ବିନା ଛାତର ହୋଟେଲ
ବର୍ନ: ଦୁନିଆରେ ବୁଲିବା ପାଇଁ ଅନେକ ସ୍ଥାନ ରହିଛି। ଯେଉଁଠି କିଛି ସମୟ ଶାନ୍ତିରେ ବିତାଇବାକୁ ଲୋକେ ଯାଇଥାନ୍ତି। ସବୁଠୁ ପସନ୍ଦର ସ୍ଥାନ ହେଲା ସବୁଜ ବନାନୀ ମଧ୍ୟରେ ଥିବା ନିରୋଳା ଜାଗା। ଏହାକୁ ଦମ୍ପତିମାନେ ସବୁଠୁ ଅଧିକ ପସନ୍ଦ କରନ୍ତି।…
‘ମୁଁ କ’ଣ ରାଜ କୁନ୍ଦ୍ରା, ମୋର ଫଟୋ ନେଉଛ’
ପୁଣେ,୨୯।୭: ଆଜିକାଲି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ନିଜର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାଜ ଠାକରେ ତିନି ଦିନିଆ ପୁଣେର ଗସ୍ତରେ ଅଛନ୍ତି। ଏହି ସମୟରେ ଗଣମାଧ୍ୟମ ବ୍ୟକ୍ତିମାନେ ରାଜ ଠାକରେଙ୍କ ଫଟୋ ଉଠାଇବା ଆରମ୍ଭ…
କାରାଗାରରେ ଆଇନ ସହାୟତା କ୍ଲିନିକ
ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଜେଲ ଅନ୍ତେବାସୀଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇଦେବା ପାଇଁ ରାଜ୍ୟର ସମସ୍ତ କାରାଗାରରେ ଆଇନ ସହାୟତା କ୍ଲିନିକ ଖୋଲାଯିବ। ଓଡ଼ିଶା ମଡେଲ ଜେଲ ମାନୁଆଲ ନିୟମ ଅନୁସାରେ ଏହି ସହାୟତା ପ୍ରଦାନ କରାଯିବ। ଏଥିରେ ଆଇନଜୀବୀ ଓ ପାରାଲିଗାଲ ସ୍ବେଚ୍ଛାସେବୀ…
ଭୁବନେଶ୍ୱରକୁ ‘ଇଣ୍ଡିଆ ସାଇକେଲ୍ସ ଫୋର୍ ଚେଞ୍ଜ୍ ଚ୍ୟାଲେଞ୍ଜ ପୁରସ୍କାର’
ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ଚଳିତବର୍ଷ ଜୁନ୍ ୨୫ରେ ଅନୁଷ୍ଠିତ ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ପାଇଥିବା ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉଏକ ପୁରସ୍କାର। ଇଣ୍ଡିଆ ସାଇକେଲ୍ସ ଫୋର୍ ଚେଞ୍ଜ୍ ଚ୍ୟାଲେଞ୍ଜ ଷ୍ଟେଜ୍-୧ ପୁରସ୍କାର ପାଇଥିବା ଦେଶର ଶ୍ରେଷ୍ଠ…
କ୍ୟାପିଟାଲ ହସ୍ପିଟାଲକୁ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ରୁ ଅଧିକ ଡେଙ୍ଗୁ ରୋଗୀ ଆସୁଛନ୍ତି
ଭୁବନେଶ୍ୱର, ୨୯ା୭(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ନ ଯାଉଣୁ ଏବେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ହେବ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି। ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ଡେଙ୍ଗୁ ୱାର୍ଡରେ…
କରୋନା କାଳରେ ବଢ଼ିଛି ଆତ୍ମହତ୍ୟା
ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଆତ୍ମହତ୍ୟାଜନିତ ମୃତ୍ୟୁ ଏବେ ଚିନ୍ତା ବଢ଼ାଇଛି। ଗତ କିଛିବର୍ଷ ହେବ ବିଶେଷକରି କରୋନା କାଳରେ ରାଜଧାନୀରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପାରିବାରିକ କଳହ ହେଉ କିମ୍ବା ବ୍ୟକ୍ତିଗତ ସମସ୍ୟା, ମାନସିକ ଭାରସାମ୍ୟ ହରାଇ ଅନେକ ଲୋକ ଆତ୍ମହତ୍ୟା…
ଆସାମ-ମିଜୋରାମ ସୀମା ବିବାଦ: ଅଭିଯୁକ୍ତଙ୍କ ସୂଚନା ଦେଲେ ମିଳିବ ପୁରସ୍କାର
ଗୁଆହାଟି,୨୯ ।୭: ଆସାମ-ମିଜୋରାମ ସୀମା ବିବାଦକୁ ନେଇ ଉପୁଜିଥିବା ହିଂସା ପରିସ୍ଥିତିର ଏବେ ଯାଞ୍ଚ ଆରମ୍ଭ କରାଯାଇଛି । ଜୁଲାଇ ୨୬ରେ ସୀମାରେ ଯେଉଁମାମେ ହିଂସା ପରିସ୍ଥିତି ସୃଷ୍ଟି କରିଥିଲେ ବା ଯେଉଁମାନେ ଗୁଳି ଚଳାଇଥିଲେ ପୋଲିସ ଏବେ ସେମାନଙ୍କୁ ଖୋଜୁଛି…
୨୩ ମିନିଟ୍ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢି ଦେଲେ ସାଢେ ତିନି ବର୍ଷର ବାଳକ
ଲୁଧିଆନା, ୨୯।୭: ପଞ୍ଜାବର ଲୁଧିଆନାରେ ରହୁଥିବା ସାଢେ ତିନି ବର୍ଷର ବାଳକ କୁନୱର ପ୍ରତାପ ସିଂ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏନେ କମ ବୟସରୁ ତାଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡସ ଏବଂ ଆନ୍ତର୍ଜାତୀୟ ବୁକ ଅଫ ରେକର୍ଡରେ…
ଚାକିରି, ଋଣ ଦେବା ଆଳରେ ୭.୧୩ ଲକ୍ଷ ଠକେଇ
ଖୋର୍ଦ୍ଧା ଅଫିସ,୨୯ା୭: ନିଜକୁ ଆର୍ବିଏଲ ବ୍ୟାଙ୍କ ଓଡ଼ିଶା ମୁଖ୍ୟ ପରିଚୟ ଦେଇ ଋଣ ଓ ଚାକିରି କରାଇଦେବାକୁ କହି ଏକାଧିକ ବ୍ୟକ୍ତିଙ୍କଠାରୁ ୭ ଲକ୍ଷ ୧୩ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଟାଉନ ଥାନା ପୋଲିସ ବୁଧବାର…
ଅପରାଧ ରୋକାଯିବା ଉପରେ ଗୁରୁତ୍ୱ
କଟକ ଅଫିସ, ୨୯ା୭: କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଡିଜିପି ଅଭୟ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବୁଧବାର ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଅପରାଧ ରୋକିବା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ଆରକ୍ଷୀ ଅଧୀକ୍ଷକ, କଟକ…
ମନ୍ତ୍ରୀଙ୍କ ଘର ଆଗରେ ମା’ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର,୨୯ା୭(ବ୍ୟୁରୋ): ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ନ ହୋଇପାରିବାରୁ ମଙ୍ଗଳବାର କ୍ୟାପିଟାଲ ହାଇସ୍କୁଲ୍ ଗେଟ୍ ସାମ୍ନାରେ ଜଣେ ମା’ ଓ ତାଙ୍କ ପୁଅ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବୁଧବାର ପୁଣି ସେମାନେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ…
ଚୟନକର୍ତ୍ତା ଖେଳାଳିଙ୍କୁ କେବଳ ଛୁଟି କାଟିବା ପାଇଁ ଚୟନ କରି ନ ଥାନ୍ତି, କାହିଁକି ଏମିତି କହିଲେ ଦ୍ରାଭିଡ
କଲମ୍ବୋ,୨୯।୭: ଆଜିକାଲି ଯୁବ ଖେଳାଳିଙ୍କ ସହ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଅଛି। ଦ୍ୱିତୀୟ ଟି -୨୦ ମ୍ୟାଚ୍ ପୂର୍ବରୁ କ୍ରୁନାଲ ପାଣ୍ଡ୍ୟାଙ୍କୁ ପଜିଟିଭ ମିଳିବା ପରେ ଏବଂ ୮ ଖେଳାଳି ଏବେ ହୋମ ଆଇସୋଲେସନରେ ଅଛନ୍ତି। ଫଲରେ ଦ୍ୱିତୀୟ ଟି…
Archives


