Home Left

ଭାରତକୁ ନେଇ ଏମିତି ଭୁଲ୍‌ କଥା କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଏବେ ହେଉଛନ୍ତି ଟ୍ରୋଲ୍‌

ଇସଲାମାବାଦ,୫ା୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ଜନସଂଖ୍ୟାକୁ ନେଇ ଭୁଲ ତଥ୍ୟ ଦେଇଛନ୍ତି। ଯାହା ପରେ ସୋସିଆଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହେଉଛି। ଇମ୍ରାନ ନିଜର ଏକ ଭିଡିଓରେ ଭାରତର ଜନସଂଖ୍ୟା ୧ ବିଲିୟନ ୩୦୦ କୋଟି କହିଛନ୍ତି।…

ସରକାରୀ ବିଦ୍ୟାଳୟରେ ରହିବ ପ୍ଲେ ସ୍କୁଲ

ନୂଆଦିଲ୍ଲୀ, ୫ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶିକ୍ଷା ଯୋଜନା ୨.୦ ଲାଗୁ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। ୧ ଏପ୍ରିଲ ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର…

କେମିତି ଅଛି କଶ୍ମୀର ସ୍ଥିତି

ନୂଆଦିଲ୍ଲୀ/ଶ୍ରୀନଗର,୫ା୮ :୩୭୦ ଉଚ୍ଛେଦକୁ ଗୁରୁବାର ୨ ବର୍ଷ ପୂରିଛି। ଯେଉଁ ଉଦ୍ଦେଶ୍ୟ ନେଇ ଏହି ସାମ୍ବିଧାନିକ ପଦକ୍ଷେପ ନିଆଯାଇଥିଲା ତାହା କେତେ ସାଧିତ ହୋଇଛି? ଜମ୍ମୁ-କଶ୍ମୀରରୁ ଆତଙ୍କବାଦର ମୂଳପୋଛ କରାଯାଇପାରିଛି କି? କେନ୍ଦ୍ରୀୟ ଶାସନ ଚାଲିଥିବା କେନ୍ଦ୍ରଶାସିତ ଅଞ୍ଚଳରେ ସାଧାରଣ ଜନତାଙ୍କ…

ଟୁଇଟ୍‌ କରି ଅଡ଼ୁଆରେ ରାହୁଲ

ନୂଆଦିଲ୍ଲୀ, ୪।୮: ଦକ୍ଷିଣ-ପଶ୍ଚିମ ନୂଆଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଏରିଆରେ ରବିବାର ରାତିରେ ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯିବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। କଂଗ୍ରେସ, ଆମ୍‌ ଆଦମୀ ପାର୍ଟି (ଏଏପି) ସମେତ ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ…

ଅନିଶ୍ଚିତତା, ଅଚଳାବସ୍ଥା

ନୂଆଦିଲ୍ଲୀ/କାବୁଲ/ଓ୍ବାଶିଂଟନ,୫ା୮ : ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନର ଭାଗ୍ୟାକାଶରେ ଘୋଟିଛି ଅନିଶ୍ଚିତତାର ଘନକଳା ବାଦଲ। ରାଜଧାନୀ କାବୁଲର ସ୍ପୋଟର୍‌ସ ଲାଉଞ୍ଜରୁ ଲୋଗାର ପ୍ରଦେଶର ଚାଷ ଜମି, ସବୁଠି ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ। କ’ଣ ଘଟିବାକୁ ଯାଉଛି? କାହା ପାଖରେ ସନ୍ତୋଷଜନକ ଉତ୍ତର…

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୮ ଜୀବନ

ଭୁବନେଶ୍ୱର,୫।୮(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ବୃଦ୍ଧିି ପାଇବାରେ ଲାଗିଛି। ଏଥିସହ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌। ଗୁରୁବାର ରାଜ୍ୟରେ କରୋନାଜନିତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ…

ସ୍ବର୍ଣ୍ଣ ପାଇଁ ଲଢ଼ିବେ ରବି

ଚିବା(ଜାପାନ),୫।୮: ଭାରତୀୟ ରେସ୍‌ଲର ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି। ବୁଧବାର ସେ ୫୭ କେ.ଜି. ବର୍ଗ ସେମିଫାଇନାଲରେ କାଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛନ୍ତି। ଭାରତର…

୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୫।୮(ବ୍ୟୁରୋ): କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଦୀର୍ଘଦିନ ଧରି ବନ୍ଦ ଥିବା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ୯ ତାରିଖରୁ ଖୋଲିବ। ରାଜ୍ୟରେ ସଂକ୍ରମଣ କମିଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତେବେ…

ଦକ୍ଷିଣ ଚାଇନା ସି’କୁ ଯୁଦ୍ଧଜାହାଜ ପଠାଇଲା ଭାରତ

ନୂଆଦିଲ୍ଲୀ, ୪।୮: ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହ ସୁରକ୍ଷା ସମ୍ପର୍କ ବୃଦ୍ଧି ପାଇଁ ଭାରତ ଚଳିତ ମାସରେ ସାଉଥ୍‌ ଚାଇନା ସି’କୁ ଯୁଦ୍ଧଜାହାଜ ପଠାଇଛି। ଗୋଟିଏ ଗାଇଡେଡ୍‌ ମଶାଇଲ୍‌ ଡେଷ୍ଟ୍ରୟର ଓ ଗୋଟିଏ ମିଶାଇଲ୍‌ ପ୍ରିଗେଟ ସହ ଭାରତର ୪ଟି ଯୁଦ୍ଧଜାହାଜ ଦକ୍ଷଣପୂର୍ବ…

ସ୍ବାମୀଙ୍କ ଆତ୍ମହତ୍ୟା: ବନ୍ଧାହେଲେ ସ୍ତ୍ରୀ, ପ୍ରେମିକ

ବଡବିଲ, ୪।୮: ଗତ ୨ ତାରିଖରେ ଆତ୍ମହତ୍ୟା କରିଥିଲେ କେନ୍ଦୁଝର ଜିଲା ବଡ଼ବିଲ ଥାନା ଧୋବି ହଟିଂ ଅଞ୍ଚଳରେ ରହୁଥିବା ସୁଶାନ୍ତ ମହାକୁଡ଼। ତେବେ ଏହା ପଛରେ ଥିଲା ସ୍ତ୍ରୀ ସିମରାନୀଙ୍କ ହାତ। ପୋଲିସ ତଦନ୍ତରୁ ଏହା ପର୍ଦ୍ଦାଫାଶ ହୋଇଛି। ପରକୀୟା…

ଅନ୍ଧାରୁଆରେ ହେବ କୋଭିଡ୍‌ ଟିକା ଉତ୍ପାଦନ

ଭୁବନେଶ୍ୱର,୪ା୮(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାଶନାଲ ଲିମିଟେଡ(ବିବିଆଇଏଲ୍‌) ଦ୍ୱାରା ନିର୍ମିତ ଟିକା ଉତ୍ପାଦନ କେନ୍ଦ୍ରରୁ ୨୦୨୨ ଜୁନ୍‌ରୁ କୋଭିଡ୍‌-୧୯ ଟିକା ଉତ୍ପାଦନ ଆରମ୍ଭ ହେବ। ଓଡ଼ିଶା ଗସ୍ତରେ ଆସିଥିବା ବିବିଆଇଏଲ୍‌ ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲ୍ଲା ଏନେଇ ସୂଚନା…

ଏହି କଥାରେ ହଠାତ୍‌ ରାଗିଯାଆନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଠ ସହ ପ୍ରଥମ ଟେଷ୍ଟ ଖେଳୁଛନ୍ତି। ତାଙ୍କ ସହ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକା ମଧ୍ୟ ଲଣ୍ଡନରେ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା ପ୍ରଶଂସକମାନଙ୍କୁ ନିଜ ବିଷୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri