Home Left

ପୂରା ବର୍ଷ ପଡ଼ିଆରୁ ଦୂରେଇ ରହିବେ ଷ୍ଟାର ଖେଳାଳି

ଲଣ୍ଡନ,୫।୮: ଚଳିତ ବର୍ଷ କ୍ରିକେଟ ପଡ଼ିଆକୁ ଓହ୍ଲାଇପାରିବେ ନାହିଁ ଇଂଲଣ୍ଡର ଷ୍ଟାର ପେସର ଜୋଫ୍ରା ଆର୍ଚ୍ଚର। ଡାହାଣ କହୁଣି ଜନିତ ସମସ୍ୟାରୁ ତାଙ୍କୁ ମୁକୁଳିବାକୁ ସମୟ ଦରକାର। ଏ ନେଇ ଗୁରୁବାର ସୂଚନା ଦେଇଛି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ।…

ଖାତା ଖୋଲିପାରିଲେ ନାହିଁ କୋହଲି, ଫେଲ୍‌ ମାରିଲେ ପୂଜାରା, ରାହାନେ

ଟ୍ରେଣ୍ଟ ବ୍ରିଜ,୫।୮: ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିଫଳ ହୋଇଛନ୍ତି। ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ ଗୋଲ୍ଡେନ ଡକ୍‌ର ଶିକାର ହୋଇଛନ୍ତି କୋହଲି। ତାଙ୍କ ଭଳି ଫେଲ୍‌ ମାରିଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା (୪)।…

ନାହିଁ ରେଳ ସୁବିଧା, କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଏମ୍‌ପି

ଦେବଗଡ଼,୫ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ଆଜି ପର୍ଯ୍ୟନ୍ତ ରେଳ ମାନଚିତ୍ରରେ ସ୍ଥାନ ପାଇ ପାରିନାହିଁ। ଜିଲାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ତୁରନ୍ତ ରେଳ ସଂଯୋଗ କରିବାକୁ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ଦାବି…

ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇ ଟ୍ରୋଲ୍ ହେଲେ ଫରହାନ୍‌

ମୁମ୍ବାଇ: ଟୋକିଓରେ ଚାଲିଥିବା ଅଲିମ୍ପିକ୍‌ସରେ ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଏମାନେ ବ୍ରୋଞ୍ଚ ପଦକ ଜିତି ଦେଶର ନାମ ଗୌରବାନ୍ୱିତ କରିଛନ୍ତି । ଏହି ଖୁସିର ମୁହୂର୍ତ୍ତକୁ ଦେଖି ସମଗ୍ର ଦେଶବାସୀ…

ଖେଳାଳିଙ୍କ ପାଇଁ ୨.୫ କୋଟି, ଚାକିରି, ଜମି

ନୂଆଦିଲ୍ଲୀ,୫।୮: ଗୁରୁବାର ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ଜର୍ମାନୀକୁ ହରାଇ ଟୋକିଓ ଅଲିମ୍ପିକ୍ସରେ ହାତେଇଛି ବ୍ରୋଞ୍ଜ ପଦକ। ଏହି ଐତିହାସିକ ବିଜୟ ପରେ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ବିଭିନ୍ନ ରାଜ୍ୟ। ହରିୟାଣା ତା’ର ଖେଳାଳିଙ୍କୁ ୨.୫…

କୋଭାକ୍ସିନର ଦୁଇ ଡୋଜ୍‌ ଟିକା ନେଇଥିବା ଜଣେ ବ୍ୟକ୍ତି କୋର୍ଟରେ ଦାଖଲ କଲେ ପିଟିଶନ, କାରଣ ଜାଣିଲେ…

ଥିରୁଭାନନ୍ତପୁରମ୍‌,୫ା୮: ଭାରତରେ ସର୍ବପ୍ରଥମ ସ୍ବଦେଶୀ ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏହା ପରେ ରୁଷିଆର ଟିକା ମଧ୍ୟ ଦେଶରେ ଲଗାଗଲା। ଯଦିଓ କୋଭିଶିଲ୍ଡ ଏବଂ ରୁଷିଆର ସ୍ଫୁଟନିକ୍‌ ବି ମାନ୍ୟତା ପାଇଛି, ତଥାପି ଭାରତର ସ୍ବଦେଶୀ…

ଡ୍ୟାନ୍ସ, ଡାଏଟ୍ ଫିଟନେସ୍‌ର ସରଳ ମନ୍ତ୍ର: ଜାହ୍ନବୀ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଜାହ୍ନବୀ କପୁର ଏବେ ବିଟାଉନରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଏହି ନବାଗତା ନାୟିକା ପ୍ରଥମରୁ ହିଁ ଦର୍ଶକଙ୍କ ଦିଲ୍ ଜିତିବାରେ ସକ୍ଷମ ହୋଇଥିଲେ । ବଲିଉଡ୍ ନାୟିକା ଶ୍ରୀଦେବୀଙ୍କ ବଡ…

ପଡ଼ିଲା ରୋହିତଙ୍କ ଉଇକେଟ

ଟ୍ରେଣ୍ଟ ବ୍ରିଜ,୫।୮:ଏଠାରେ ଭାରତ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ବୋଲରଙ୍କୁ ମିଳିଛି ପ୍ରଥମ ସଫଳତା। ଭାରତୀୟ ଓପନର ରୋହିତ ଶର୍ମା ୩୬ ରନ୍‌ କରି ଓଲି ରବିନସନଙ୍କ ବଲରେ ସାମ କୁରାନଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇ…

କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ ମୁଣ୍ଡରେ ବ୍ୟାଣ୍ଡେଜ୍‌ ପଡ଼ିଥିବା ନେଇ ଚର୍ଚ୍ଚା

ପ୍ୟୋଙ୍ଗ୍‌ୟାଙ୍ଗ୍‌,୫ା୮: ଉତ୍ତରକୋରିଆ ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କର କ୍ରୁର ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। କିନ୍ତୁ ଏବେ ସେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କିମ୍‌ଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ…

ଆସନ୍ତାକାଲିଠାରୁ ଖୋଲିବ ଧବଳେଶ୍ୱର ମନ୍ଦିର

ଆଠଗଡ଼,୫।୮: କଟକ ଜିଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର ମନ୍ଦିର ଶୁକ୍ରବାରଠାରୁ ଖୋଲିବ । କୋଭିଡ୍‌ ଗାଇଡ୍‌ଲାଇନରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡଲାଇନରେ କଟକଣା କୋହଳ କରିଥିଲେ। ତେବେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜିଲା…

ପ୍ରଥମଥର ଲାଗି ଟୋକିଓରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ

ଟୋକିଓ,୫ ।୮: ଜାପାନର ରାଜଧାନୀ ଟୋକିଓ ଏବେ ଖୁବ୍ ଚର୍ଚ୍ଚାରେ । ସେଠି ଅନୁଷ୍ଠିତ ହେଉଛି ଅଲିମ୍ପିକ୍ସ ୨୦୨୦ । ଗୋଟିଏ ପଟେ କରୋନା ଭୟକୁ ଅନ୍ୟପଟେ ଗତବର୍ଷ ବାତିଲ ହୋଇଥିବା ଅଲିମ୍ପିକ୍ସର ମଜା । ଏପଟେ କିନ୍ତୁ ରାଜଧାନୀ ଟୋକିଓରେ…

ରବିନ୍ଦ୍ର ଜାଡେଜାଙ୍କ ସମର୍ଥନରେ ବାହାରିଲେ ହରଭଜନ; ଅଶ୍ୱିନଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୫।୮: ରବିନ୍ଦ୍ର ଜାଡେଜାଙ୍କ ସମର୍ଥନରେ ବାହାରିଲେ ଭାରତର ପୂର୍ବ ସ୍ପିନର ହରଭଜନ ସିଂହ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ନ ଖେଳାଇବାର ନିଷ୍ପତ୍ତି ଠିକ୍‌। ଅଶ୍ୱିନଙ୍କ ସ୍ଥାନରେ ଜାଡେଜାଙ୍କୁ ସାମିଲ କରି ଭାରତ ନିଜର ବ୍ୟାଟିଂକୁ ମଜଭୂତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri