Home Left

ସତର୍କ ନ ରହିଲେ ପୁଣି ଲକ୍‌ଡାଉନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ବ୍ୟୁରୋ): କରୋନା ସ୍ଥିତି ସମ୍ପର୍କରେ ବୁଧବାର ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ଯୁଦ୍ଧ ଶେଷ ହୋଇନାହିଁ। ଅନ୍ୟ ରାଜ୍ୟଗୁଡିକରେ ଏବେ ବି କରୋନା ସଂକ୍ରମଣ ବଢୁଛି । ତେଣୁ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ…

ହାଇ ଜମ୍ପରେ ଦୁଇ ଜଣ ବାଣ୍ଟିନେଲେ ସ୍ବର୍ଣ୍ଣ ପଦକ

ଟୋକିଓ,୪।୮: ଟୋକିଓ ଅଲିମ୍ପିକ୍ସର ହାଇ ଜମ୍ପ ଇଭେଣ୍ଟରେ ଇଟାଲିର ଗିଆନମାର୍କୋ ତାମ୍ବେରି ଓ କାତାରର ମୁତାଜ ଏସା ବାର୍ଶିମ ସ୍ବର୍ଣ୍ଣ ପଦକ ଶେୟାର କରିଛନ୍ତି। ଦୁହେଁ ଫାଇନାଲରେ ୨.୩୭ ମିଟର ଉଚ୍ଚତା ହାସଲ କରିଥିଲେ। କିନ୍ତୁ ଉଭୟ ଆଥ୍‌ଲେଟ ୩ ଉଦ୍ୟମ…

ପୁଅରେ, ତୁ ଏବେ ଯାଏ ମୋ ରାଗ ଦେଖିନାହୁଁ: କୁଲଦୀପଙ୍କ ଉପରେ ରାଗି ଯାଇ…

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କର ଶାନ୍ତ ସ୍ବଭାବ ପାଇଁ ସମସ୍ତେ ଜାଣନ୍ତି। ଏହାକୁ ନେଇ ତାଙ୍କୁ କ୍ୟାପଟେନ୍‌ କୁଲ୍‌ ମଧ୍ୟ କୁହାଯାଏ। ପଡ଼ିଆରେ ଥିବା ବେଳେ ଧୋନୀଙ୍କ ଏହି ସ୍ବଭାବ ବିରୋଧୀ ଟିମ୍‌ର…

ଅଭିନୟ କରୁ କରୁ ଅନ୍‌ସ୍କ୍ରିନ୍‌ ମା’ବାପାଙ୍କ ପ୍ରେମରେ ପଡ଼ିଥିଲେ ଏସବୁ କଳାକାର; କିଏ ମା’ଙ୍କୁ କରିଛନ୍ତି ବିବାହ ତ କେହି ଶାଶୁଙ୍କୁ…

ବମ୍ବେ: ପରଦା ଉପର ଜୀବନ ଆଉ ବ୍ୟକ୍ତିଗତ ଜୀବନ ମଧ୍ୟରେ ବେଶ୍‌ ତଫାତ। ସେଥିପାଇଁ ତ ପରଦା ଉପରେ ମା’ପୁଅ ସମ୍ପର୍କ ଦେଖାଇ ଆସିଥିବା କିଛି କଳାକାର ବ୍ୟକ୍ତିଗତ ଜୀବନରେ ସେମାନଙ୍କୁ ଜୀବନସାଥୀ କରିନେଇଛନ୍ତି। ଆଉ କିଛି ଅନ୍‌ସ୍କ୍ରିନ୍‌ ପିତାମାତା, ଶାଶୁଙ୍କୁ…

୨ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା

ଠାକୁରମୁଣ୍ଡା,୪ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅଧୀନ ମହୁଲଡ଼ିହା ପଞ୍ଚାୟତ ଗୌଡ଼ିଆବାହାଳି ଗ୍ରାମରେ ବୁଧବାର ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ସାକ୍ଷୀ ମହାନ୍ତ। ଚିକିତ୍ସା ପାଇଁ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ଏଥର ମଧ୍ୟ ଅଧୁରା ରହିଲା ସ୍ବପ୍ନ

ଟୋକିଓ,୪।୮: ପୁରୁଷଙ୍କ ଭଳି ମହିଳା ହକି ଦଳ ମଧ୍ୟ ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ଅନ୍ତିମ ୪ ରାଉଣ୍ଡ ମ୍ୟାଚ୍‌ରେ ଭାରତକୁ ୧-୨ ଗୋଲରେ ହରାଇ ଦେଇଛି ଆର୍ଜେଣ୍ଟିନା। ପରାଜୟ ସହ ସ୍ବର୍ଣ୍ଣ ପଦକ…

ହ୍ବାଟ୍ସଆପ୍‌ରେ କିଏ କରିଛି ବ୍ଲକ୍‌? ଏପରି ଜାଣନ୍ତୁ…

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ଅନେକ ଫିଚର ରହିଛି। ସେଥିରୁ ଗୋଟିଏ ହେଲା ବ୍ଲକ ଅପ୍‌ଶନ। ଏହାକୁ ବ୍ୟବହାର କରି ବ୍ୟବହାରକାରୀ ଯେକୌଣସି ବ୍ୟବହାରକାରୀଙ୍କୁ ବ୍ଲକ କରିପାରିଥାଉ। ଏହାପରେ ସେ ଆମକୁ ମେସେଜ ପଠାଇପାରନ୍ତି ନାହିଁ। ଏହାଛଡ଼ା ସେ ଆମର ପ୍ରୋଫାଇଲ ଫଟୋ ଏବଂ…

ନିକ୍‌ଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ପ୍ରିୟଙ୍କାଙ୍କର ସୋସିଆଲ ମିଡିଆରେ ଢେର ଫଲୋଅର୍ସ। ପ୍ରିୟଙ୍କା ସବୁବେଳେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ…

ଡିସେମ୍ବର ୨୦୨୩ ସୁଦ୍ଧା ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର ଦ୍ୱାର

ଅଯୋଧ୍ୟା,୪।୮: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ନେଇ ବୁଧବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶେଷରେ ରାମ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ରାମ ମନ୍ଦିରର ବିଶାଳ ନିର୍ମାଣ କାର୍ଯ୍ୟ ଜୋରସୋରରେ…

ଲେହେଙ୍ଗା ପିନ୍ଧି ପୁଶ୍‌-ଅପ୍‌ କଲେ ନବବିବାହିତା, ଭାଇରାଲ ହେଉଛି ଭିଡିଓ

ଲେହେଙ୍ଗା ପିନ୍ଧି ମୁଣ୍ଡରେ ଓଢ଼ଣୀ ପକାଇ ନବବିବାହିତା ପୁଶ୍‌-ଅପ୍‌ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ମହିଳାଙ୍କ ନାମ ଆନା ଆରୋରା। ଆନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଭିଡିଓଟିକୁ ଶେୟାର କରିଛନ୍ତି। ଲୋକେ ଏହି ଏହାକୁ ଖୁବ୍‌…

ଲାଲ କିଲ୍ଲା ଉପରେ ଡ୍ରୋନ୍‌

ନୂଆଦିଲ୍ଲୀ,୪।୮: ଦେଶର ରାଜଧାନୀ ଦିଲ୍ଲୀର ଲାଲ କିଲ୍ଲାରେ ବୁଧବାର ଏକ ଡ୍ରୋନ୍‌ ଉଡୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ପୋଲିସ ଚିନ୍ତିତ ହୋଇଯାଇଥିଲା। ଏହାପରେ ଦିଲ୍ଲୀ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଡ୍ରୋନ୍‌କୁ ଜବତ କରିଛି। ତେବେ କାର୍ଯ୍ୟାନୁଷ୍ଠାନ…

କ୍ଷୀର ବିକୁଥିବା ମହିଳାଙ୍କ ଝିଅ ପାଇଲେ ଆଇଏସ୍‌ଏସ୍‌

ଫରିଦାବାଦ,୪ା୮: ସଂଘ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଭାରତୀୟ ପ୍ରଶାସନିକ ସେବା (ଆଇଏସ୍‌ଏସ୍‌) ପରୀକ୍ଷାର ରେଜଲ୍ଟ ବାହାରିଛି। ଏହି ପରୀକ୍ଷାରେ ହରିୟାଣାର ଝିଅ କଳ୍ପନା ଦେଶରେ ୧୨ତମ ର଼୍ୟାଙ୍କ୍‌ ହାସଲ କରିଛନ୍ତି। ବିନା କୋଚିଂରେ ସେ ଏହି ପରୀକ୍ଷାରେ ସଫଳତା ହାସଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri