ଡନ୍ ରେଡ୍ସ: କ୍ଷମା ମାଗିଲେ ଆର୍ଡନ
ଅକ୍ଲାଣ୍ଡ,୨ା୮: ୧୯୭୦ ଦଶକର ମଧ୍ୟଭାଗରେ ପାସିଫିକ୍ ଆଇଲାଣ୍ଡର୍ସ ବା ପ୍ରଶାନ୍ତ ଦ୍ୱୀପପୁଞ୍ଜ ଅଧିବାସୀ ‘ପାସିଫିକିଆ’ଙ୍କ ଉପରେ ନ୍ୟୁଜିଲାଣ୍ଡ ପକ୍ଷରୁ ଭୋର ସମୟରେ ଚଢ଼ାଉ (ଡନ୍ ରେଡ୍ସ) କରାଯାଇଥିଲା। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଶେଷରେ ରବିବାର ଆନୁଷ୍ଠାନିକ ଭାବେ ଏହି ବର୍ବର…
ଏହି ହ୍ରଦ ପାଣି ପିଇଲେ କେହି ବଞ୍ଚନ୍ତି ନାହିଁ
ଦୁନିଆରେ ଏପରି ଅନେକ ବିପଜ୍ଜନକ ହ୍ରଦ ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସେହିଭଳି ବିପଜ୍ଜନକ ହ୍ରଦ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ଅଛି, ଯାହା ଫଣ୍ଡୁଜି ହ୍ରଦ ଭାବରେ ଜଣାଶୁଣା। ବିଶ୍ୱାସ କରାଯାଏ ଯେ, ଯିଏ ଏହି…
ପ୍ରେମ ପାଇଁ ଜୀବନ ହାରିଛନ୍ତି ୩ ହଜାରରୁ ଊର୍ଦ୍ଧ୍ୱ
ନୂଆଦିଲ୍ଲୀ, ୧।୮: ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ପ୍ରେମ ବ୍ୟାପାରକୁ ନେଇ ୩,୩୧୫ ଜଣ ଆତ୍ମହତ୍ୟା କରିଛନ୍ତି। ପାର୍ଲାମେଣ୍ଟରେ ଉପରୋକ୍ତ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ୨୦୧୭-୧୯ ମଧ୍ୟରେ ୨୪,୫୬୮ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିବା ଦର୍ଶାଇଛି ଜାତୀୟ ଅପରାଧ ରେକର୍ଡ…
ସମ୍ପର୍କରେ ବଢ଼ୁଛି କି ଅସନ୍ତୋଷ
ବାସ୍ତୁ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ପାଇଁ ନିର୍ଦ୍ଦିଷ୍ଟ ଦିଗ ରହିଛି। ଯଦି ଏହି ନିୟମଗୁଡିକ ପାଳନ କରାଯାଏ ନାହିଁ ତେବେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଯାହା ଆପଣଙ୍କ ପାରିବାରିକ ଜୀବନ, ଆର୍ଥିକ ସ୍ଥିତି ଏବଂ ଅନ୍ୟାନ୍ୟ ଦିଗପ୍ରତି ସିଧାସଳଖ…
ହୋଟେଲରୁ ଏହି ଜିନିଷ ଚୋରି କରନ୍ତି ଦୀପିକା
ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦ୍ୟୁକୋନ୍ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ସେ ମା’ ହେବାକୁ ଯାଉଥିବା କଥା ସୋସିଆଲ ମିଡିଆରେ ଆଲୋଚନରା ହେଉଛି। କାରଣ ନିକଟରେ ତାଙ୍କୁ ସ୍ବାମୀ ରଣବୀର ସିଂଙ୍କ ସହ ଏକ ଡାକ୍ତରଖାନା ଆଗରେ ଦେଖିବାକୁ ମିଳିଥିଲା।…
ବିବାହ ସମୟରେ ୮ ଥର ସ୍ତ୍ରୀଙ୍କ ପାଦ ଛୁଇଁଥିଲେ ରିତେଶ ଦେଶମୁଖ, କାରଣ ଜାଣିଲେ…
ଡ୍ୟାନ୍ସ ରିଆଲିଟି ଶୋ’ ସୁପର ଡ୍ୟାନ୍ସର ୪ରେ ଏହି ଓ୍ବିକେଣ୍ଡରେ ଗେଷ୍ଟ ଜଜ୍ ଭାବେ ଅଭିନେତା ରିତେଶ ଦେଶମୁଖ ଏବଂ ଅଭିନେତ୍ରୀ ଜେନେଲିଆ ଡିସୋଜା ନଜର ଆସିବେ। ସେମାନେ ୯ ବର୍ଷ ଧରି ବିବାହ କରିଛନ୍ତି । ଶୋ’ରେ ଦୁହେଁ ବହୁତ…
ଚାକିରି ପାଇଁ ସ୍ବାମୀ ମନା କରିବାରୁ …
ପାଟନା, ୧।୮: ଆଇଟିଆଇ କରିଛି। ନିଜ ଗୋଡ଼ରେ ଛିଡ଼ା ହେବା ସହ ଉଚ୍ଚ ଶୀକ୍ଷିତ ହେବାକୁ ଚାହୁଁଛି। କିନ୍ତୁ ପରିବାର ଲୋକେ ଜୋର ଜବରଦସ୍ତ ମୋ ବାହାଘର କରେଇ ଦେଲେ। ଏବେ ସ୍ବାମୀ ଚାହୁଁ ନାହାନ୍ତି ମୁଁ ଚାକିରି କରେ। ଏଥି…
କେଉଁଠୁ ଆସିଲା ଧଳା ରଙ୍ଗର ବଜ୍ରକାପ୍ତା: ବଜାର ମୂଲ୍ୟ ୫ ଲକ୍ଷ
କୋଟପାଡ଼,୧ା୮(ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରେ ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନ ବିଭାଗ ଚଢ଼ାଉ କରି ଶନିବାର ଧରିଛି। ତେବେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ବିଶାଳ କୁମାର ଫେରାର ହୋଇଯାଇଛନ୍ତି। କୋଟପାଡ଼ ନିକଟସ୍ଥ ବଣିଆ ଗ୍ରାମର ଇନ୍ଦ୍ରାବତୀ ପୋଲଠାରେ ବଜ୍ରକାପ୍ତା ବିକ୍ରି…
ଟୋକିଓରେ ବଢିଲାଣି ସଂକ୍ରମଣ
ଟୋକିଓ, ୧।୮: କୋଭିଡ୍-୧୯ର ଡେଲ୍ଟା ଭାରିଆଣ୍ଟ ଯୋଗୁ ଏସିଆ ମହାଦେଶରେ ପୁଣିଥରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଅଲିମ୍ପିକ୍ସ ଆୟୋଜନ କରୁଥିବା ଟୋକିଓ ସହର ସମେତ ମାଲେସିଆ ଏବଂ ଥାଇଲାଣ୍ଡରେ ଶନିବାର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସଂକ୍ରମଣ ରୋକିବାରେ…
ସୋସିଆଲ ମିଡିଆରେ ବିକୁଥିଲେ ବନ୍ଧୁକ
କୋଲକାତା,୧।୮: ହ୍ବାଟ୍ସଆପ୍ ଓ ଫେସ୍ବୁକରେ ଗ୍ରୁପ କ୍ରିଏଟ୍ କରି ବନ୍ଧୁକ ବିକ୍ରି କରିବାକୁ ଉଦ୍ୟମ କରାଯାଉଥିଲା। ଏ ଘଟଣାରେ ସମ୍ପୃକ୍ତ ୨୪ ବର୍ଷୀୟ କିଷନ ଜୈଶ୍ୱାଲଙ୍କୁ ଉତ୍ତର କୋଲକାତାର ମାଣିକତାଲା ଅଞ୍ଚଳରୁ ରବିବାର ଗିରଫ କରିଛି କୋଲକାତା ପୋଲିସ। ତାଙ୍କ ପାଖରୁ…
କାଦୁଅରେ ଫସିଲା ଆମ୍ବୁଲାନ୍ସ
ପାଟଣା, ୧।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣାବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଧୀନ ବାଲିବନ୍ଧ ଗ୍ରାମ ରାସ୍ତା ଶୋଚନୀୟ ଯୋଗୁ ରବିବାର ଏକ ଆମ୍ବୁଲାନ୍ସ କାଦୁଅରେ ଫସିି ରହିଥିଲା। ଫଳରେ ରୋଗୀଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ସୂଚନା ଅନୁଯାୟୀ, ବାଲିବନ୍ଧ ଗ୍ରାମର…
ପଲିଥିନରୁ ବାହାରୁଥିଲା ପଚା ଦୁର୍ଗନ୍ଧ, ଲୋକେ ଡକାଇଲେ ପୋଲିସ
ବାସୁଦେବପୁର,୧।୮(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ଭୈରବପୁର ଛକ ନିକଟସ୍ଥ ରାସ୍ତାପାର୍ଶ୍ୱରେ ପଡିରହିଥିଲା ପଲିଥିନ ଭିତରେ ଏକ ମୃତଦେହ। ଏଥିରୁ ବାହାରୁଥିଲା ପଚା ଦୁର୍ଗନ୍ଧ। ଏହି ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଜମିଥିଲା ଲୋକଙ୍କ ଭିଡ଼। ପଲିଥିନ…
Archives


