ଆଜିଠାରୁ ଅଫ୍ଲାଇନ ମାଟ୍ରିକ ପରୀକ୍ଷା: ୫୦୪ ପରୀକ୍ଷା କେନ୍ଦ୍ରରେ ଦେବେ ୧୫ ହଜାର ଛାତ୍ରୀଛାତ୍ର
ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଶୁକ୍ରବାରଠାରୁ ସ୍ବତନ୍ତ୍ର ମାଟ୍ରିକ ପରୀକ୍ଷା-୨୦୨୧ ଆରମ୍ଭ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜୁନ୍ ୨୫ରେ ଘୋଷଣା କରାଯାଇଥିବା ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଏବଂ ଅକୃତ କାର୍ଯ୍ୟ ହୋଇଥିବା ୧୫,୧୩୬ ଛାତ୍ରୀଛାତ୍ର ଏହି ପରୀକ୍ଷା…
ଏହି ଦେଶରେ ମୂଷା ପାଳିଲେ ନେବାକୁ ପଡ଼େ ସରକାରଙ୍କ ଅନୁମତି
ବିଶ୍ୱରେ ଅନେକ ଦେଶ ଅଛି। ପ୍ରତ୍ୟେକ ଦେଶରେ କିଛି ନା କିଛି ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ମୂଷା ପାଳିବା ମଧ୍ୟ ମନା। ଏପରି ଦେଶ ହେଉଛି କାନାଡା।…
ଫଶିଗଲେ ବିରାଟ କୋହଲି
ଲଣ୍ଡନ,୨୯।୭: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ମଝିରେ ମଝିରେ ସେ ବିବାଦରେ ପଡ଼ି ଯାଉଛନ୍ତି। ଏହି ବିବାଦର କାରଣ ହେଉଛି ସୋସିଆଲ ମିଡିଆରେ ତାଙ୍କର…
ଭାବି ଜ୍ୱାଇଁଙ୍କୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ
ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ସୋସିଆଲ ମିଡିଆରେ ସେମାନଙ୍କର ଭିନ୍ନ ଫଟୋ ପୋଷ୍ଟ କରୁଥିଲେ। କିନ୍ତୁ ଏବେ ଉଭୟ ପରସ୍ପର ସହ ପୋଜ୍ ଦେଇ ଫଟୋ…
ସିରିଜ୍ ଜିତିଲା ଶ୍ରୀଲଙ୍କା
କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍କୁ ୭ ଉଇକେଟରେ ଜିତି ନେଇଛି ଶ୍ରୀଲଙ୍କା। ଘରୋଇ ଶ୍ରୀଲଙ୍କା ବୋଲରଙ୍କ ଆଗରେ ଧରାଶାୟୀ ହୋଇଥିଲା ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍। ୨୦ ଓଭରରେ ୮୧ ରନ୍ରେ ଅଟକି ଯାଇଥିଲା ଟିମ୍ ଇଣ୍ଡିଆ। ଲକ୍ଷ୍ୟ…
୩୦ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ ଜେଲ
ବାଲିଗୁଡା,୨୯ା୭(ଡି.ଏନ୍.ଏ.): ବହୁଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲା କୋଟଗଡ଼ ପ୍ରଥମ ଶ୍ରେଣୀ ବିଚାରପତି ଅନୁରାଗ ଦେହୁରୀ ଗୁରୁବାର ରାୟ ପ୍ରକାଶ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଦେହୁରୀ ୩୦ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ…
ବିହାର ସବୁଠୁ ପଛୁଆ
ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିହାର ଦେଶର ସବୁଠୁ ପଛୁଆ ରାଜ୍ୟ। ନୀତୀଶ କୁମାର ସରକାରରେ ଭାଜପା ସହଯୋଗୀ ଦଳ ରହିଥିବା ବେଳେ ପାର୍ଲାମେଣ୍ଟରେ ସରକାରଙ୍କ ଏଭଳି ରିପୋର୍ଟକୁ ନେଇ ନୂଆ ରାଜନୈତିକ ବିବାଦ ସୃଷ୍ଟି ହୋଇଛି।…
୮୧ରେ ଅଟକିଲା ଟିମ୍ ଇଣ୍ଡିଆ
କଲମ୍ବୋ,୨୯।୭: ଘରୋଇ ଶ୍ରୀଲଙ୍କା ବୋଲରଙ୍କ ଆଗରେ ଧରାଶାୟୀ ହୋଇଛି ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍। ୨୦ ଓଭରରେ ୮୧ ରନ୍ରେ ଅଟକିଛି ଟିମ୍ ଇଣ୍ଡିଆ। ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍ର ଗୁରୁବାର ଅନ୍ତିମ ମ୍ୟାଚରେ ଭାରତୀୟ ଅଧିନାୟକ ଶିଖର ଧାଓ୍ବନ…
ମନ୍ତ୍ରୀଙ୍କ ଗାଡ଼ି ପଛରେ ଆସିବାରୁ ମାଡ଼ ଖାଇଲେ ୪ ବ୍ୟବସାୟୀ
ବାଉଁଶୁଣୀ,୨୯ା୭(ଡି.ଏନ୍.ଏ.): ମନ୍ତ୍ରୀଙ୍କ ଗାଡିକୁ ପିଛା କରିବା ଅଭିଯୋଗରେ ବୁଧବାର ରାତିରେ ପୋଲିସଠାରୁ ମାଡ ଖାଇ ୪ ଜଣ ଯୁବକ ମନମୁଣ୍ଡା ଥାନାରେ ଅଟକ ରହିବା ଘଟଣା ଗୁରୁବାର ଭିନ୍ନ ମୋଡ ନେଇଛି। ତଦନ୍ତରୁ ସତ୍ୟାସତ୍ୟ ଜଣାପଡିବା ପରେ ସେମାନଙ୍କୁ ପୋଲିସ ଛାଡି…
ଫେଲ୍ ମାରିଲା ଟପ୍ଅର୍ଡର
କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍ର ଗୁରୁବାର ଅନ୍ତିମ ମ୍ୟାଚରେ ଭାରତୀୟ ଅଧିନାୟକ ଶିଖର ଧାଓ୍ବନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍ ସାବ୍ୟସ୍ତ କରିପାରି ନ ଥିଲେ ଟପ୍ଅର୍ଡର। ୯ ଓଭର ସୁଦ୍ଧା ଭାରତ…
ଡବ୍ୱୁ ରତ୍ନାନୀଙ୍କ କ୍ୟାଲେଣ୍ଡରରେ ଐଶ୍ୱର୍ଯ୍ୟା
ମୁମ୍ବାଇ: ବଲିଉଡ୍ ବିୟୁଟି ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଏବେ ତାଙ୍କ ନୂଆ ଲୁକ୍କୁ ନେଇ ଚର୍ଚ୍ଚାରେ । ଅସଲରେ ବେଶ କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଥିବା ଐଶ୍ୱର୍ଯ୍ୟା ଏବେ ପୁଣିଥରେ ଫେରିଛନ୍ତି । ହେଲେ ଏବେ ତାଙ୍କର ଏକ…
ଟସ୍ ଜିତି ଭାରତର ବ୍ୟାଟିଂ
କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍ର ଗୁରୁବାର ଅନ୍ତିମ ମ୍ୟାଚରେ ଭାରତୀୟ ଅଧିନାୟକ ଶିଖର ଧାଓ୍ବନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍କୁ ୪ ଉଇକେଟରେ ଜିତି ନେଇଥିଲା ଶ୍ରୀଲଙ୍କା। ଫଳରେ…
Archives


