Home Left

୫୧ ବର୍ଷରେ ବି ନୂଆ ନୂଆ ଗର୍ଲଫ୍ରେଣ୍ଡ କରିବାକୁ ପସନ୍ଦ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଲେଗ-ସ୍ପିନର ସେନ୍‌ ୱାର୍ଣ୍ଣ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି। କ୍ରିକେଟର ଶ୍ରେଷ୍ଠ ଲେଗ-ସ୍ପିନର ଭାବରେ ମାନ୍ୟତା ପାଇବା ବ୍ୟତୀତ ୱାର୍ଣ୍ଣ ପ୍ରେମ ବ୍ୟାପାରକୁ ନେଇ ମଧ୍ୟ ଚର୍ଚ୍ଚାରେ ଥା’ନ୍ତି। ମହିଳାଙ୍କ ସହ ହେଉ କିମ୍ବା ବିବିଏଲ ଖେଳ…

ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଲେ ଓପନର, ପାଣି ପୂରାଇ ଦେଲେ ଆଣ୍ଡରସନ

ଟ୍ରେଣ୍ଟ ବ୍ରିଜ୍‌,୫।୮: ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି। ଦୁହେଁ ପ୍ରଥମ ଉଇକେଟ ପାଇଁ ଯୋଡ଼ିଥିଲେ ୯୭ ରନ୍‌। ଲାଗୁଥିଲା…

ଆନ୍ଧ୍ରରେ ଫଶିଥିବା ୨ ଓଡ଼ିଆ ପ୍ରବାସୀ ଉଦ୍ଧାର

ଗୋପ,୫।୮(ଡି.ଏନ୍‌.ଏ.): ଦୀର୍ଘମାସ ଧରି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଏକ ହୋଟେଲରେ ଭୋକ ଉପାସରେ ଫସିଥିବା ୨ ପ୍ରବାସୀଙ୍କୁ ଉଦ୍ଧାର କରାଯାଇଛି। ସେମାନେ ହେଲେ ପୁରୀ ଜିଲା ଗୋପ ବ୍ଲକ ଅଧୀନ ବନ୍ତଳି ପଞ୍ଚାୟତ ମହାପୁର ଗ୍ରାମର ପବିତ୍ର ନାୟକ( ୪୮) ଓ ପ୍ରଭାକର…

କ୍ୟାବ୍‌ ଡ୍ରାଇଭରଙ୍କୁ ୨୨ ଥର ଚାପୁଡ଼ା: ଯୁବତୀ କହିଲେ ‘ଆତ୍ମସୁରକ୍ଷା ପାଇଁ ମାରିଛି’

ଲକ୍ଷ୍ନୌ,୫।୮: ଯୁକ୍ତିତର୍କ ପରେ କ୍ୟାବ ଡ୍ରାଇଭରଙ୍କୁ ୨୨ ଥର ଚାପୁଡ଼ା ମାରିଥିବା ଯୁବତୀଙ୍କୁ ଏବେ ମଧ୍ୟ ଗିରଫ କରିନାହିଁ ଲକ୍ଷ୍ନୌ ପୋଲିସ। ଯୁବତୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ଆଣି ରାସ୍ତା ଉପରେ ଟାକ୍ସି…

ବୁର୍ଖା ପିନ୍ଧି ନ ଥିବାରୁ ଗଲା ଜୀବନ

କାବୁଲ,୫ା୮- ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରୁ ବିଦେଶୀ ସୈନ୍ୟମାନେ ସ୍ବଦେଶ ଫେରୁଥିବା ବେଳେ ନିରୀହ ନାଗରିକମାନଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ। ତାଲିବାନ ଆତଙ୍କବାଦୀମାନେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ତାଙ୍କର ଦୋଷ ହେଲା ସେ ବୁର୍ଖା ପିନ୍ଧି ନ…

ଭଡ଼ାରେ ଲାଗିବ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଘର

ଇସ୍‌ଲାମାବାଦ,୫।୮: ପାକିସ୍ତାନର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କ୍ଷମତାକୁ ଆସିବାର ୩ ବର୍ଷ ମଧ୍ୟରେ ଦେଶର ଅର୍ଥନୀତି ୧୯ ବିଲିୟନ ଡଲାର ହ୍ରାସ ପାଇଛି। ଅବସ୍ଥା ଏପରି ହୋଇଛି ଯେ, ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀଙ୍କ ସରକାରୀ…

ଆଇପିଏଲ ଫ୍ରାଞ୍ଚାଇଜମାନଙ୍କ ଚିନ୍ତା ବଢ଼ାଇଲା ପାକିସ୍ତାନ

ନୂଆଦିଲ୍ଲୀ,୫।୮: ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଗୁରୁବାର ନ୍ୟୁଜିଲାଣ୍ଡ ସହିତ ଏକ ସୀମିତ ଓଭର ସିରିଜ୍‌ ଲାଗି କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିରିଜ୍‌ ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ ଖେଳାଯିବ। ଏହି ସମୟରେ ଖେଳାଯିବାର ଅଛି ଇଣ୍ଡିଆନ ପ୍ରିମିୟର ଲିଗ୍‌…

ହାତୀଙ୍କୁ ଖୋଜୁଥିବା ବେଳେ ଦଳିଦେଲେ

ଜୁନାଗଡ଼,୫।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ରେଞ୍ଜ ଅଧୀନ ଘନା ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀର ଗତିବିଧି ଲକ୍ଷ୍ୟ କରିବାକୁ ଯାଇଥିବା ବନ ବିଭାଗ ସ୍କ୍ବାଡ ଟିମ୍‌ର ଜଣେ କର୍ମଚାରୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିିଛି। ମୃତକ…

ବିବାହିତାଙ୍କୁ ପ୍ରେମ କରି ଠକି ଦେଲେ

ଶେରଗଡ଼,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଷଢଙ୍ଗୀପଲ୍ଲୀ ଗ୍ରାମର ସଞ୍ଜୟ ଗୌଡ। ତାଙ୍କୁ ଶେରଗଡ଼ କୋର୍ଟ ଚାଲାଣ…

ଦିଅରର ଛୁରା ମାଡ଼ରେ ଗଲା ଭାଉଜଙ୍କ ଜୀବନ

ଲାଠୋର,୫ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ସାହାଜପାଣି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଦିଅର ଅନୀଲ ମେହେର(୨୪)ଙ୍କ ଛୁରାମାଡରେ ଭାଉଜ ସୂର୍ଯ୍ୟକାନ୍ତି ମେହେର(୩୮)ଙ୍କ ମୃତ୍ୟୁ ଘଟିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଦିଅର ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଛି…

ସେମିରେ ପରାଜୟ ପରେ ଖେଳାଳିଙ୍କ ଘର ଆଗରେ ବାଣ ଫୁଟାଇ ନାଚିଲେ

ଡେରାଡୁନ,୫।୮: ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ଆର୍ଜେଣ୍ଟିନାଠାରୁ ହାରିବା ପରେ ଭାରତୀୟ ମହିଳା ହକି ଦଳର ସ୍ବର୍ଣ୍ଣ ପଦକ ହାତେଇବା ଆଶା ମାଟିରେ ମିଶିଯାଇଛି। ହେଲେ ଏହି ପରାଜୟ ପରେ ଉତ୍ତରାଖଣ୍ଡର ହରିଦ୍ୱାର ଜିଲାରେ ମହିଳା ଦଳର ସଦସ୍ୟା ବନ୍ଦନା କାଟାରିୟାଙ୍କ ଘର…

୩ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର,୫।୮: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଗୁରୁବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ କେନ୍ଦୁଝର, ମୟୁରଭଞ୍ଜ ଏବଂ କଳାହାଣ୍ଡି ଜିଲାକୁ ପାଣିପାଗ ବିଭାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri