ଦିନକରେ କରୋନା ନେଲା ୬୫ ଜୀବନ
ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରେ ବୁଦବାର କରୋନାରେ ୬୫ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬,୬୩୦ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ରାଜ୍ୟରେ ୧,୦୭୮ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ କରୋନା ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୧,୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୬ ଜଣ କ୍ୱାରାଣ୍ଟାଇନ୍ ଥିଲେ। ବାକି ୪୫୨ଟି ହେଉଛି ଲୋକାଲ କେସ। ଖୋର୍ଦ୍ଧା ଜିଲାରୁ…
ଆଇଟି ନିୟମ ମାନିଛି ଟୁଇଟର
ନୂଆଦିଲ୍ଲୀ, ୧୧ା୮: ମାଇକ୍ରୋ ବ୍ଲଗିଂ ପ୍ଲାଟ୍ଫର୍ମ ଟୁଇଟର ନୂଆ ଆଇଟି ନିୟମକୁ ପାଳନ କରିବା ସହ ଆଇନ ଅନୁସାରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତ କରିଛି ବୋଲି କେନ୍ଦ୍ର ସରକାର ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ନବୀକରଣ କରାଯାଇଥିବା ସତ୍ୟପାଠକୁ ରେକର୍ଡଭୁକ୍ତ କରାଯାଇଥିବା…
ଆମକୁ ମରିବାକୁ ଛାଡି ଦିଅନ୍ତୁ ନାହିଁ; ନିଜ ଦେଶକୁ ରକ୍ଷା କରିବାକୁ ବିଶ୍ୱ ନେତାଙ୍କୁ ଅପିଲ କଲେ ଏହି କ୍ରିକେଟର୍
କାବୁଲ,୧୧।୮:ଆଫଗାନିସ୍ତାନରେ ଏବେ ଅବସ୍ଥା ଆହୁରି ବିଗିଡି ଯାଇଛି। ତାଲିବାନ ଏବଂ ସରକାରୀ ସାମରିକ ବାହିନୀ ମଧ୍ୟରେ ପ୍ରବଳ ଯୁଦ୍ଧ ଯୋଗୁ ଦେଶର ସ୍ଥିତି ଖରାପ ହେବାରେ ଲାଗିଛି। ତାଲିବାନ ଦେଶର ଉପକଣ୍ଠକୁ କବଜା କରି ଏବେ ପ୍ରଦେଶ ରାଜଧାନୀ ଆଡକୁ ଗତି…
୨୩୩ ବର୍ଷର ଇତିହାସରେ ପ୍ରଥମ: ହୋଚୁଲ୍ ନ୍ୟୁୟର୍କର ପ୍ରଥମ ମହିଳା ଗଭର୍ନର…
ନ୍ୟୁୟର୍କ,୧୧।୮: ନ୍ୟୁୟର୍କର ୨୩୩ ବର୍ଷର ଇତିହାସରେ ପ୍ରଥମ ଘଟଣା ଘଟିଛି। ଏଠାରେ ଶାସନ ଡୋର ପ୍ରଥମ ଥର ପାଇଁ ଜଣେ ମହିଳା ଗଭର୍ନରଙ୍କ ହାତକୁ ଯାଇଛି। ଯୌନ ଉତ୍ପୀଡନ ଅଭିଯୋଗରେ ଆଣ୍ଡ୍ର୍ୟୁ କ୍ୟୁମୋ ନିଜ ପଦବୀରୁ ଇସ୍ତଫା ଦେବା ପରେ କ୍ୟାଥି…
ଏହି ତାରକାଙ୍କୁ ମୁମ୍ବାଇ ପୋଲିସ ଯୋଗାଇଛି ସ୍ବତନ୍ତ୍ର ସୁରକ୍ଷା
ବଲିଉଡ୍ ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ବ୍ୟକ୍ତିଗତ ଅଙ୍ଗରକ୍ଷୀରଖିଥାନ୍ତି। କିଛି ତାରକାଙ୍କୁ ମୁମ୍ବାଇ ପୋଲିସ ମଧ୍ୟ…
ଗର୍ଲଫ୍ରେଣ୍ଡ ଅଛନ୍ତି କି ନାହିଁ; ପ୍ରଶ୍ନରେ ଏମିତି ଉତ୍ତର ଦେଲେ ନୀରଜ ଚୋପ୍ରା
ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଏକ ଇଣ୍ଟରନେଟ ସେନସେସନ ହୋଇଯାଇଛନ୍ତି। ପ୍ରତ୍ୟେକ ଭାରତୀୟ ନୀରଜଙ୍କ ବିଷୟରେ ସବୁକିଛି ଜାଣିବାକୁ ଇଚ୍ଛୁକ ଅଛନ୍ତି। ସମସ୍ତେ ତାଙ୍କ କ୍ୟାରିୟର, ଖାଦ୍ୟ, ପରିବାର…
ଡାକ୍ତରଙ୍କ ବିବାହ ଫଟୋ ଶେୟାର କରିଦେଲେ ସ୍ତ୍ରୀ: ପରେ ୨ ଗର୍ଲଫ୍ରେଣ୍ଡ…
ରାଞ୍ଚି,୧୦।୬: ଝାଡଖଣ୍ଡର ରାଞ୍ଚିସ୍ଥିତ ରିମ୍ସ ହସ୍ପିଟାଲର ଜଣେ ଡାକ୍ତର ପ୍ରେମ ବ୍ୟାପାରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଡାକ୍ତରଙ୍କ ମୋବାଇଲ୍ ଚ୍ୟାଟ୍ ଦେଖି ତାଙ୍କ ସ୍ତ୍ରୀ ବିବାହ ଫଟୋ ଶେୟାର କରିବା ପରେ ସବୁ କଥା ପଦାକୁ ଆସିଛି। ଡାକ୍ତରଙ୍କ ବିବାହ ଫଟୋ…
ଅଲିମ୍ପିକ୍ସ ପଦକ ବିଜେତାଙ୍କ ଘର ବାହୁଡା
ଭୁବେନଶ୍ୱର,୧୦।୮ : ଟୋକିଓ ଅଲିମ୍ପିକ୍ସ ଦମ୍ଦାର ପ୍ରଦର୍ଶନ କରିଥିତ୍ବା ଓଡ଼ିଆ ପୁରୁଷ ଓ ମହିଳା ହକି ଖେଳାଳିମାନେ ମଙ୍ଗଳବାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ବ୍ରୋଞ୍ଜ ପଦକ ବିଜେତା ପୁରୁଷ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଏବଂ ମହିଳା ହକି…
ନେତାଙ୍କ ନାଁରେ ଆପରାଧିକ ମାମଲାକୁ ସିଧାସଳଖ ପ୍ରତ୍ୟାହାର କରିପାରିବେ ନାହିଁ ସରକାର
ନୂଆଦିଲ୍ଲୀ, ୧୦ା୮: କୌଣସି ଏମ୍ପି କିମ୍ବା ବିଧାୟକଙ୍କ ନାମରେ ଆପରାଧିକ ମାମଲା ଥିଲେ ତାହାକୁ ରାଜ୍ୟ ସରକାର ସିଧାସଳଖ ପ୍ରତ୍ୟାହାର କରିପାରିବେ ନାହିଁ। ଏଣିକି ଏଥି ଲାଗି ହାଇକୋର୍ଟଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ଆପରାଧିକ ମାମଲା ଥିବା ଜନପ୍ରତିନିଧିଙ୍କୁ ନିର୍ବାଚନ…
‘ଗାନ୍ଧୀ ପରିବାର ହାତରୁ ମୁକ୍ତ ହେଲେ ହିଁ କଂଗ୍ରେସର ଉନ୍ନତି ହେବ’
ନୂଆଦିଲ୍ଲୀ,୧୦ା୮- କଂଗ୍ରେସକୁ ଗାନ୍ଧୀ ପରିବାର ପଞ୍ଝାରୁ ମୁକ୍ତ କରିବାକୁ ପଡ଼ିବ। ନହେଲେ ଦଳକୁ ସୁଦୃଢ଼ କରିବା ଅସମ୍ଭବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସୋମବାର ରାତିରେ ଆୟୋଜିତ ନୈଶଭୋଜିରେ ଯୋଗ ଦେଇ ଉପରୋକ୍ତ…
ନାବାଳିକାଙ୍କୁ ଗର୍ଭବତୀ କରି ବନ୍ଧା ହେଲା ପ୍ରେମିକ
ଖୁଣ୍ଟା,୧୦ା୮(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗରେ ପୋଲିସ ରବି ହାଁସଦା (୨୩) ନାମକ ଜଣେ ଯୁବକଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଫୋନ ବାର୍ତ୍ତାଳାପରୁ ଆରମ୍ଭ ହୋଇଥିଲା…
Archives


