Home Left

ରାମାପ୍ପା ମନ୍ଦିରକୁ ବିଶ୍ୱ ଐତିହ୍ୟ ମାନ୍ୟତା

ହାଇଦ୍ରାବାଦ/ବେଜିଂ, ୨୬ା୭: ତେଲଙ୍ଗାନାର ମୁଗୁଲୁ ଜିଲାରେ ଥିବା ଐତିହାସିକ ତଥା ଦ୍ୱାଦଶ ଶତାବ୍ଦୀର କାକତିଆନ ସ୍ଥାପତ୍ୟ ରାମାପ୍ପା ମନ୍ଦିରକୁ ରବିବାର ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ଦେଇଛି। ବିଶ୍ୱ ଐତିହ୍ୟ କମିଟିର ୪୪ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। ତେଲଙ୍ଗାନାର…

ପର୍ନୋଗ୍ରାଫି ବନାମ ଏରୋଟିକା

ମୁମ୍ବାଇ/ନୂଆଦିଲ୍ଲୀ,୨୬ା୭: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବିଜ୍‌ନେସମ୍ୟାନ ସ୍ବାମୀ ରାଜ କୁନ୍ଦ୍ରା ପର୍ନୋଗ୍ରାଫି ପ୍ରଯୋଜନା ମାମଲାରେ ଗିରଫ ହେବା ପରଠୁ କେବଳ ବଲିଉଡ୍‌ ନୁହେଁ, ବରଂ ସାରା ଦେଶରେ ସୃଷ୍ଟି ହୋଇଛି ହଇଚଇ। ଏହି ମାମଲାରେ ଅଦ୍ୟାବଧି ୧୧ ଜଣଙ୍କୁ ଗିରଫ କଲାଣି…

୧୬୦ ଫୁଟ ଉଚ୍ଚରେ ଭିଡିଓ ଶୁଟିଂ କରୁଥିଲେ ଯୁବତୀ, ହଠାତ୍‌ ଖସିଗଲା ପାଦ; ଆଉ ତା’ ପରେ…

ଲୋକେ ଆଜିକାଲି ସୋସିଆଲ ମିଡିଆ ଜରିଆରେ ନିଜର କ୍ୟାରିୟର କରୁଛନ୍ତି। ସେମାନଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ମଧ୍ୟ ଅଛନ୍ତି। ନିଜ ଜୀବନ କାହାଣୀ, ପ୍ରତିଦିନର ଘଟଣାବଳୀ ବିଷୟରେ ଫଲୋଅର୍ସମାନଙ୍କୁ ଭିଡିଓ ମାଧ୍ୟମରେ କହିଥାନ୍ତି। ବର୍ତ୍ତମାନ ଚାଇନାର ଜଣେ ଯୁବତୀଙ୍କ ଭିଡିଓ ଏବେ…

ଦୁଗ୍ଧଚାଷୀଙ୍କୁ ବସାଇ ଟ୍ରଲି ଟାଣିଲେ ସୋନୁ ସୁଦ, କହିଲେ…

ମୁମ୍ବାଇ: ସୋନୁ ସୁଦ ବଲିଉଡ୍‌ର ଅଭିନେତାମାନଙ୍କ ମଧ୍ୟରୁ ଜଣେ। ଯିଏ କି କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସୋନୁ କରୋନା ମହାମାରୀ ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ଗରିବ ତଥା ଅଭାବୀ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଏଥି…

କାର୍ଗିଲରେ ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୬।୭: ସୋମବାର କାର୍ଗିଲ ବିଜୟ ଦିବସ ପାଳନ ହେବାକୁ ଯାଉଥିବା ବେଳେ ଏହାର ଦିନକ ପୂର୍ବରୁ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ କାର୍ଗିଲ ଜିଲାର ଦ୍ରାସ୍‌ ସେକ୍ଟରରେ ପହଞ୍ଚିଛନ୍ତି। କାର୍ଗିଲ ବିଜୟର ୨୨ତମ ବାର୍ଷିକୀ ଅବସରରେ…

ଭିଆଇପି କାର୍‌ ପାଇଁ ଅଟକିଲା ଆମ୍ବୁଲାନ୍ସ

ହାଇଦ୍ରାବାଦ,୨୬।୭: ଏକ ଭିଆଇପି କନଭେକୁ ବାଟ ଛାଡ଼ିବା ପାଇଁ ଟ୍ରାଫିକରେ ଅଟକାଇ ଦିଆଯାଇଥିଲା ଦୁଇଟି ଆମ୍ବୁଲାନ୍ସକୁ। ହାଇଦ୍ରାବାଦ୍‌ର ଏହି ଘଟଣା ଭିଡିଓ ଭାଇରାଲ ହେବା ପରେ ଟ୍ରାଫିକ ପୋଲିସ କର୍ମୀଙ୍କୁ ପ୍ରବଳ ସମାଲୋଚିତ ହେବାକୁ ପଡ଼ିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି,…

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି କି ଐଶ୍ଚର୍ଯ୍ୟା

ବଲିଉଡର ଅଭିନେତ୍ରୀ ତଥା ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ଐଶ୍ୱର୍ଯ୍ୟା ଏକ ଭିନ୍ନ କାରଣ ପାଇଁ ଆଲୋଚନାକୁ ଆସିଛନ୍ତି। ଚର୍ଚ୍ଚ ହେଉଛି ସେ କୁଆଡେ ତାଙ୍କର ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି।…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଳିତ କୁକୁରକୁ ନେଇ ଚର୍ଚ୍ଚା

ସୋସିଆଲ ମିଡିଆରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁକୁର ‘ଗୁଲ୍ଲୁ’ର ଫଟୋ ଭାଇରାଲ ହେବାରେ ଲାଗିଛି। ନିକଟରେ ଗୋରଖନାଥ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଥିଲେ ଏବଂ ସେ ବାହାରକୁ ଆସିବା ପରେ କଳା ଲାବ୍ରାଡୋର କୁକୁର ‘ଗୁଲ୍ଲୁ’ ତାଙ୍କୁ ଅଭିବାଦନ…

ସୌନ୍ଦର୍ଯ୍ୟ ବୃଦ୍ଧି କରେ ଏହି ତେଲ

ଲବଙ୍ଗରେ ଅନେକ ଉପକାରୀ ଗୁଣ ରହିଛି। ଏହାକୁ ମସଲା ଭାବେ ବ୍ୟବହାର କରାଯିବା ସହ ଥଣ୍ଡାରୁ ମୁକ୍ତି ପାଇବା ଲାଗି ଚା’ରେ ପକାଯାଏ। ପାଟି ଦୁର୍ଗନ୍ଧ ମଧ୍ୟ ଦୂର କରେ। ଅନ୍ୟପକ୍ଷରେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ଗୁଣ ରହିଛି। ଏହାର ତେଲକୁ…

ଏକ ଚାପୁଡ଼ା ବଦଳାଇ ଦେଇଥିଲା ଏହି ଅଭିନେତ୍ରୀଙ୍କ ଜୀବନ: ମାଡ଼ ଖାଇ…

କୁହାଯାଏ ଯେ, ପ୍ରତ୍ୟେକ ଭଲ ସମୟ ପରେ ଏକ ଖରାପ ସମୟ ଆସିଥାଏ। ଅଭିନେତ୍ରୀ ଲଲିତା ପାୱାରଙ୍କ ସହ ସମାନ ଘଟଣା ଘଟିଥିଲା । ଏକ ଦୁର୍ଘଟଣା ଲଲିତା ପାୱାରଙ୍କ ପୁରା ଜୀବନକୁ ବଦଳାଇ ଦେଇଥିଲା। ବାସ୍ତବରେ, ଭଗବାନ ଦାଦା ଏବଂ…

ଶ୍ରୀଲଙ୍କା ପାଇଁ ଅପହଞ୍ଚ ହେଲା ୧୬୫ ରନ୍‌ର ଟାର୍ଗେଟ

କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଭଳି ଟି୨୦ ସିରିଜ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ। ଏଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଭାରତ ୩୮ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହିତ ୩ ମ୍ୟାଚ୍‌ ବିଶିଷ୍ଟ…

୪ ବର୍ଷ ପୂରିଲା ରାଷ୍ଟ୍ରପତି କୋବିନ୍ଦଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୫ା୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ(୭୬)ଙ୍କ କାର୍ଯ୍ୟକାଳକୁ ରବିବାର ୪ ବର୍ଷ ପୂରିଛି। ୪ ବର୍ଷରେ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୩ ବିଧେୟକକୁ ମଞ୍ଜୁରୀ ଦେଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। କୋବିନ୍ଦ ୨୦୧୭ ଜୁଲାଇ ୨୫ରେ ଭାରତର ୧୪ତମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri