ଚାନ୍ନୁଙ୍କୁ ଆଜୀବନ ପିଜା ଯୋଗାଇବ ଡୋମିନସ
ନୂଆଦିଲ୍ଲୀ,୨୫।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ଭାରୋତ୍ତୋଳିକା ମୀରାବାଇ ଚାନ୍ନୁ। ଏଥିସହ ଭାରୋତ୍ତୋଳନ ଇଭେଣ୍ଟରେ ଭାରତର ୨୧ ବର୍ଷର ଅଲିମ୍ପିକ୍ ପଦକ ଆଶା ଶେଷ ହୋଇଛି। ଅନେକ ବଳିଦାନ ପରେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ…
‘ହାଇକମାଣ୍ଡ ମୋତେ କିଛି କହିନାହାନ୍ତି’
ବେଙ୍ଗାଲୁରୁ, ୨୫।୭: କର୍ନାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା କହିଛନ୍ତି, ତାଙ୍କର ରାଜନୈତିକ ଭବିଷ୍ୟତ ନେଇ ରବିବାର ସନ୍ଧ୍ୟା ସୁଦ୍ଧା ଭାଜପା ହାଇକମାଣ୍ଡ ନିଷ୍ପତ୍ତି ନେଇପାରିନ୍ତି । ଜନସାଧାରଣ ମୋ କାମରେ ସନ୍ତୁଷ୍ଟ ଅଛନ୍ତି…
କର୍ନାଟକରେ କୌଣସି ସଙ୍କଟ ନାହିଁ: ନଡ୍ଡା
ପାନାଜୀ,୨୫।୭: ଦୁଇ ଦିନିଆ ଗୋଆ ଗସ୍ତରେ ଆସିଥିବା ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରବିବାର ଏକ ଖବରଦାତା ସମ୍ମିଳନୀ କରି ଦଳ ତଥା ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି। ନାଡା କହିଛନ୍ତି…
ପ୍ରଶଂସକଙ୍କ ପାଇଁ କିଛି ନୂଆ ଚିନ୍ତା କରିଛନ୍ତି ମଲାଇକା
ମୁମ୍ବାଇ: ମନୋରଞ୍ଜନ ଦୁନିଆର କଳାକାରମାନେ ଅଧିକାଂଶ ସମୟରେ ନିଜର ଫଟୋ ଭିଡିଓକୁ ନେଇ ଚର୍ଚ୍ଚାର ବିଷୟ ପାଲଟି ଯାଇଥାଆନ୍ତି । ଏମିତି ଜଣେ ନାୟିକା ହେଉଛନ୍ତି ବଲିଉଡ୍ ବିୟୁଟି ମଲାଇକା ଆରୋରା । ସେ ଅନକେ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ ।…
ଅଷ୍ଟ୍ରେଲିଆ ଆଗରେ ମାଟି କାମୁଡ଼ିଲା ଭାରତ
ଟୋକିଓ,୨୫।୭: ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଦ୍ୱିତୀୟ ମୁକାବିଲାରେ ମାଟି କାମୁଡ଼ି ପକାଇଛି। ରବିବାର ଖେଳାଯାଇଥିବା ଗ୍ରୁପ ଏ’ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ୭-୧ ଗୋଲରେ ଭାରତକୁ ହରାଇ ଦେଇଛି। ପୁରୁଷ ହକିର ନମ୍ବର ଓ୍ବାନ ଦଳ…
ପୋଲିସ ସାମ୍ନାରେ କାନ୍ଦିଲେ ଶିଳ୍ପା
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଲୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଶିଳ୍ପାଙ୍କୁ ବହୁତ ଟ୍ରୋଲ କରାଯାଉଛି। ଶିଳ୍ପା ରାଜଙ୍କ ସହ ସେ ଅନେକ କମ୍ପାନୀରେ…
ଦୁର୍ଘଟଣାରେ ଆହତ ହୋଇଛନ୍ତି ପ୍ରିୟଙ୍କାଙ୍କ ପତି ନିକ୍
ମୁମ୍ବାଇ: ବଲିଉଡ୍ ବିୟୁଟି ପ୍ରିୟଙ୍କା ଚୋପ୍ରା ବିବାହ ପରେ ତାଙ୍କ ସ୍ୱାମୀ ନିକ୍ ଜୋନସଙ୍କ ସହ ଆମେରିକାରେ ରହୁଛନ୍ତି । ହେଲେ ଏହି ଦେଶୀ ଗର୍ଲଙ୍କ କ୍ରେଜ୍ ଏବେବି ବଲିଉଡ୍ରେ ରହିଛି । ଆଉ ବିବାହ ପରେ ଏହି ଯୋଡି ସୋସିଆଲ…
ସୁଧୁରୁନି କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା
ଲକ୍ଷ୍ନୌ,୨୫ ।୭: ସଂକ୍ରମଣ ଯୋଗୁ କିଛିଦିନ ହେବ ଉତ୍ତର ପ୍ରଦେଶ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏସ୍ଜିପିଜିଆଇ)ର ଭର୍ତ୍ତି ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସେମିତି କିଛି ଉନ୍ନତି ପରିଲକ୍ଷିତ ହେଉନାହିଁ । ସେ…
ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍କୁ ସିଲ୍ କଲା ପୋଲିସ
ବଲାଙ୍ଗୀର ଅଫିସ,୨୫।୭: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଲାଙ୍ଗୀର ଲର୍କିପାଲି ଏଲ୍ଆଇ ଟ୍ରେନିଂ ସେଣ୍ଟରରେ ପୋଲିସ ତଦନ୍ତ ଅରମ୍ଭ କରିଛି। ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସମେତ ୪ ଜଣଙ୍କୁ ପୋଲିସ ପଚରାଉଚରା କରିଛି। ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ଆୟୋଜନ…
ହିମାଚଳ ପ୍ରଦେଶରେ ଭୁସ୍ଖଳନ: ୯ ଜୀବନ ଗଲା, ୩ ଆହତ
ଶିମ୍ଲା,୨୫।୭: ହିମାଚଳ ପ୍ରଦେଶର କିନୌର ଜିଲାରେ ରବିବାର ଏକ ବଡ ଦୁର୍ଘଟଣା ହୋଇଛି। ଏକ ଭୂସ୍ଖଳନରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କିନୌର ଜିଲାର ବାଟସେରୀର ଗୁନସା ନିକଟରେ…
ମାଗଣା ବିଜୁଳୀ ପାଇଁ ସାତ ଦିନରେ ଲକ୍ଷେ ୩୯ ହଜାର ରେଜିଷ୍ଟ୍ରେଶନ
ଡେରାଡୁନ,୨୫ ।୭: ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ଏବେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଲାଇଛି । ରାଜଧାନୀ ଦିଲ୍ଲୀରେ ମାଗଣା ବିଜୁଳୀ ଯୋଗାଇ ଦେଇଥିବା ଏଏପି ଉତ୍ତରାଖଣ୍ଡରେ ସରକାର ଗଢିଲେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀ ମାଗଣାରେ…
କାହିଁକି ଟୁଇଟ୍ର୍ରେ ଟ୍ରେଣ୍ଡ୍ କରୁଛନ୍ତି ପ୍ରିୟା ମଲିକ
ବୁଦାପେଷ୍ଟ,୨୫।୭: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳ ଏକ ଭଲ ଆରମ୍ଭ କରିଛି। ପ୍ରଥମ ଦିନରେ ଓ୍ବେଟ୍ଲିପ୍ଟର ମୀରବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଏହାପରେ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହେବା ଆରମ୍ଭ କରିଛନ୍ତି। ଏହାର ଗୋଟିଏ ଦିନ ପରେ ଭାରତୀୟ…
Archives


