Home Left

ଏକାଠି ହେଲେ କଟ୍ରିନା-ଆଲିଆ; ଟ୍ରୋଲ ହେଉଛନ୍ତି ପ୍ରେମିକ ରଣବିର କପୁର

ବମ୍ବେ: ଗୋଟିଏ ଫିଲ୍ମରେ ତିନି ନାୟିକା। ଚୁଲବୁଲି ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଜି ଲେ ଜରା’ରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ କଟ୍ରିନା କୈଫ। ଏନେଇ ପିସି ମଙ୍ଗଳବାର ସୋସିଆଲ ମିଡିଆରେ ସୂଚନା ଦେବା ପରେ ରଣବିର…

ଭିଡ ସ୍ଥାନ ଦେଖି ଏହି ବିଶ୍ୱସୁନ୍ଦରୀଙ୍କୁ ଦୁର୍ବ୍ୟବହାର କରିଥିଲେ ୧୫ ବର୍ଷର ନାବାଳକ, ଧରିନେବାପରେ…

ବମ୍ବେ: ଭାରତର ପ୍ରଥମ ବିଶ୍ୱସୁନ୍ଦରୀ ହେଉଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ। ମାତ୍ର ଅଠର ବର୍ଷ ବୟସରେ ଏହି ସୁନ୍ଦରୀ ପ୍ରତିଯୋଗିତା ଜିତି ଦେଶ ପାଇଁ ଗୌରବ ଆଣିଦେଇଥିଲେ ସେ। ପରେ ଚବିଶ ବର୍ଷ ବୟସରେ ଅନାଥ ଶିଶୁକନ୍ୟାଙ୍କୁ ନିଜର ନାମ ଦେଇ…

ଭିନେଶଙ୍କୁ ଉତ୍ତର ମାଗିଲା କୁସ୍ତି ମହାସଂଘ

ନୂଆଦିଲ୍ଲୀ, ୧୦।୮: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମଙ୍ଗଳବାର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟଙ୍କୁ ସାମୟିକ ଭାବେ ବସନ୍ଦ କରିଛି। ବିଶୃଙ୍ଖଳା ଗତ ଆଚରଣ ଯୋଗୁ ତାଙ୍କୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ। ଆସନ୍ତା ୧୬ ତାରିଖ ମଧ୍ୟରେ…

ଡ୍ରାଭିଡ୍‌ଙ୍କ ପଦବୀ ପାଇଁ ବିଜ୍ଞାପନ ଦେଲା ବିସିସିଆଇ

ମୁମ୍ବାଇ, ୧୦।୮: ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ମୁଖ୍ୟ ପଦବୀ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ ଏହି ପଦରେ ରହି ଗତଦୁଇ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି। ଯଦି ଡ୍ରାଭିଡ୍‌…

ପାଠପଢ଼ାକୁ ନେଇ ଯୁକ୍ତିତର୍କ ପରେ ମା’ଙ୍କୁ ହତ୍ୟା କଲା ନାବାଳିକା ଝିଅ

ମୁମ୍ବାଇ,  ୧୦।୮: ପାଠପଢ଼ାକୁ ନେଇ ଯୁକ୍ତିତର୍କ ପରେ କରାଟେ ବେଲ୍ଟରେ ମା’ଙ୍କ ତଣ୍ଟି ଚିପି ହତ୍ୟା କରିଛି ୧୫ ବର୍ଷୀୟା ନାବଳିକା ଝିଅ। ନବି ମୁମ୍ବାଇରେ ଗତ ୩୦ ତାରିଖରେ ଏଭଳି ଘଟଣା ଘଟିଥିବା ମଙ୍ଗଳବାର ପୋଲିସ ପକ୍ଷରୁ କୁହାଯାଇଛି। ହତ୍ୟା…

ଆସନ୍ତା ୫ବର୍ଷ ଯାଏ ରାଜ୍ୟରେ ଲାଗୁ ହେବ ନାହିଁ ଜନସଂଖ୍ୟା ଆଇନ: ମୁଖ୍ୟମନ୍ତ୍ରୀ ଦେଲେ ସଙ୍କେତ

ପାଟନା,୧୦।୮: ବିହାରରେ ଜାତୀୟ ଜନଗଣନାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ନିଜର ମତ ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି। ଇତିମଧ୍ୟରେ ମଙ୍ଗଳବାର ବିହାରରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ନୀତୀଶ କୁମାର ସଙ୍କେତ…

ଧାମରା ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଭଦ୍ରକ ଅଫିସ,୧୦।୮: ଭଦ୍ରକ ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ମାଲବାହୀ ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଛି। ଖାଲିଥିବା ଟ୍ରେନ୍‌ଟି ଧାମରା ଅଭିମୁଖେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ଟ୍ରେନ୍‌ରେ ମୋଟ…

ବାଲକୋନୀରେ ଚୁଟି ଶୁଖାଇବା ବେଳେ ପାଞ୍ଚ ମହଲାରୁ ଖସିପଡ଼ିଲେ ଯୁବତୀ; ଆଉ ତା’ ପରେ…

ପୁଣେ: ବାଲକୋନୀରେ କେଶ ଶୁଖାଇବା ସମୟରେ ଖସିପଡ଼ିଲେ ଜଣେ ଯୁବତୀ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏଠାରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଝିଅଙ୍କ କେଶ ଫ୍ଲାଟ୍‌ର ଏକ ଝରକା ଗ୍ରିଲରେ ଲାଗିଯାଇଥିଲା। ସେଠାରେ ସେ ଝୁଲି ରହିଥିଲେ। ଏହାର ଦୀର୍ଘ ୨…

ଅଗଷ୍ଟ ୧୫ ପୂର୍ବରୁ ଶ୍ରୀନଗର ଲାଲଚୌକରେ ଗ୍ରେନେଡ ମାଡ଼

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରେ ସ୍ବାଧିନତାର ଅମୃତ ମହୋତ୍ସବ ମଧ୍ୟରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଙ୍ଗଳବାର ସକାଳେ ଶୋପିଆନରେ ସିଆରପିଏଫ୍‌ର ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ ପରେ ଦ୍ୱିପ୍ରହରରେ କେନ୍ଦ୍ର ଶାସିତ ପ୍ରଦେଶର ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଆକ୍ରମଣ…

ମାତ୍ର ୩୫ ବର୍ଷ ବୟସରେ ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଲୋକପ୍ରିୟ ମାଲାୟଲମ ଅଭିନେତ୍ରୀ ସରନ୍ୟା ଶଶିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ସେ ବ୍ରେନ୍‌ ଟ୍ୟୁମରରେ ଆକ୍ରାନ୍ତ ଥିଲେ। ପରେ ସେ କରୋନା ଆକ୍ରାନ୍ତ ହୋଇ ତିରୁଭାନନ୍ତପୁରମର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସରନ୍ୟାଙ୍କ…

ହାତରେ ପ୍ଲା-କାର୍ଡ ଧରି ବୁର୍ଜ ଖଲିଫା ଉପରେ ଛିଡ଼ା ହେଲେ ଏହି ମହିଳା; ଦେଖନ୍ତୁ ହୃଦ୍‌ସ୍ପନ୍ଦନ ରୋକି ଦେଉଥିବା ଉକ୍ତ ଭିଡିଓ…

ନୂଆଦିଲ୍ଲୀ: ବିଶ୍ୱର ବୃହତ୍ତମ ଯାତ୍ରୀବାହୀ ବିମାନ କମ୍ପାନୀ ମଧ୍ୟରୁ ଅନ୍ୟତମ ଏମିରେଟ୍ସ ଏୟାରଲାଇନ୍ସ ଏହାର ନୂତନ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ। ୟୁଏଇର ଏହି ବିମାନ କମ୍ପାନୀର ନୂତନ ବିଜ୍ଞାପନ ବେଶ୍‌ ଆକର୍ଷଣୀୟ ହୋଇଛି। ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରାଯାଇଥିବା ବିଜ୍ଞାପନର…

ବାଟ ଭୁଲିଗଲେ ହାତୀ

ବେଜିଂ,୧୦।୮: ଶେଷରେ ୧୭ମାସ ପରେ ଘରମୁହାଁ ହେଲେ ଏକ ହାତୀପଲ। ଏହି ହାତୀମାନେ ଚାଇନାରେ ପ୍ରାୟ ୩୦୦ମାଇଲ ଯାତ୍ରା କରିଥିବା ଜଣାପଡ଼ିଛି। ଯାହା ସମଗ୍ର ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ୧୪ଏସିଆ ହାତୀ ଗତ କିଛି ମାସରୁ ଖବରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri