Home Left

ଝିଅ ଘରକୁ ଯାଇ ଆଉ ଫେରିଲେନି ମା’

ବେତନଟୀ,୧୮।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଅଧୀନ ଗଡ଼ିଗା ବିଟ୍‌ ହାଉସର ମହୁଲବଣୀ ଜଙ୍ଗଲ ରାସ୍ତାର ଖଡ଼ିକପଦା ଗାଁ ନିକଟରୁ ଶନିବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ସେ ହେଲେ ଖଡ଼ିକପଦା ଗାଁର ସର୍ବେଶ୍ୱର ଦେହୁରୀଙ୍କ ସ୍ତ୍ରୀ ସୁମିତ୍ରା(୪୫)। ମୃତଦେହ…

ଫିଲ୍ମ ‘ଯୋଦ୍ଧା’ରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିପକ୍ଷରେ ନଜର ଆସିବେ ଏହି ଦୁଇ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ନିକଟରେ ତାଙ୍କ ପ୍ରଥମ ଫିଲ୍ମ ଘୋଷଣା କରିଥିଲେ। ଏହି ଫିଲ୍ମକୁ ସାଗର ଅମ୍ବ୍ରେ ଏବଂ ପୁଷ୍କର ଓଝା ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି। ତେବେ ଫିଲ୍ମ ‘ ଯୋଦ୍ଧା’ର ପ୍ରଥମ ଲୁକ୍‌ ଶେୟାର କରି…

ମୁଁ ନୁହେଁ ଦାନର ବସ୍ତୁ, ପିତାଙ୍କୁ କନ୍ୟାଦାନ କରିବାକୁ ମନା କଲେ ଆଇଏଏସ୍‌ ଅଫିସର…

ନୂଆଦିଲ୍ଲୀ, ୧୮।୧୨: ବିବାହରେ କନ୍ୟା ପିତା କନ୍ୟାଦାନ କରିବାର ପରମ୍ପରା ରହିଛି। ମାତ୍ର ଜଣେ ଆଇଏଏସ୍‌ ଆଧିକାରୀ ନେ ଦାନର ବସ୍ତୁ ନୁହନ୍ତି। ତେଣୁ ପିତାଙ୍କୁ କନ୍ୟାଦାନ କରିବାକୁ ମନା କରିଛନ୍ତି। ସମ୍ପୃକ୍ତ ମହିଳା ଆଇଏଏସ ଅଧିକାରୀ ଏବଂ ଆଇଏଫଏସ ଅଧିକାରୀଙ୍କ…

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୪୨କୁ ବୃଦ୍ଧି ପାଇଛି। କେବଳ ମୟୁରଭଞ୍ଜ ଜିଲାରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

ଘରେ ପଶି ଯୁବକଙ୍କ ହତ୍ୟା ଘଟଣା; ଦୁଇ ସନ୍ଦିଗ୍ଧ ଅଟକ

ବଲାଙ୍ଗୀର ଅଫିସ,୧୮।୧୨: ବଲାଙ୍ଗୀର ସହର ଗାନ୍ଧୀନଗରପଡାରେ ଶୁକ୍ରବାର ଅପରାହ୍ନରେ ଘରେ ପଶି ଯୁବକଙ୍କ ତଣ୍ଟି କାଟି ହତ୍ୟା ଘଟଣାରେ ବଲାଙ୍ଗୀର ପୋଲିସ ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଦୁଇ ଯୁବକ ବଲାଙ୍ଗୀର ସହରର ବୋଲି ଜଣାପଡ଼ିଛି…

ଜାନୁୟାରୀ ୪ରୁ ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଚିଲିକାରେ ଜାନୁୟାରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥି ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସକାଳ ୬ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା…

ଏମିତି ଷ୍ଟଣ୍ଟ ମାରିଲା କୁକୁର, ଭିଡିଓ ଦେଖିଲେ…

କୁକୁରମାନେ ଶକ୍ତିଶାଳୀ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନେ କିଛି ବି କରିବାକୁ ଭୟ କରନ୍ତି ନାହିଁ। କିଛି କୁକୁରଙ୍କୁ ଏତେ ତାଲିମ ଦିଆଯାଏ ଯେ, ସେମାନେ ଅତି ବିପଜ୍ଜନକ ଷ୍ଟଣ୍ଟ୍‌କୁ ମଧ୍ୟ ସହଜରେ କରିପାରନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟ୍‌ରେ ଏକ…

କାହିଁକି ବିବାଦରେ ଇସି-ପିଏମ୍‌ଓ ବୈଠକ

ନୂଆଦିଲ୍ଲୀ, ୧୮ା୧୨: ନିର୍ବାଚନ କମିଶନ(ଇସି) ଏକ ସ୍ବତନ୍ତ୍ର ସାମ୍ବିଧାନିକ ସଂସ୍ଥା, ଯାହା କାର୍ଯ୍ୟପାଳିକାଠାରୁ ଭିନ୍ନ ଭାବେ କାମ କରେ। ଏହା ଯେପରି ସରକାରଙ୍କଠାରୁ ଦୂରତା ବଜାୟ ରଖେ ସାହା ସୁନିଶ୍ଚିତ କରିବା ୩ କମିଶନରଙ୍କ କାମ। ତେଣୁ କୌଣସି ସରକାରୀ ଅଧିକାରୀ…

ସରୋଗେସି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୧୮।୧୨(ପି.ଟି.): ଲଖିମପୁର ଖେରି ହିଂସା ଘଟଣାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବରଖାସ୍ତ ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକ ସଭାରେ ସରୋଗେସି ବିଲ୍‌ ଗୃହୀତ ହୋଇଯାଇଛି। ସରୋଗେସି (ନିୟନ୍ତ୍ରଣ) ବିଲ୍‌, ୨୦୧୯ରେ ରାଜ୍ୟ ସଭା ଆଣିଥିବା ସଂଶୋଧନ ଗ୍ରହଣ…

ଆମାଜନକୁ ୨୦୨ କୋଟିର ଜରିମାନା

ନୂଆଦିଲ୍ଲୀ,୧୮।୧୨: ବିଶ୍ୱର ସବୁଠାରୁ ବଡ ଇ- କମର୍ସ କମ୍ପାନୀ ଆମାଜନକୁ ଶୁକ୍ରବାର ବଡ ଝଟକା ଲାଗିଛି। ଭାରତର ପ୍ରତିଯୋଗିତା କମିଶନ ଫ୍ୟୁଚର ଗ୍ରୁପ ସହିତ ଆମାଜନ କରିଥିବା ଚୁକ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ ଆମେରିକୀୟ କମ୍ପାନୀ ଆମାଜନ ବ୍ୟବସାୟିକ…

ପଶ୍ଚିମବଙ୍ଗର ତଦନ୍ତ ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ, ୧୮।୧୨: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଗଠିତ ଜଷ୍ଟିସ୍‌ ଲୋକୁର କମିଶନ ଦ୍ୱାରା ପେଗାସସ୍‌ ଗୁପ୍ତଚରଗିରି ମାମଲାର ତଦନ୍ତ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଦେଇଛନ୍ତି। ଫଳରେ ମମତା ବାନାର୍ଜୀ ସରକାରଙ୍କୁ ଶକ୍ତ ଝଟ୍‌କା ଲାଗିଛି। ସର୍ବୋଚ୍ଚ ଅଦାଲତ ମାମଲାର ନିରପେକ୍ଷ…

କୃଷକ ନେତା ଗୁରନାମ ସିଂ ଗଢିବେ ନୂଆ ରାଜନୈତିକ ଦଳ

ଚଣ୍ଡିଗଡ଼,୧୮ ।୧୨: କୃଷକ ନେତା ଗୁରନାମ ସିଂ ଚାରୁଣି ଶନିବାର ଚଣ୍ଡିଗଡ଼ଠାରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଥିବା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ପ୍ରାୟ ଦେଢ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?