ଅନ୍ଧାରୁଆରେ ହେବ କୋଭିଡ୍ ଟିକା ଉତ୍ପାଦନ
ଭୁବନେଶ୍ୱର,୪ା୮(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଭାରତ ବାୟୋଟେକ୍ ଇଣ୍ଟରନ୍ୟାଶନାଲ ଲିମିଟେଡ(ବିବିଆଇଏଲ୍) ଦ୍ୱାରା ନିର୍ମିତ ଟିକା ଉତ୍ପାଦନ କେନ୍ଦ୍ରରୁ ୨୦୨୨ ଜୁନ୍ରୁ କୋଭିଡ୍-୧୯ ଟିକା ଉତ୍ପାଦନ ଆରମ୍ଭ ହେବ। ଓଡ଼ିଶା ଗସ୍ତରେ ଆସିଥିବା ବିବିଆଇଏଲ୍ ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲ୍ଲା ଏନେଇ ସୂଚନା…
ଏହି କଥାରେ ହଠାତ୍ ରାଗିଯାଆନ୍ତି ବିରାଟ କୋହଲି
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଠ ସହ ପ୍ରଥମ ଟେଷ୍ଟ ଖେଳୁଛନ୍ତି। ତାଙ୍କ ସହ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକା ମଧ୍ୟ ଲଣ୍ଡନରେ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା ପ୍ରଶଂସକମାନଙ୍କୁ ନିଜ ବିଷୟରେ…
ମଧୁମେହ ରୋଗୀ ଖାଆନ୍ତୁ ଏସବୁ : ମିଳିବ ଅନେକ ସୁଫଳ
ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ ଖାଦ୍ୟପେୟରେ କଟକଣା ତ କେତେବେଳେ ଇନ୍ସୁଲିନ୍ ନେବାକୁ ପଡ଼ିଥାଏ। ତେବେ ଏପରି କିଛି ଜିନିଷ…
ଭାଙ୍ଗିଲା ସତୀଗୁଡ଼ା ମେନ୍ କେନାଲ
କୋରୁକୋଣ୍ଡା,୪ା୮(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ମହକୁମାସ୍ଥିତ ହାଇସ୍କୁଲଗୁଡା ନିକଟରେ ଥିବା ସତୀଗୁଡ଼ା ଡ୍ୟାମ୍ରୁ ଆସିଥିବା ମେନ୍ କେନାଲ ବୁଧବାର ଭାଙ୍ଗିଯାଇଛି। ଫଳରେ ଶତାଧିକ ଏକର ଚାଷଜମିରେ ବାଲି ମାଡ଼ି କ୍ଷତିଗ୍ରସ୍ତ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱଶୂନ୍ୟତା ରକ୍ଷଣାବେକ୍ଷଣ…
ଲଦାଖରେ ରାସ୍ତା ନିର୍ମାଣରେ ଭାରତର ରେକର୍ଡ
ନୂଆଦିଲ୍ଲୀ,୪।୮: ଲଦାଖର ପୂର୍ବାଞ୍ଚଳରେ ୧୯,୩୦୦ ଫୁଟ୍ ଉପରେ ରାସ୍ତା ନିର୍ମାଣ କରିଛି ସୀମା ସଡକ ସଂଗଠନ (ବିଆରଓ)। ଏହାକୁ ବିଶ୍ୱର ଉଚ୍ଚତମ ରାସ୍ତା ବୋଲି ସରକାରଙ୍କ ପକ୍ଷରୁ ବୁଧବାର ଏକ ବିବୃତିରେ କୁହାଯାଇଛି। ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପଠାରୁ ଢେର ଉଚ୍ଚରେ…
ମନ୍ଦିରକୁ ଭକ୍ତ ନେଇପାରିବେ ନାହିଁ ପୂଜା ସାମଗ୍ରୀ
ବରଗଡ଼ ଅଫିସ୍,୪।୮: ବରଗଡ଼ ଜିଲାରେ ଗୁରୁବାରଠାରୁ ମନ୍ଦିର, ଚର୍ଚ୍ଚ, ମସଜିଦ ଆଦି ଧାର୍ମିକ ଅନୁଷ୍ଠାନ କୋଭିଡ୍ କଟକଣା ମଧ୍ୟରେ ଖୋଲିବ । ବୁଧବାର ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ, ଧାର୍ମିକ ଅନୁଷ୍ଠାନ ଖୋଲିବା ପୂର୍ବରୁ…
ଗ୍ରାହକ ସାଜି ଧରିଲା ସ୍ପେଶାଲ ସ୍କ୍ବାଡ୍
ଦେବଗଡ଼,୪।୮(ଡି.ଏନ୍.ଏ.): ଦେବଗଡ଼ ଓ ସମ୍ବଲପୁର ଜିଲାରେ ଚାଲିଛି ହନୁମାନ ପଇସା କାରବାର। ବେଆଇନ ହନୁମାନ ପଇସା କାରବାର କରୁଥିବା ୩ଜଣ ବ୍ୟକ୍ତିଙ୍କୁ ଦେବଗଡ଼ ଜିଲା ସ୍ପେଶାଲ ସ୍କ୍ବାଡ୍ ପୋଲିସ ଧରିଛି। ସେମାନେ ହେଲେ ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ…
କାମ ଦେଲା ୪ ପେସର ଷ୍ଟ୍ରାଟେଜି
ନଟିଂହାମ,୪।୮: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ୪ ପେସରଙ୍କୁ ନ ଖେଳାଇ ଭୁଲ କରିଥିଲା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ। କିନ୍ତୁ ଇଂଲଣ୍ଡ ବିପକ୍ଷ ପ୍ରଥମ ତଥା ଟ୍ରେଣ୍ଟ ବ୍ରିଜ ଟେଷ୍ଟରେ ଭାରତୀୟ ଦଳ ସେଭଳି…
ନଦୀ କୂଳରେ ବଜ୍ରପାତ ନେଲା ୧୭ ଜୀବନ
ଢାକା, ୪ା୮: ବାଂଲାଦେଶର ଚପାଇନଓ୍ବାଗଞ୍ଜ ଜିଲାର ପଦ୍ମ ନଦୀକୂଳରେ ବୁଧବାର ଘଟିଛି ଏକ ଦୁଃଖଦ ଘଟଣା। ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ କନ୍ୟାପକ୍ଷ ଲୋକେ ନଦୀ ପାର ହେବାକୁ ଯାଉଥିବା ବେଳେ ବଜ୍ରପାତ ଘଟିବାରୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି।…
ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ ଯନ୍ତ୍ରୀ
ଯାଜପୁର ଟାଉନ,(ଡି.ଏନ୍.ଏ.)/କଟକ ଅଫିସ,୪ା୮: ଭିଜିଲାନ ହାତରେ ଧରାପଡିଛନ୍ତି ଯାଜପୁର ଟାଉନସ୍ଥିତ ଡ୍ରେନେଜ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର। ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ସଦର ବ୍ଲକ ଅଧୀନ ଅବଦଲପୁରର ଦେବାଶିଷ…
ତିହାର ଜେଲରୁ ମିଳିଲା ମୋଷ୍ଟ ଓ୍ବାଣ୍ଟେଡ୍ ଅପରାଧୀର ମୃତଦେହ
ନୂଆଦିଲ୍ଲୀ,୪।୮: ଦିଲ୍ଲୀର ତିହାର ଜେଲର ଏକ ସେଲରୁ ମିଳିଛି ଜଣେ ଗ୍ୟାଙ୍ଗଷ୍ଟରର ମୃତଦେହ। ବୁଧବାର ସକାଳେ ଜେଲର ୩ ନଂ ସେଲରେ ଅଙ୍କିତ ଗୁଜରଙ୍କ ମୃତଦେହ ଠାବ କରିଥିଲେ ଜେଲ ଅଧିକାରୀ। ଉତ୍ତର ପ୍ରଦେଶର ମୋଷ୍ଟ ଓ୍ବାଣ୍ଡେଡ୍ ଅପରାଧୀ ତାଲିକାରେ ଥିଲା…
ଟର୍ଚ ଲାଇଟ୍ ଲଗାଇ ଶିଶୁର ଚିକିତ୍ସା
ପାଟନା,୪।୮: ପୁଣି ଥରେ ପଦାରେ ପଡ଼ିଛି ବିହାରର ସ୍ବାସ୍ଥ୍ୟ ସେବା। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଘୁରି ବୁଲିଛି, ଯେଉଁଥିରେ ଡାକ୍ତର ଟର୍ଚ ଲାଇଟ୍ ଲଗାଇ ଜଣେ ଶିଶୁର ଚିକିତ୍ସା କରୁଛନ୍ତି। ଏକ ବିଷାକ୍ତ ସାପ କାମୁଡିବା କାରଣରୁ ଶିଶୁକୁ…
Archives


