ବିଗ୍‌ ବଜାରର ପବ୍ଲିକ ହଲିଡେ ସେଲ୍‌

ଭୁବନେଶ୍ୱର,୨୩।୧୨: ଦେଶର ପ୍ରମୁଖ ବ୍ୟବସାୟୀକ (ଓମିନ ଚେନ) ରିଟେଲର କମ୍ପାନୀ ବିଗ ବଜାର ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍କିମ ‘ପବ୍ଲିକ ହଲିଡେ ସେଲ’ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ସ୍ବତନ୍ତ୍ର ସେଲ ୨୨ ଡିସେମ୍ବରରୁ ୨ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଜାରି ରହିବ। ଏ ସମ୍ପର୍କରେ ଫ୍ୟୁଚର ଗ୍ରୁପର ସିମଓ ଡିଜିଟାଲ,ମାର୍କେଟିଙ୍ଗ ଆଣ୍ଡ ଇ କର୍ମସର ପଓ୍ବନ ସାରଦ କହିଛନ୍ତି ଯେ ଆମର ପ୍ରିୟ ଗ୍ରାହକଙ୍କୁ କମ୍ପାନୀ ସମସ୍ତ ଉପତ୍ାଦ ସୁଲଭ ମୂଲ୍ୟ ଓ ସହଜରେ ପହଞ୍ଚାଇବ ସହ ୨୦୨୧କୁ ଏକ ଅନୁଭୂତି ମୂଳକ ବିଦାୟ ଦେବା ଲାଗି ଏଭଳି କାର୍ଯ୍ୟକ୍ରମ କରାଯାଇଛି। ଦେଶର ସମସ୍ତ ଷ୍ଟୋରରେ ଏହି ଅଫର ଉପଲବ୍ଧ ରହିଥିବା ବେଳେ ଏହା ଜରିଆରେ ଆମର ଉପଭୋକ୍ତା ଷ୍ଟୋରରୁ ଖାଦ୍ୟ ସାମଗ୍ରୀ ଠାରୁ ନେଇ ଇଲେକ୍ଟ୍ରେନିକସ ପ୍ରଡକ୍ଟ ପର୍ଯ୍ୟନ୍ତ କ୍ରୟ କରି ପାରିବେ। ଏହି ୧୧ ଦିନିଆ ବିଶେଷ ଅଫରର ସୁବିଧା ଓ ଲାଭ ଉଠାଇବାକୁ କୁହାଯାଇଛି। ଏହି ଅଫର ଉଭୟ ଅଫଲଶଇନ ଓ ଅନଲାଇନ ମାଧ୍ୟମରେ ମଧ୍ୟ ଉପଲବ୍ଧ ରହିଛି। ବିଗ ବଜାରର ସ୍ବତନ୍ତ୍ର ଆପ ସପ ବିଗ ବଜାର ଡଟ କମ ଏବଂ ବିଗ ବଜାର ଆପ ଜରିଆରେ ମଧ୍ୟ ଗ୍ରାହକ ସମସ୍ତ ସୁବିଧା ପାଇପାରିବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri