ତଦନ୍ତ ପରିସରକୁ ଆସିବେ ଡିଏଫ୍ଓ
ପାରଳାଖେମୁଣ୍ଡି,୨୧।୭(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପଚରାଉଚରା କରାଯିବା ନେଇ ଗଜପତି ଏସପ କହିଛନ୍ତି। ଏତଲାରେ ଡିଏଫଓଙ୍କ ନାଁ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ସେ ସୂଚନା…
ପାହାଡ଼ ଉପରୁ ଖସିଲା ବିରାଟ ପଥରଖଣ୍ଡ, ତଳେ ଯାଉଥିଲା ପର୍ଯ୍ୟଟକଙ୍କ କାର୍; ଆଉ ତା’ ପରେ…
ଡେରାଡୁନ,୨୧ା୭: ଉତ୍ତରାଖଣ୍ଡର ନୈନିତାଲରେ ଏକ ବଡ଼ ଘଟଣା ଘଟିଛି। ନୈନିତାଲଠାରୁ ୧୨ କିଲୋମିଟର ଦୂର ବଜୁନ ଅଞ୍ଚଳରେ ଦୁଇଦିନ ଧରି ବର୍ଷା ପ୍ରବଳ ବର୍ଷା ହେବାରୁ ଭୂସ୍ଖଳନ ଘଟିଛି। ଫଳରେ ପାହାଡ଼ ଉପରୁ ପଥର ଖସିପଡୁଛି। ଫଳରେ ଲୋକଙ୍କର ପ୍ରାଣହାନି ଘଟୁଛି।…
‘ମୋଦି ଚା’ ନାମରେ ଦୋକାନ ଚଲାଉଥିବା ବୃଦ୍ଧଙ୍କୁ ନିର୍ମମ ହତ୍ୟା
କାନପୁର,୨୧।୭: ଉତ୍ତରପ୍ରଦେଶର କାନପୁରର ଘାଟପୁର କୋଟୱାଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟରା ଘଟିଛି। ଏଠାରେ ‘ମୋଦି ଚା’ ନାମରେ ଦୋକାନ ଚଲାଉଥିବା ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଛି। କସବା ଅଞ୍ଚଳରେ ଥିବା ଘରୋଇ ଇଣ୍ଟର କଲେଜ ବାହାରେ ଚା’ ଦୋକାନ କରିଥିବା…
ଦିଦିଙ୍କ ରଣହୁଙ୍କାର
କୋଲକତା,୨୧।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍ସି) ମୁଖ୍ୟ ମମତା ବାନାର୍ଜୀ ଜୁଲାଇ ୨୧ ଅର୍ଥାତ୍ ଆଜି ଶହୀଦ ଦିବସ ପାଳନ କରୁଛନ୍ତି। ଟିଏମସି ଗଠନ ପରଠାରୁ ପ୍ରତିବର୍ଷ ୨୧ ଜୁଲାଇକୁ ଶହୀଦ ଦିବସ ଭାବରେ ପାଳନ କରାଯାଏ । ଏହି…
ଦୋଷ ସ୍ବୀକାର କଲେ ଜଗନ୍ନାଥ, କହିଲେ ହତ୍ୟା ପୂର୍ବରୁ ପ୍ରିୟଙ୍କାଙ୍କ ମଥାରେ ଦେଇଥିଲି ସିନ୍ଦୂର
ଭୁବନେଶ୍ୱର,୨୧ା୭(ବ୍ୟୁରୋ): ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଅପରାଧ ସ୍ବୀକାର କରିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି। ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ମେଡିକାଲରୁ ଡିସ୍ଚାର୍ଜ ହେବା ପରେ…
ହାରିବା ପରେ ପଡିଆରେ ଅଧିନାୟକ-କୋଚ୍ଙ୍କ ମଧ୍ୟରେ ପ୍ରବଳ ଝଗଡା
କଲମ୍ବୋ,୨୧।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ସମ୍ମୁଖରେ ଶ୍ରୀଲଙ୍କା ୨୭୬ ରନ ଲକ୍ଷ୍ୟ ରଖିଥିଲା। ଏକ ସମୟରେ ଦଳ ଏକଦା ୧୯୩ ରନରେ ୭ ଉଇକେଟ ହରାଇଥିଲା। କିନ୍ତୁ ଟିମ ଇଣ୍ଡିଆକୁ…
ପୁଣି ବାଘ ଛାଲ ଜବତ, ଜଣେ ଗିରଫ
କଣ୍ଟାମାଳ,୨୧।୭(ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର କପାଶିରା ଛକ ନିକଟରେ ବୁଧବାର ଏସ୍ଟିଏଫ କବଜାରେ ବାଘ ଶିକାରୀ ହର ରଣାଙ୍କୁ ଗିରଫ କରିଛି । ବାଘ ଛାଲ ବିକ୍ରି ନିମନ୍ତେ କଥା ଚାଲିଥିବା ବେଳେ ଏସ୍ଟିଏଫ ସ୍ବତନ୍ତ୍ର ଟିମ ବନ୍ଧୁକ ଓ…
ଯୁବତୀ ଚାଲାଣ ଅଭିଯୋଗରେ ପୁଅକୁ ବାନ୍ଧିନେଲା ପୋଲିସ, ଅଟକାଇବାକୁ ଯାଇ ମା’ ଗୁରୁତର
କୁତ୍ରା,୨୧।୭(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଏଲଗା(କଣ୍ଟାଝାର)ଗ୍ରାମର ଜଣେ ଯୁବକଙ୍କୁ ଯୁବତୀ ଚାଲାଣ ଅଭିଯୋଗରେ ସିମଡେଗା ପୋଲିସ ବୁଧବାର ସକାଳୁ ଗିରଫ କରିଛି। ସୂଚନାଯୋଗ୍ୟ, କଣ୍ଟାଝାର ଗ୍ରାମର ଲାଲମୋନ ନାଏକଙ୍କ ବଡ଼ ପୁଅ ସଞ୍ଜୁ ନାଏକ(୩୧) ଦିଲ୍ଲୀରେ…
କରୋନା କଟକଣାରେ ଇଦ୍- ଉଜ୍-ଜୁହା
ଭଦ୍ରକ ଅଫିସ,୨୧।୭: ବଳିଦାନର ପର୍ବ ଇଦ୍- ଉଜ୍-ଜୁହା। ଆଜି ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି। ଭଦ୍ରକରେ ମଧ୍ୟ ବଳିଦାନ ପର୍ବକୁ ଘରେ ରହି ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି। କରୋନା…
ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ହଡପ: ଷ୍ଟେଶନରୁ ପଡ଼ିଲେ ଧରା
ଭଦ୍ରକ ଅଫିସ,୨୧।୭: ଭଦ୍ରକ ଜିଲା ଚରମ୍ପା ରେଳ ଷ୍ଟେଶନ ନିକଟରୁ ଜଣେ ବ୍ୟକ୍ତିଙ୍କୁ କାବୁ କରି ନିକଟସ୍ଥ ଜିଆର୍ପି ଥାନାରେ ଲୋକେ ଜିମା ଦେଇଛନ୍ତି। ବ୍ୟକ୍ତି ଜଣକ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିବା ଜଣାପଡ଼ିଛି। ସେ ହେଲେ ଅନିଲ…
ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତିକୁ ନେଇ ମୁହଁ ଖୋଲିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ କେସ୍ରେ ଗହନା ବଶିଷ୍ଠଙ୍କ ନାମ ଆସିଛି। ଗହନାଙ୍କ ଉପରେ ମଧ୍ୟ ଆଡଲ୍ଟ ଫିଲ୍ମ ଶୁଟିଂ ଏବଂ ଗ୍ୟାଙ୍ଗ୍ ରେପ୍ ପରି ଅଭିଯୋଗ ଆସିଛି। ସେ କିଛିମାସ ତଳେ…
ଭାରତରେ କରୋନାଜନିତ ୫୦ଲକ୍ଷ ମୃତ୍ୟୁ: ରିପୋର୍ଟ
ଓ୍ବାଶିଂଟନ୍,୨୧।୭: କରୋନା ଦ୍ୱିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କରୋନା ଦୈନିକ ସଂକ୍ରମଣ ସ୍ଥିର ରହୁଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରର ବିପଦ ଏବେ ବଢ଼ିବାରେ ଲାଗିଛି। ପୂର୍ବରୁ କରୋନା ଦ୍ୱିତୀୟ ଲହର ଭାରତରେ ତାଣ୍ଡବ ରଚିଥିବା ବେଳେ…
Archives


