ଲୋକଙ୍କୁ ଛୋଲେ-ଭଟୁରେ ମାଗଣାରେ ଖାଇବାକୁ ଦିଅନ୍ତି।…

ହାତ କାଟିଦେଲେ ନିଶାସକ୍ତ ଯୁବକ

କୁକୁଡ଼ାଖଣ୍ଡି,୨୫ା୭: ଗଞ୍ଜାମ ଜିଲା ନିମଖଣ୍ଡି ଫାଣ୍ଡି ଅଧୀନ ନିମଖଣ୍ଡି ଗ୍ରାମରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ହାତ କାଟି ଦେଇଛନ୍ତି। ଯୁବକ ଜଣକ ଶନିବାର ରାତିରେ ମଦ ପିଇ ଲୋକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏଥିରୁ ନିବୃତ୍ତ ରହିବା…

ପଦାର୍ପଣରେ ଗୋଲ୍ଡେନ ଡକ୍‌

କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’। କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଖାତା ଖୋଲିବା ଦୂରର କଥା ପ୍ରଥମ ବଲରେ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ମ୍ୟାଚ୍‌ରେ…

ଗାଧୋଉଥିବା ମହିଳାଙ୍କ ଭିଡିଓ କରୁଥିଲେ

କଣ୍ଟାମାଳ,୨୫।୭(ଡି.ଏନ୍‌.ଏ.): ନାଳରେ ଗାଧୋଉଥିବା ମହିଳାଙ୍କ ଭିଡିଓ ମୋବାଇଲରେ ଉତ୍ତୋଳନ କରୁଥିଲେ ଜଣେ ଯୁବକ। ଗାଁ ଲୋକେ ସମ୍ପୃକ୍ତ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡା କରିଦେଇଛନ୍ତି। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଚାରଭାଟି ଗ୍ରାମରେ।…

ମୀରାବାଇଙ୍କ ‘କାନ ଫୁଲ’ର ଦିଓ୍ବାନୀ ହେଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କ ସ୍ବତନ୍ତ୍ର କାନଫୁଲକୁ ପସନ୍ଦ କରିଛନ୍ତି। ମୀରାବାଇ ପିନ୍ଧିଥିବା କାନ ଫୁଲକୁ ଅନୁଷ୍କା ପସନ୍ଦ କରି ଏକ ହୃଦୟ ଇମୋଜି ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ମୀରବାଇ ଚାନୁଙ୍କ…

ପୁଅକୁ କରେଣ୍ଟ ଦେଇ ମାରିଦେଲେ

ଲଙ୍ଗଳେଶ୍ବର,୨୫ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ଡଗରା ଗ୍ରାମର ବିଶ୍ୱଜିତ ନାଗ (୩୨) ଶନିବାର ରାତିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ପୁଅକୁ ଉଦ୍ଧାର କରିବାକୁ ଯାଇ ବାପା ବେଣୁଧର ଗୁରୁତର ହୋଇଛନ୍ତି। ଗ୍ରାମର ଜୟନ୍ତ ମଣ୍ଡଳ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri