୬ ବର୍ଷର ଆୟ ଉପରେ ଦେଇ ନ ଥିଲା ଟ୍ୟାକ୍ସ
ନୂଆଦିଲ୍ଲୀ,୨୪।୭: ଗତ ୬ ବର୍ଷରେ ଆୟ ହୋଇଥିବା ୭୦୦ କୋଟି ଟଙ୍କା ଉପରେ ଆୟକର ଦେଇ ନ ଥିଲା ଗଣମାଧ୍ୟମ ସଂସ୍ଥା ଦୈନିକ ଭାସ୍କର। ଷ୍ଟକ ମାର୍କେଟ ନିୟମ ମଧ୍ୟ ଭଙ୍ଗାଯାଇଥିଲା। ଦୈନିକ ଭାସ୍କର ଗ୍ରୁପ୍ ଉପରେ କରାଯାଇଥିବା ଚଢ଼ାଉରୁ ଆଇଟି…
ଗ୍ୟାସ୍ ଲିକ୍ ହେଉଥିଲା, ଅନ୍ କରିଦେଲେ ଲାଇଟ୍….
ଅହମ୍ମଦାବାଦ,୨୪।୭: ଗୁଜରାଟର ଅହମ୍ମଦାବାଦ ସହରରେ ଏକ ବଡ଼ ଧରଣର ଏଲ୍ପିଜି ଗ୍ୟାସ ସିଲିଣ୍ଡର ବସ୍ଫୋରଣ ଘଟିଛି। ଘଟଣାରେ ୪ ଶିଶୁ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଗତ ୨୦ ତାରିଖ ରାତିରେ ଏହି ଘଟଣା ଘଟିଥିଲା।…
ପୋଲିସ ତଦନ୍ତରେ ଭରସା ନାହିଁ: ସୌମ୍ୟଙ୍କ ବାପା
ଖଇରା,୨୪।୭(ଡି.ଏନ.ଏ.): ସମୟ ଯେତେ ଗଡୁଛି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ପରଦା ହଟିବା ଆଶା କ୍ଷୀଣ ହେବାରେ ଲାଗିଛି। ବିଶେଷ କରି ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ ସିଡିଆର ଯାଞ୍ଚ ପରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ବିଦ୍ୟାଭାରତୀଙ୍କ…
ହକି ଷ୍ଟିକ୍ରେ ଖେଳାଳିଙ୍କ ମୁଣ୍ଡକୁ ମାଡ଼
ଟୋକିଓ,୨୪।୭: ଟୋକିଓ ଅଲିମ୍ପିକ୍ସ ମହାକୁମ୍ଭର ପ୍ରଥମ ଦିନରେ ସାମ୍ନାକୁ ଆସିଛି ପୂରା ଖେଳ ଜଗତକୁ ନିନ୍ଦିତ କଲା ଭଳି ଦୃଶ୍ୟ। ଶନିବାର ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲରେ ବରାବର ରହିଥିଲା। ମ୍ୟାଚ୍ ଶେଷ ହେବାର କିଛି…
ବାମଗୋଡ, ପେଟ ଓ କାନ୍ଧରେ ବାଜିଥିଲା ୪ ଗୁଳି
ବାଲେଶ୍ୱର ଅଫିସ/ସିମୁଳିଆ,୨୪।୭: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ନିହତ ହୋଇଛନ୍ତି। ଶନିବାର ଅପରାହ୍ନ ପ୍ରାୟ ୩ଟା ୨୦। ଚୌଦ୍ୱାର ଜେଲ୍ରୁ ସେକ୍ ହାଇଦରଙ୍କୁ ଜଣେ ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର ଓ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ସହ ବାରିପଦା…
ପଦାର୍ପଣ ଧାଡ଼ିରେ ଆଉ ୩ ଖେଳାଳି
କଲମ୍ବୋ,୨୪।୭: ଚଳିତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ରେ ଭାରତୀୟ ଦଳ ପାଇଁ ୬ ଜଣ ଖେଳାଳି ପଦାର୍ପଣ କରିଥିଲେ। ହେଲେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ, ଓପନର ରୁତୁରାଜ ଗାଏକ୍ୱାଡ ଓ ଦେବଦତ୍ତ ପାଡିକଲଙ୍କୁ ମିଳି ନ ଥିଲା ସୁଯୋଗ। ଏମାନଙ୍କୁ…
ପୁଣି ଚର୍ଚ୍ଚାରେ ସୋନମ!
ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ପ୍ରାୟ ସବୁ ସମୟରେ ନିଜର ଅଭିନୟ, ଷ୍ଟାଇଲ, ଫଟୋ, ଭିଡିଓ ଏମିତିକି ପର୍ସନାଲ ଲାଇଫକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ବଲିଉଡ୍ ବିୟୁଟି ସୋନମ କପୁର ପ୍ରେଗନାନ୍ସିକୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଶୁଣିବାକୁ ମିଳିଥିଲା…
ଶହନାଜଙ୍କୁ ମୁଁ ଭଲ ପାଏ: ମସାବା ଗୁପ୍ତା
ମୁମ୍ବାଇ: ଚର୍ଚ୍ଚିତ ରିୟଲିଟି ଶୋ’ ବିଗ୍ ବସ୍ ୧୩ରେ ସମସ୍ତଙ୍କ ମନୋରଞ୍ଜନ କରିଥିବା ଶହନାଜ ଗିଲଙ୍କର ଏବେ ଭଲ ସମୟ ଚାଲିଛି । ପ୍ରଫେସନାଲି ସେ ଏବେ ବହୁତ ଉପରକୁ ଯିବାରେ ଲାଗିଛନ୍ତି । କିଛିଦିନ ହେବ ସେ ଲୋକପ୍ରିୟ ଫଟୋଗ୍ରାଫର…
‘ଅନେକ ବଳିଦାନ ଦେଇଛି’
ନୂଆଦିଲ୍ଲୀ,୨୪।୭: ଅଲିମ୍ପିକ୍ସ ସଫଳତା ପାଇବା ପାଇଁ ଅନେକ ବଳିଦାନ ଦେଇଛି। ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଆଣି ଦେବା ପରେ ଏଭଳି କହିଛନ୍ତି ମୀରାବାଇ ଚାନ୍ନୁ। ୨୧ ବର୍ଷ ପରେ ଦେଶର ପ୍ରଥମ ଓ୍ବେଟ୍ଲିପ୍ଟର ଭାବେ ଚାନ୍ନୁ (୪୯ କେଜି)…
ଏନ୍ଏଚ୍ଆର୍ସିରେ ପହଞ୍ଚିଲା ବଡ଼ବିଲ ବଳାତ୍କାର, ହତ୍ୟା ଘଟଣା
କେନ୍ଦୁଝର,୨୪ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ଜଙ୍ଗଲରେ ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭିଯୋଗ କରି ମୃତ ପରିବାରକୁ…
୨୪ ଘଣ୍ଟାରେ ଏସବୁ ଜିଲାରେ ହେବ ପ୍ରବଳ ବର୍ଷା
ଭୁବନେଶ୍ବର,୨୪।୭: ରାଜ୍ୟର ବିଭିନ୍ନ ଜିଲାରେ ଆଉ ୫ ଦିନ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ରବିବାର ସତର୍କ ସୂଚନା ଜାରି କରିଛି। ଏହିପରି କି ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବର ଜିଲାରେ ପ୍ରବଳ ବର୍ଷା…
ଡ୍ରାଗନକୁ ଦିଆଯିବ କଡା ଜବାବ, ଲଦ୍ଦାଖରେ ମୁତୟନ ହେଲେ ୧୫ ହଜାରରୁ ଊର୍ଦ୍ଧ୍ୱ ଯବାନ
ନୂଆଦିଲ୍ଲୀ,୨୪ ।୭: ପୂର୍ବ ଲଦ୍ଦାଖରେ ଚାଇନାର ଆକ୍ରମଣକୁ ରୋକିବାକୁ ଯାଇ ଭାରତୀୟ ସେନା ଆତଙ୍କବାଦୀ ବିରୋଧି ଅଭିଯାନ ପାଇଁ ଉଦ୍ଦିଷ୍ଟ ନିଜର ୟୁନିଟକୁ ଜମ୍ମୁ-କଶ୍ମୀରରୁ ପୂର୍ବ ଲଦ୍ଦାଖ ସେକ୍ଟରକୁ ଟ୍ରାନ୍ସଫର କରିଦେଇଛି । ଇଣ୍ଡିଆ ଟୁଡେର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…
Archives


