ସବୁ କାମରେ ଚ୍ୟାଲେଞ୍ଜ ରହିଛି
ରାଜନୀତିରେ ପ୍ରଥମ ପଦାର୍ପଣରେ ବ୍ୟବସାୟରୁ ଆସିଥିବା ସୁଶାନ୍ତ ରାଉତ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। ସେ ବର୍ତ୍ତମାନ ବିଜେଡିର ଭୁବନେଶ୍ୱର ଜିଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ମୟୂରଭଞ୍ଜ ଜିଲା ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି। ତାଙ୍କୁ ଦଳ ତରଫରୁ…
ରାଜ୍ୟକୁ ମିଳୁନି ଜିଏସ୍ଟି କ୍ଷତିପୂରଣ
ଭୁବନେଶ୍ୱର,୨୮ା୭(ବ୍ୟୁରୋ):ରାଜ୍ୟକୁ ମିଳୁନି ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ବକେୟା। କେନ୍ଦ୍ରର ଏନ୍ଡିଏ ସରକାର ୨୦୧୭ ଜୁଲାଇ ପହିଲାରୁ ସମସ୍ତ ଟିକସ ଉଚ୍ଛେଦ କରି ସମଗ୍ର ଦେଶରେ ଜିଏସ୍ଟି ଲାଗୁ କରିଥିଲେ। ଏହା ଲାଗୁ ହେବା ପରେ ଯଦି ଟିକସ ଅଭିବୃଦ୍ଧି…
ବନାଗ୍ନି: ଓଡ଼ିଶା ଆଗରେ
ଭୁବନେଶ୍ୱର, ୨୮ା୭(ବ୍ୟୁରୋ):ଓଡ଼ିଶାରେ ବନାଗ୍ନି ବିପର୍ଯ୍ୟୟ ବଢୁଛି। ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍ (୭ମାସ) ମଧ୍ୟରେ ରାଜ୍ୟରେ ସର୍ବାଧିକ ଜଙ୍ଗଲ ପୋଡ଼ି ଦୃଷ୍ଟିଗୋଚର ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ସମୁଦାୟ ୩ ଲକ୍ଷ ୪୫ ହଜାର ୯୮୯ଟି ବନାଗ୍ନି ଘଟଣା ତାଲିକାଭୁକ୍ତ…
ଗାଁକୁ ଡାକି ପ୍ରେମିକାଙ୍କୁ ଜାଳିଦେଲେ ଯୁବକ
ପୁରୁଷୋତ୍ତମପୁର,୨୮ା୭(ଡି.ଏନ.ଏ.):ପ୍ରେମିକାଙ୍କୁ ନିଜ ଗଁାକୁ ଡାକି ତାଙ୍କ ଉପରେ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି ଜଣେ ଯୁବକ। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ରାତିରେ ବ୍ରହ୍ମପୁର ବଡ଼ ମେଡିକାଲରେ ଯୁବତୀଙ୍କର ମୃତ୍ୟୁ…
ଭାରି ପଡ଼ିଲାଣି ସହ ସଂକ୍ରମଣ
ଭୁବନେଶ୍ୱର, ୨୮ା୭(ବ୍ୟୁରୋ):ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ହଜାର ତଳକୁ ରହିଛି। ହେଲେ ଆଶାଜନକ ଭାବେ ସଂକ୍ରମଣ ସଂଖ୍ୟା କମି ନାହିଁ। କିଛି ଜିଲାରେ ସ୍ଥିତି ଜଟିଳ ରହିଛି। ଗୋଟେ ପଟେ କରେନା ସଂକ୍ରମଣର ଭୟ ଯାଇ ନ ଥିବାବେଳେ…
ଭାରତୀୟ ଦଳ ପାଇଁ ଆସିଲା ଖୁସି ଖବର
କଲମ୍ବୋ,୨୮।୭: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଦଳର ୮ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କା…
ଧାରୁଆ ଛୁରୀରେ ମହିଳାଙ୍କ ନାକ କାଟିଦେଲେ ଏହି ବ୍ୟକ୍ତି; କାରଣ ଜାଣିଲେ…
କାନପୁର: ରାମାୟଣରେ ରାବଣଙ୍କ ଭଉଣୀ ଶୃପଣଖାଙ୍କ ନାକ ଲକ୍ଷ୍ମଣ କାଟି ଥିବା କଥା ଆପଣ ଶୁଣିଥିବେ। ହେଲେ ଉତ୍ତରପ୍ରଦେଶର କାନପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କଲ୍ୟାଣପୁର ପୋଲିସ ଷ୍ଟେଶନ୍ ଅଞ୍ଚଳରେ ଜଣେ ବ୍ୟକ୍ତି କଥିତ ଭାବେ…
ମଦ ନିଶାରେ ଶତକ ମାରିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ୱେଷ୍ଟଇଣ୍ଡିଜର ଅନ୍ୟତମ ଖେଳାଳି ସାର୍ ଗ୍ୟାରି ସୋବର୍ସଙ୍କ ଆଜି ୮୫ ବର୍ଷରେ ପଦାର୍ପଣ କରିଛନ୍ତି। ବାରବାଡୋସରେ ଜୁଲାଇ ୨୮, ୧୯୩୬ରେ ଜନ୍ମ ହୋଇଥିବା ଗ୍ୟାରି ସୋବର୍ସଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଜବରଦସ୍ତ ଥିଲା। ସେ ବ୍ୟାଟିଂ ହେଉ, ବୋଲିଂ ହେଉ କିମ୍ବା ଫିଲ୍ଡିଂ…
ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୯ ଜୀବନ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୭୦୩ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ରାଜ୍ୟରେ ୧,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୧,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୮ ଜଣ କ୍ୱାରାଣ୍ଟାଇନ୍ ଥିଲେ। ବାକି ୭୧୫…
ପ୍ରକୃତି ସଂରକ୍ଷଣ ପାଇଁ ଆଶାର କିରଣ ସାଜିଛି ସ୍ମାର୍ଟ ପାର୍କ
ପ୍ରକୃତି ସମସ୍ତ ପ୍ରାଣୀଙ୍କ ପାଇଁ ପୃଥିବୀପୃଷ୍ଠରେ ବହୁବିଧ ସୁବିଧା ସୁଯୋଗ ଖଞ୍ଜି ଦେଇଛି। ଖାଇବାଠାରୁ ଆରମ୍ଭ କରି ଦେହ ଖରାପ ହେଲେ ଔଷଧର ବ୍ୟବସ୍ଥା ମଧ୍ୟ ରହିଛି। ବିଭିନ୍ନ ଔଷଧୀୟ ବୃକ୍ଷଲତା ପ୍ରାକୃତିକ ଉପାୟରେ ଜୀବଜଗତକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ…
ହାଜର ନ ହେଲେ ଜେଲ
ମୁମ୍ବାଇ, ୨୮ା୭ : ସଙ୍ଗୀତକାର ଜାଭେଦ ଅଖତରଙ୍କ ମାନହାନି ମାମଲାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଅନ୍ଧେରି ମେଟ୍ରୋପଲିଟାନ କୋର୍ଟ ଚେତାବନୀ ଦେଇଛନ୍ତି। ଆସନ୍ତା ଶୁଣାଣିରେ ହାଜର ନ ହେଲେ କଙ୍ଗନାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହେବ ବୋଲି ଅଦାଲତ କହିଛନ୍ତି।…
Archives


