ଲଞ୍ଚରେ ନିଆଁ,ଚାଲିଗଲା ୩୨ ଜୀବନ

ଢାକା,୨୪।୧୨: ଦକ୍ଷିଣ ବାଂଲାଦେଶରେ ଏକ ଲଞ୍ଚରେ ନିଆଁ ଲାଗି ଶୁକ୍ରବାର ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। ରାଜଧାନୀ ଢାକା ଠାରୁ ୨୫୦ କିଲୋମିଟର ଦୂରରେ ଥିବା ଦକ୍ଷିଣ ଗ୍ରାମାଞ୍ଚଳ ଜାକାକାଟି ନିକଟରେ ସକାଳେ ଏହି ଘଟଣା ଘଟିଛି। ତେବେ ୩୨ ମୃତଦେହ ଉଦ୍ଧାର ହୋଇସାରିଥିବା ବେଳେ ଏହି ସଂଖ୍ୟା ବଢିପାରେ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲ୍ୟୁଏଚ୍‌ଓର ଚେତାବନୀ: ଡେଲ୍‌ଟାଠାରୁ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ

ଜେନେଭା,୧୫।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚେତାବନୀ ଦେଇଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଏ ଗେବ୍ରେୟେସସ କହିଛନ୍ତି ଯେ,...

ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଡାଉନ

ୱାଶିଂଟନ,୧୮ ।୫: ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଡାଉନ ଥିବା କୁହାଯାଉଥିବା ବେଳେ ଅଧିକାଂଶ ୟୁଜର୍ସଙ୍କ ପାଇଁ ଏହା ସମସ୍ୟା ହୋଇଯାଇଛି । ଡାଉନଡିଟେକ୍ଟରର ରିପୋର୍ଟ ଅନୁଯାୟୀ,...

ହାଇଓ୍ବେରେ ମଶା ଝଡ଼: ଲୋକେ ଆତଙ୍କିତ

ବୁଇନୋସ୍‌ ଆରିସ୍‌,୧।୩: ସାଧାରଣତଃ ଧୂଳିଝଡ ଦେଖାଯାଇଥାଏ। ତେବେ ମଶା ଝଡ଼ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏଭଳି ଏକ ଝଡ଼ ଆର୍ଜେଣ୍ଟିନାର ହାଇଓ୍ବେ...

କୃଷ୍ଣସାଗର ଉପରେ ରୁଷିଆ ନଜର

କ୍ୱିଭ୍‌, ୭ା୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ରବିବାର ୧୧ ଦିନ ପୂରିଥିବାବେଳେ ଦକ୍ଷିଣ-ପୂର୍ବ ବନ୍ଦର ସହର ମାରିୟୁପୋଲରେ ଦ୍ୱିତୀୟ ଥର ସାମୟିକ ଭାବେ ଅସ୍ତ୍ରବିରତି...

ଏନ୍ତୁଡିଶାଳରେ ପୁଣି ବ୍ୟାପିଲା କରୋନା

ବେଜିଂ,୧୫।୩:କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଏଠାରେ ଗୋଟିଏ ଦିନରେ ଦୁଇଗୁଣରୁ ଅଧିକ ସଂକ୍ରିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଚାଇନାରେ ୫୨୮୦ଟି...

ପାକିସ୍ତାନ ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ

ସାଦିକ୍ୱାବାଦ,୧୨।୧: ଯାନ୍ତ୍ରୀକ ତ୍ରୁଟି ଯୋଗୁ ରବିବାର ପାକିସ୍ତାନ ଫେଡେରାଲ ଡିପାର୍ଟମେଣ୍ଟର ପ୍ଲାଣ୍ଟ ପ୍ରୋଟେକଶନ୍‌ ୟୁନିଟର ୨ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁନୟା ନ୍ୟୁଜର...

ପାକିସ୍ତାନ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଚାଇନା ନାଗରିକଙ୍କ ଘଟଣାର ଯାଞ୍ଚ ନିର୍ଦ୍ଦେଶ

ବେଜିଂ,୨୪ ।୭: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି ବେଜିଂ ପହଞ୍ଚିବାର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଚାଇନା...

ଭାଙ୍ଗିଗଲା ବିଶ୍ୱର ସବୁଠାରୁ ବଡ ଆଣ୍ଟେନା: ଏଲିଅନଙ୍କ ସମ୍ପର୍କରେ ମିଳି ପାରିବନି ସୂଚନା !

ଆରେକିବୋ,୩ ।୧୨: ବିଶ୍ୱର ସବୁଠାରୁ ବଡ ଟେଲିସ୍କୋପ ମଙ୍ଗଳବାର ବିଳମ୍ବିତ ରାତିରେ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଆଣ୍ଟେନା ଉପରେ ଟାୱାର ଓ କେବଲ୍...

Advertisement
Archives

Model This Week