Home Left

ମୁଖ୍ୟ ଶାସନ ସଚିବଙ୍କ ସହ ମାରପିଟ୍‌ ମାମଲାରେ କେଜରିଓ୍ବାଲ, ସିସୋଡିଆ ନିର୍ଦ୍ଦୋଷ ସାବସ୍ତ୍ୟ

ନୂଆଦିଲ୍ଲୀ,୧୧।୮: ଦିଲ୍ଲୀର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ଅନ୍ୟ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ବୁଧବାର ଦିଲ୍ଲୀର ରୁଜ ଏଭେନ୍ୟୁ କୋର୍ଟ ଏହି ମାମଲାର…

ଅଭିନେତ୍ରୀ ନୁହନ୍ତି ସ୍ତ୍ରୀ, ମା’ ହୋଇ ଜୀବନ ବିତାଇବାକୁ ଚାହୁଁଥିଲେ ରେଖା

ରେଖା ବଲିଉଡର ଏପରି ଜଣେ ଅଭିନେତ୍ରୀ, ଯାହାଙ୍କୁ ଲକ୍ଷ ଲକ୍ଷ ଦର୍ଶକ ପସନ୍ଦ କରନ୍ତି। ତାଙ୍କ ଅଭିନୟକୁ ପ୍ରଶଂସକ ଖୁବ ପସନ୍ଦ କରନ୍ତି। ତାଙ୍କ ଫିଲ୍ମ ଯାତ୍ରା ଚମତ୍କାର। ସେ ରେଖା ଖୁବ କମ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ।…

ନୂଆରୂପରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ‘ଦ କପିଲ ଶର୍ମା ଶୋ’

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା ଶୋ’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଏନେଇ କମେଡି କିଙ୍ଗ୍‌ କପିଲ ଶର୍ମା ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଲୋକମାନଙ୍କୁ ପୁଣି ଥରେ ମନୋରଞ୍ଜନ କରିବା ପାଇଁ କପିଲ…

ପରଦାରେ ଯୋଡ଼ି ଥିଲା ସୁପରହିଟ୍‌; ହେଲେ ଏହି ସାମାନ୍ୟ କଥାକୁ ନେଇ ଅକ୍ଷୟ କୁମାରଙ୍କ ମୁହଁ ଦେଖିବାକୁ ଚାହୁଁ ନ ଥିଲେ ସୁନିଲ ସେଟ୍ଟୀ…

ବମ୍ବେ: ଏକ ସମୟରେ ପରସ୍ପରର ଭଲ ବନ୍ଧୁ ଥିଲେ ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀ-ଅକ୍ଷୟ କୁମାର। ପରଦାରେ ଉଭୟଙ୍କ ଯୋଡ଼ି ସୁପରହିଟ୍‌ ହୋଇଥିଲା। ‘ମୋହରା’, ‘ହେରାଫେରି’, ‘ଫିର ହେରା ଫେରି’, ‘ଧଡକନ୍‌’, ‘ଦିବାନେ ହୁଏ ପାଗଲ’, ‘ସପୁତ’ ଭଳି ଫିଲ୍ମରେ ଦୁହେଁ…

ତାଲିବାନ ପୁଣି ଦଖଲ କଲା ଆଉ ୩ସହର: ବିଶ୍ୱର ସହାୟତା ଲୋଡିଲେ ଏହି କ୍ରିକେଟର

କାବୁଲ,୧୧।୮: ଦିନକୁ ଦିନ ଆଫଗାନିସ୍ତାନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଆଫଗାନିସ୍ତାନ ସେନାଙ୍କୁ ତାଲିବାନଙ୍କ ସହ ମୁକାବିଲା କରିବା ଏବେ କଷ୍ଟକର ହୋଇପଡ଼ିଛି। କାରଣ ଗତ ୩ରୁ୪ ଦିନ ମଧ୍ୟରେ ଦେଶରେ ଅନେକ ସହରକୁ ତାଲିବାନ ଦଖଲ କରିବା ସହ ନିଜ ଆଧିପତ୍ୟ…

ସ୍ପେସ୍‌ରେ ହେବ ପିଜା ପାର୍ଟିି, ରକେଟ ବୋହି ନେଲା ଆବଶ୍ୟକ ସାମଗ୍ରୀ…

ୱାଶିଂଟନ,୧୧।୮: ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ପିଜା ନେଇ ଏକ ରକେଟ ଯାତ୍ରା କରିଛି। ଏଥିରେ ୭ ଜଣ ମହାକାଶଚାରୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ରହିଛି। ଏବେ ସ୍ପେସ୍‌ ଷ୍ଟେଶନ୍‌ରେ ମହାକାଶଚାରୀ ପିଜା ପାର୍ଟି କରିବାର ସୁଯୋଗ ପାଇବେ। ନର୍ଥ୍ରୋପ ଗ୍ରୁମ୍ୟାନ…

କାଲି ରାତିରେ ଶୋଇପାରି ନାହିଁ, ଭାବୁକ ହୋଇ ଏମିତି କହିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୧୧।୮: ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ସଭାପତି ଏମ୍‌ ଭେଙ୍କେୟା ନାଇଡୁ ବୁଧବାର ଗୃହରେ ଭାବପ୍ରବଣ ହୋଇପଡିଛନ୍ତି। ଗୃହରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନରେ ଦୁଃଖିତ ହୋଇ ସଭାପତି କହିଛନ୍ତି, କାଲି ସଂସଦର ପବିତ୍ରତା ନଷ୍ଟ ହୋଇଯାଇଛି। କିଛି ସଦସ୍ୟ ନିଜ ସିଟ୍‌…

ଏହି ସହରରେ ରାସ୍ତାଠୁ ଆରମ୍ଭ କରି କ୍ଷେତ ପର୍ଯ୍ୟନ୍ତ ହଠାତ୍‌ ପାଣିର ରଙ୍ଗ ହୋଇଗଲା ନୀଳ, କାରଣ ଜାଣିଲେ…

ମୁମ୍ବାଇ,୧୧ା୮: ମହାରାଷ୍ଟ୍ରର କଲ୍ୟାଣ ଜିଲାରେ ବର୍ତ୍ତମାନ ଯେଉଁଆଡ଼େ ବୁଲିବେ କେବଳ ପାଣିର ରଙ୍ଗ ନୀଳ ଦେଖିବାକୁ ପାଇବେ। ଏପରିକି ରାସ୍ତାଘାଟଠାରୁ ଆରମ୍ଭ କରି କ୍ଷେତବାଡ଼ି ପର୍ଯ୍ୟନ୍ତ ଯେଉଁଠି ବି ଟିକେ ପାଣି ଅଛି ସେହି ପାଣି ଗାଢ଼ ନୀଳ ରଙ୍ଗର। ଏହା…

ଶେଷରେ ମାନିଲେ ସରକାର: ଅକ୍ସିଜେନ ଅଭାବରୁ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ,୧୧।୮: କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ କେତେକଙ୍କ ମୃତ୍ୟୁ ହୋଇଛି ବୋଲି ଶେଷରେ ସରକାର ମାନିଛନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ପାର୍ଲାମେଣ୍ଟରେ ସୂଚନା ଦିଆଯାଇଛି। ସରକାରଙ୍କ ଅନୁଯାୟୀ, କରୋନାର ଦ୍ୱିତୀୟ ଲହରରେ ଭେଣ୍ଟିଲେଟର ସହାୟତାରେ ଥିବା କେତେକ…

ମନେପଡନ୍ତି ୧୯୮୩ ବିଶ୍ୱକପର ହିରୋ ଯଶପାଲ

ଐତିହାସିକ ୧୯୮୩ ବିଶ୍ୱକପ ବିଜୟ ପାଇଁ ଭାରତର ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କୁ ସ୍ମରଣ କରାଯିବ। ଯଶପାଲ ଏହି ଦିନ ଅର୍ଥାତ୍‌ ୧୧ ଅଗଷ୍ଟ ୧୯୫୪ରେ ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ କ୍ୟାରିୟରରେ ୩୭ଟି ଟେଷ୍ଟ ଏବଂ ୪୨…

ଭାରତର ଲୋକେ ମୋତେ ମାରିଦେବେ, କାହିଁକି ଏମିତି କହିଲେ ଜେମିମା

ଲଣ୍ଡନ,୧୧।୮: ଇଂଲଣ୍ଡରେ ଦି ହଣ୍ଡ୍ରେଡ ମହିଳା ପ୍ରତିଯୋଗିତା ୨୦୨୧ରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି ଭାରତର ବ୍ୟାଟ୍ସମ୍ୟାନ ଜେମିମା ରୋଡ୍ରିଗୁସ। ଜେମିମା ରୋଡ୍ରିଗୁସ ନର୍ଥ ସୁପରଚାର୍ଜ ଦଳ ପାଇଁ ଖେଳୁଥିବାବେଳେ ୫ଟି ମ୍ୟାଚରେ ୨୪୧ ରନ ସଂଗ୍ରହ କରିଛନ୍ତି ଏବଂ…

ସ୍ବାମୀ ବନ୍ଧୁକ ରଖିଥିବା ପୋଲିସକୁ କହିଦେଲେ ସ୍ତ୍ରୀ, ଆଉ ତା’ ପରେ…

ଭୁବନେଶ୍ୱର,୧୦।୮(ବ୍ୟୁରୋ): ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା। ଝଗଡ଼ା ସମୟରେ ସ୍ବାମୀ ବନ୍ଧୁକ ଦେଖାଇ ସ୍ତ୍ରୀଙ୍କୁ ଧମକଚମକ ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ସ୍ତ୍ରୀ ଶେଷରେ ଏନେଇ ପୋଲିସକୁ ଜଣାଇଦେଲେ। ଫଳରେ ବେଆଇନ ଭାବେ ବନ୍ଧୁକ ରଖିବା ଅଭିଯୋଗରେ ସ୍ବାମୀ ବାସୁଦେବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri