ମୃତ୍ୟୁରେ ଲାଗୁନି ବ୍ରେକ୍: ଆଜି ଆଉ ୬୨ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୨୬ା୭(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍ ଲାଗୁନି। ଆଜି ସର୍ବାଧିକ ୬୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ…
ଇ-ଯାନ କିଣିବାକୁ ୯୦% ଆଗ୍ରହୀ
ନୂଆଦିଲ୍ଲୀ, ୨୬।୭: ପେଟ୍ରୋଲ ଏବଂ ଡିଜେଲର ଲଗାତର ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଏ କ୍ଷେତ୍ରରେ ଇ-ଯାନ ଏକ ପ୍ରମୁଖ ବିକଳ୍ପ ଭାବେ ଉଭା ହୋଇଛି। କେନ୍ଦ୍ର ସରକାର ଫେମ୍-୨ ଯୋଜନା ଦ୍ୱାରା ସବ୍ସିଡି ଯୋଗାଇ ଦେଉଛନ୍ତି। ସେହିଭଳି ରାଜ୍ୟଗୁଡ଼ିକ…
ଆଜି ରାଜ୍ୟରୁ ୧୬୩୭ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା-କଟକରୁ କମୁନି
ଭୁବନେଶ୍ୱର,୨୬।୭(ବ୍ୟୁରୋ): ସୋମବାର ରାଜ୍ୟରୁ ୧୬୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୬୯,୧୮୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯୪୯ ଜଣ ଚିହ୍ନଟ…
ଥରିଲା ହାଇଦ୍ରାବାଦ
ହାଇଦ୍ରାବାଦ,୨୬।୭: ହାଇଦ୍ରାବାଦରେ ସୋମବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ହାଇଦ୍ରାବାଦର ଦକ୍ଷିଣରେ ସକାଳ ପ୍ରାୟ ୫ଟା ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ହାଇଦ୍ରାବାଦଠାରୁ…
କାରଣ ନ କହି ଦୋଷ ଲଦାଲଦି
ଭୁବନେଶ୍ୱର, ୨୬।୭(ବ୍ୟୁରୋ): ରାଜଭବନ ନିକଟସ୍ଥ ଆଇଓସିଏଲ୍(ଇଣ୍ଡିଆନ ଅଏଲ) ପେଟ୍ରୋଲ ପମ୍ପରେ ୨୦୨୦ ଅକ୍ଟୋବର ୭ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଜୋର୍ ଥିଲା ଯେ, ୧୦ କି.ମି. ଦୂର ପର୍ଯ୍ୟନ୍ତ ଲୋକଙ୍କ ଘର ଦ୍ୱାର ଥରାଇ ଦେଇଥିଲା।…
ଛାଡ଼ପତ୍ର ଦେବେ ମିଆ
ଓ୍ବାଶିଂଟନ,୨୫ା୭: ବିବାହର ୨ ବର୍ଷ ପରେ ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫା ସ୍ବାମୀ ରବର୍ଟ ସାଣ୍ଡବର୍ଗଙ୍କଠାରୁ ଅଲଗା ହେବେ। ଏନେଇ ସେ ଇନ୍ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ସ୍ବିଡେନ ନାଗରିକ ରବର୍ଟଙ୍କୁ ୨୦୧୯ ଜୁନରେ ମିଆ ବିବାହ କରିଥିଲେ। ଉଭୟେ ବର୍ଷେ ଧରି…
ରାମାପ୍ପା ମନ୍ଦିରକୁ ବିଶ୍ୱ ଐତିହ୍ୟ ମାନ୍ୟତା
ହାଇଦ୍ରାବାଦ/ବେଜିଂ, ୨୬ା୭: ତେଲଙ୍ଗାନାର ମୁଗୁଲୁ ଜିଲାରେ ଥିବା ଐତିହାସିକ ତଥା ଦ୍ୱାଦଶ ଶତାବ୍ଦୀର କାକତିଆନ ସ୍ଥାପତ୍ୟ ରାମାପ୍ପା ମନ୍ଦିରକୁ ରବିବାର ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ଦେଇଛି। ବିଶ୍ୱ ଐତିହ୍ୟ କମିଟିର ୪୪ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। ତେଲଙ୍ଗାନାର…
ପର୍ନୋଗ୍ରାଫି ବନାମ ଏରୋଟିକା
ମୁମ୍ବାଇ/ନୂଆଦିଲ୍ଲୀ,୨୬ା୭: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବିଜ୍ନେସମ୍ୟାନ ସ୍ବାମୀ ରାଜ କୁନ୍ଦ୍ରା ପର୍ନୋଗ୍ରାଫି ପ୍ରଯୋଜନା ମାମଲାରେ ଗିରଫ ହେବା ପରଠୁ କେବଳ ବଲିଉଡ୍ ନୁହେଁ, ବରଂ ସାରା ଦେଶରେ ସୃଷ୍ଟି ହୋଇଛି ହଇଚଇ। ଏହି ମାମଲାରେ ଅଦ୍ୟାବଧି ୧୧ ଜଣଙ୍କୁ ଗିରଫ କଲାଣି…
୧୬୦ ଫୁଟ ଉଚ୍ଚରେ ଭିଡିଓ ଶୁଟିଂ କରୁଥିଲେ ଯୁବତୀ, ହଠାତ୍ ଖସିଗଲା ପାଦ; ଆଉ ତା’ ପରେ…
ଲୋକେ ଆଜିକାଲି ସୋସିଆଲ ମିଡିଆ ଜରିଆରେ ନିଜର କ୍ୟାରିୟର କରୁଛନ୍ତି। ସେମାନଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ମଧ୍ୟ ଅଛନ୍ତି। ନିଜ ଜୀବନ କାହାଣୀ, ପ୍ରତିଦିନର ଘଟଣାବଳୀ ବିଷୟରେ ଫଲୋଅର୍ସମାନଙ୍କୁ ଭିଡିଓ ମାଧ୍ୟମରେ କହିଥାନ୍ତି। ବର୍ତ୍ତମାନ ଚାଇନାର ଜଣେ ଯୁବତୀଙ୍କ ଭିଡିଓ ଏବେ…
ଦୁଗ୍ଧଚାଷୀଙ୍କୁ ବସାଇ ଟ୍ରଲି ଟାଣିଲେ ସୋନୁ ସୁଦ, କହିଲେ…
ମୁମ୍ବାଇ: ସୋନୁ ସୁଦ ବଲିଉଡ୍ର ଅଭିନେତାମାନଙ୍କ ମଧ୍ୟରୁ ଜଣେ। ଯିଏ କି କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସୋନୁ କରୋନା ମହାମାରୀ ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ଗରିବ ତଥା ଅଭାବୀ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଏଥି…
କାର୍ଗିଲରେ ବିପିନ ରାଓ୍ବତ
ନୂଆଦିଲ୍ଲୀ,୨୬।୭: ସୋମବାର କାର୍ଗିଲ ବିଜୟ ଦିବସ ପାଳନ ହେବାକୁ ଯାଉଥିବା ବେଳେ ଏହାର ଦିନକ ପୂର୍ବରୁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ବିପିନ ରାଓ୍ବତ କାର୍ଗିଲ ଜିଲାର ଦ୍ରାସ୍ ସେକ୍ଟରରେ ପହଞ୍ଚିଛନ୍ତି। କାର୍ଗିଲ ବିଜୟର ୨୨ତମ ବାର୍ଷିକୀ ଅବସରରେ…
ଭିଆଇପି କାର୍ ପାଇଁ ଅଟକିଲା ଆମ୍ବୁଲାନ୍ସ
ହାଇଦ୍ରାବାଦ,୨୬।୭: ଏକ ଭିଆଇପି କନଭେକୁ ବାଟ ଛାଡ଼ିବା ପାଇଁ ଟ୍ରାଫିକରେ ଅଟକାଇ ଦିଆଯାଇଥିଲା ଦୁଇଟି ଆମ୍ବୁଲାନ୍ସକୁ। ହାଇଦ୍ରାବାଦ୍ର ଏହି ଘଟଣା ଭିଡିଓ ଭାଇରାଲ ହେବା ପରେ ଟ୍ରାଫିକ ପୋଲିସ କର୍ମୀଙ୍କୁ ପ୍ରବଳ ସମାଲୋଚିତ ହେବାକୁ ପଡ଼ିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି,…
Archives


