କ୍ୟାନସର ଦୂର କରିବ ଏହି ୪ ଜିନିଷ
କ୍ୟାନସର ଏମିତି ଏକ ରୋଗ, ଯାହାକୁ ଥରେ ଗ୍ରାସ କଲା ସେ କିଛି ମାସ ମଧ୍ୟରେ ମରିବା ଏକପ୍ରକାର ନିଶ୍ଚିତ। କିନ୍ତୁ ଆମ ଚତୁଃପାର୍ଶ୍ୱରେ ଏମିତି କିଛି ଜିନିଷ ଅଛି, ଯେଉଁଗୁଡ଼ିକ କ୍ୟାନସରଠାରୁ ଦୂରେଇ ରଖେ। ଜାଣନ୍ତୁ ଏ ସମ୍ପର୍କରେ… ଅଁଳା:…
ତାଲିବାନ ଶାସନରେ ଜୋତା ପଲିସ କରିବାକୁ ବାଧ୍ୟ ହେଲେ ମହିଳା ଶିକ୍ଷୟିତ୍ରୀ
କାବୁଲ,୧୧ ।୧୨: ଆଫଗାନୀସ୍ତାନରେ ତାଲିବାନ ଶାସନ କରିବା ପରଠାରୁ ସେଠାକାର ଲୋକଙ୍କ ଜୀବନ ଜୀବିକା ଏକଦମ ବଦଳି ଯାଇଛି । ଏବେ ସେଠାକାର ଅଧିକାଂଶ ଲୋକେ ଭୋକରେ କାଳ କାଟୁଥିବା ସୂଚନା ମିଳୁଛି । ବିଶେଷ କରି ମହିଳାମାନେ ନାନା ଅସୁବିଧାର…
ବିକାଶଠାରୁ ବହୁ ଦୂରରେ ଝରକାଢ଼ି ସାନ୍ତାଳିପଡ଼ା
ମହାକାଳପଡ଼ା,୧୧।୧୨ (ଡି.ଏନ.ଏ.): ମୌଳିକ ସେବାରୁ ବଞ୍ଚିତ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଖରିନାସୀ ପଞ୍ଚାୟତର ଏକ ନମ୍ବର ୱାର୍ଡର ଝରକାଢ଼ି ସାନ୍ତାଳିପଡ଼ା। ପଡାରେ ୩୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ ଶହେରୁ ଅଧିକ ଜନସଂଖ୍ୟା ବିଶିଷ୍ଟ କୁହାଯାଇଛି।…
ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ
କେନ୍ଦ୍ରାପଡ଼ା ଅଫିସ, ୧୧।୧୨: ବୈଷୟିକ ଶିକ୍ଷା ପ୍ରତି ଯୁବତୀଯୁବକଙ୍କ ମଧ୍ୟରେ ସାମ୍ପ୍ରତିକ ସମୟରେ ଆକର୍ଷଣ ବୃଦ୍ଧି ପାଉଛି। କମ୍ପ୍ୟୁଟର ବିନା କାର୍ଯ୍ୟ କରିବା ଅସମ୍ଭବ ହେଉଥିବାରୁ ଯୁବପିଢ଼ିଙ୍କ ଏହି ଶିକ୍ଷା ଆବଶ୍ୟକତା ହୋଇଛି। ଏହାର ସୁଯୋଗ ନେଉଛନ୍ତି କେତେଗୋଟି ଜାଲ୍ ସଂସ୍ଥା।…
ଛୁଟିରେ ସୁମିତ, ଅପହରଣ ଆଶଙ୍କା କଲେ ତପସ୍ବିନୀ
ଆସିକା,୧୧।୧୨(ଡି.ଏନ.ଏ.): ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର ସ୍ବାମୀଙ୍କ ସହ ଆସିକା ଚିନିଶିଳ୍ପ ଅତିଥି ଭବନରେ ରହୁଥିବା ତପସ୍ବିନୀ ଦାସ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ସ୍ବାମୀ ସୁମିତ ସାହୁ ଶୁକ୍ରବାର ସକାଳେ ଆସିକା ବ୍ଲକ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ରାତି…
କଂଗ୍ରେସ ଭବନରେ ପଶି ପିଟିଲା ପୋଲିସ
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ସନ୍ସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚାଲିଥିବା ଆନ୍ଦୋଳନ ଭୟଙ୍କର ରୂପ ନେଇଛି। ଗତ ଦୁଇଦିନ ଧରି ରାଜଧାନୀରେ ରକ୍ତ ବୋହିଛି। ଗୁରୁବାର ପୋଲିସର ଲାଠି ମାଡ଼ରେ ବହୁ ଯୁବ ଭାଜପା…
ଜୈବ ବିବିଧତାର ସୁରକ୍ଷା କବଚ
ଭୂଭାଗରେ ପର୍ବତର ଅବସ୍ଥିତି ବେଶ୍ ଗୁରୁତ୍ୱପୂର୍ଣ୍ଣ ା ସମସ୍ତ ଭୂଭାଗର ୨୭% ଅଞ୍ଚଳ ପର୍ବତ ବା ପାହାଡ ଦ୍ୱାରା ଆଚ୍ଛାଦିତ। ଏପରିକି ସମୁଦ୍ର ମଧ୍ୟରେ ବି ପର୍ବତ ଅଛି ଯାହାକି ଦୀପ ଭାବେ ଦୃଶ୍ୟମାନ ହୋଇଥାଏ ା ପାର୍ବତ୍ୟାଞ୍ଚଳର ଅଧିବାସୀମାନେ ମୁଖ୍ୟତଃ…
ରାଜ୍ୟ ସ୍ଥିତି ସମ୍ପର୍କରେ ନଡ୍ଡାଙ୍କୁ ଜଣାଇଲେ ସମୀର
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଗତ ବୁଧବାର ନୂଆଦିଲ୍ଲୀଠାରେ ସାକ୍ଷାତ୍ କରିଛନ୍ତି। ଆଲୋଚନା ବେଳେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଦଳର ସାଙ୍ଗଠନିକ କାର୍ଯ୍ୟ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହିଳାଙ୍କ ପ୍ରତି ନିର୍ଯାତନା ଓ…
୪ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ
ଭଦ୍ରକ ଅଫିସ, ୧୧।୧୨: ବୟସ ମାତ୍ର ୪ ବର୍ଷ ୬ ମାସ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ତାଙ୍କ ପ୍ରତିଭା ଏବେଠାରୁ ବାସିଲାଣି। ହିନ୍ଦୀ ଓ ଇଂଲିଶରେ ୮୦ଟି ରାଇମ୍ସ ଗାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଭଦ୍ରକ…
ଚାଇଲ୍ଡ ଲାଇନର ଚଢାଉ: ୨ ସ୍ଥାନରୁ ୨୧ ଉଦ୍ଧାର
ମାଲକାନଗିରି,୧୧।୧୨ (ଡି.ଏନ୍.ଏ.): ମାଲକାନଗିରି ଜିଲା ଚାଇଲ୍ଡ ଲାଇନ ପକ୍ଷରୁ ଶୁକ୍ରବାର ୨ଟି ସ୍ଥାନରୁ କାର୍ଯ୍ୟରେ ନିୟୋଜିତ ଥିବା ୧୦ ଶିଶୁଶ୍ରମିକ ଏବଂ ତେଲଙ୍ଗାନାକୁ ଶ୍ରମିକ ଭାବେ କାମ କରିବାକୁ ଯାଉଥିବା ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମାଲକାନଗିରିସ୍ଥିତ ସଂସ୍କୃତି ଭବନ କାର୍ଯ୍ୟାଳୟ…
ଘର ବାହୁଡିଲେ କୃଷକ, ବିଜୟ ରାଲି ପରେ ଆନ୍ଦୋଳନ ସ୍ଥଳ ହେବ ଖାଲି
ନୂଆଦିଲ୍ଲୀ,୧୧ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ପ୍ରାୟ ବର୍ଷକରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କୃଷକଙ୍କ ଦାବି ପୂରଣ ହେବା ପରେ ଏବେ ସେମାନେ ଘର ବାହୁଡିଛନ୍ତି । କେବଳ କୃଷି…
ଭିତରକନିକାରେ ଡଲଫିନ୍ ଗଣନା ୧୬ରେ
ରାଜନଗର,୧୧।୧୨(ଡି.ଏନ.ଏ.): ଭିତରକନିକା ଅଞ୍ଚଳରେ ଚଳିତମାସ ୧୬ରୁ ୧୮ ତାରିଖ ଯାଏ ଡଲଫିନ୍ ଗଣନା କରାଯିବ। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଡଲଫିନ ଗଣନା କରାଯିବ ବୋଲି ରାଜନଗର ଡିଏଫ୍ଓ…

