ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେଉଁଠି, କେମିତି ଦେଖିପାରିବେ ମ୍ୟାଚ୍
ଲଡର୍ସ,୧୧।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଅଗଷ୍ଟ ୧୨ଠାରୁ ଲର୍ଡସରେ ଖେଳାଯିବ। ଉଭୟ ଦଳ ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ବିଜୟ ହାସଲ କରିବାକୁ ପଡିଆକୁ ଓହ୍ଲାଇବେ। ବର୍ଷା ହେତୁ ପ୍ରଥମ ମ୍ୟାଚ…
ଜେଲ ଗଲେ କୋଟିପତି ଟେକ୍ନିକାଲ କନସଲଟାଣ୍ଟ
କେନ୍ଦୁଝର,୧୧ା୮(ସ୍ବ.ପ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଭିଜିଲାନ୍ସ ଯୋଡ଼ା ବ୍ଲକରେ କାର୍ଯ୍ୟରତ ସମଗ୍ର ଶିକ୍ଷା ଅଭିଯାନର ଟେକ୍ନିକାଲ୍ କନ୍ସଲ୍ଟାଣ୍ଟ ଇଂ. କ୍ଷେତ୍ରବାସୀ ମହାନ୍ତଙ୍କୁ ବୁଧବାର ଗିରଫ କରିଛି। ମଙ୍ଗଳବାର କେନ୍ଦୁଝରସ୍ଥିତ ତାଙ୍କ ବାସଭବନ, ରଘୁନାଥପୁର ଗାଁରେ ଥିବା ଘର,…
ସମାଲୋଚନା ପରେ ଶ୍ରୀଜେଶଙ୍କ ପାଇଁ ୨ କୋଟି ଟଙ୍କା
ନୂଆଦିଲ୍ଲୀ,୧୧।୮: ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେଉଛନ୍ତି ପି ଆର ଶ୍ରୀଜେଶ। ଗତ ୧୦ ତାରିଖରେ ହକି ଦଳର ଖେଳାଳିମାନେ ଭାରତରେ ପହଞ୍ଚିବା ପରେ ବିଭିନ୍ନ ରାଜ୍ୟ ସରକାର ସେମାନଙ୍କ ଖେଳାଳିଙ୍କ ପାଇଁ ପୁରସ୍କାର…
ବ୍ରାଜିଲରେ କୋକା କୋଲା ହ୍ରଦ
କୋକା କୋଲା ବିଶ୍ୱର ଲୋକପ୍ରିୟ ଥଣ୍ଡା ପାନୀୟ। ଏହାର ଫିଜି ଟେଷ୍ଟ ଓ ସୁଗାର କୋଲା ଫ୍ଲେବର ଦେଶୀ ହେଉ କି ଚାଇନିଜ ଖାଦ୍ୟ ସହିତ ନେବାର ମଜା ହିଁ ଅଲଗା। କିନ୍ତୁ କୋକା କୋଲା ହ୍ରଦରେ ସୁଇମ କରିବାକୁ କେବେ…
ଢ଼ାବା ମାଲିକାଣୀଙ୍କୁ ହତ୍ୟା ପାଇଁ ଶୁଟରଙ୍କୁ ଡକାଇଥିଲେ ଜ୍ୱାଇଁ
ଖଡିଆଳ,୧୧।୮(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଅଧୀନ ଡୁଆଝରସ୍ଥିତ ଆପନା ଢ଼ାବା ମାଲିକାଣୀ ବାସନ୍ତୀ ମେହେର ହତ୍ୟା ଘଟଣାର ପୋଲିସ ବୁଧବାର ପର୍ଦ୍ଦାଫାସ କରିଛି। ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଠାରୁ ନଗଦ ୯୦ ହଜାର ଟଙ୍କା,…
ଆସିଥିଲେ ସମ୍ପର୍କୀୟ ଘରକୁ ବୁଡ଼ିଗଲେ ପୋଖରୀରେ
ଜୁନାଗଡ଼,୧୧।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହର ହିଙ୍ଗଲିବାହାଲି ସ୍ଥିତ ପୋଖରୀରେ ବୁଡି ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ଘଟିଛି। ମୃତକ ହେଲେ କୋକସରା ଥାନା ଝାରକୁଣ୍ଡାମାଲ ଗ୍ରାମର ଧର୍ମ କୁବେର (୩୮)। ମିଳିଥିବା ସୂଚନା ଅନୁଯାୟୀ, ଜୁନାଗଡ଼ ସହରସ୍ଥିତ ସମ୍ପର୍କୀୟ ଘରକୁ…
ଏଥର ବି ମିଳିବନି ସୁଯୋଗ
ଲଣ୍ଡନ,୧୧।୮ : ଶାର୍ଦ୍ଦୁଳ ଠାକୁର ଆହତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରେ ଖେଳିପାରିବେ ନାହିଁ। ଏଭଳି ସ୍ଥଳେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରେ ନିଆଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଶାର୍ଦ୍ଦୁଳଙ୍କ ସ୍ଥାନରେ ଜଣେ ପେସରଙ୍କୁ ଦଳରେ ନିଆଯିବ। ଏହା ସ୍ପଷ୍ଟ କରିଛନ୍ତି…
ପ୍ରତାରଣା ପାଇଁ ଗଲେ ଜେଲ
କୁଚିଣ୍ଡା,୧୧ା୮(ଡି.ଏନ.ଏ.): ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ କୁଚିଣ୍ଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ମହୁଲପାଲି ଥାନା ଭୁଲୁପଡା (ବାଉରୀଗୋଡା) ଗ୍ରାମର ବୃନ୍ଦାବନ ନାଏକ (୨୨)। ସୂଚନା ଅନୁଯାୟୀ, ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜଣେ…
ସାର୍ଟିଫିକେଟ୍ ପିଛା ହଜାରେରୁ ୧୫ଶହ ନେଉଥିଲେ ପ୍ରଧାନ ଶକ୍ଷୟିତ୍ରୀ
ମାଲକାନଗିରି,୧୧।୮(ଡି.ଏନ.ଏ.): ମାଲକାନଗିରି ଜିଲା ସିନ୍ଧ୍ରିମାଳ କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକ ମୋ ସ୍କୁଲ ଅଭିଯାନ ନାମରେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପରେ ତାଙ୍କୁ ମଙ୍ଗଳବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତେବେ ଏହାକୁ…
ମୁସଲିମ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ ଭାଜପା ନେତା
ନୂଆଦିଲ୍ଲୀ,୧୧।୮ : ଦିଲ୍ଲୀର ଜନ୍ତର ମନ୍ତରଠାରେ ମୁସଲିମ ବିରୋଧୀ ସ୍ଲୋଗାନ ଦେଇ ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଗିରଫ ହୋଇଥିଲେ। ତାଙ୍କ ଜାମିନକୁ କୋର୍ଟ ବୁଧବାର ମଞ୍ଜୁର କରିଛନ୍ତି। ଧାର୍ମିକ ହିଂସାକୁ ପ୍ରୋତ୍ସାହିତ କରିବା ମାମଲାରେ ଅଶ୍ୱିନୀଙ୍କ ସମେତ ୫ ଜଣଙ୍କୁ…
ପଞ୍ଚାୟତକୁ ଆସିଥିଲା ୮୦ ଲକ୍ଷ ଟଙ୍କା, ଖର୍ଚ୍ଚ କରିପାରିଲେନି ସରପଞ୍ଚ
ଜଳେଶ୍ୱର,୧୧।୮(ଡି.ଏନ.ଏ.): ପଞ୍ଚାୟତରେ ପିଇବାପାଣି, ସ୍ବଚ୍ଛତା, ଆଲୋକୀକରଣ, ରାସ୍ତା ନିର୍ମାଣ ଭଳି ଉନ୍ନତି ମୂଳକ କାର୍ଯ୍ୟ ଲାଗି ଆସିଥିଲା ୮୦,୭୪,୭୯୪ ଟଙ୍କା। କିନ୍ତୁ ଏହାକୁ ଖର୍ଚ୍ଚ କରିପାରିଲେ ନାହିଁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମାକିଡିଆ ପଞ୍ଚାୟତ ସରପଞ୍ଚ ବଳରାମ ବର୍ଷାଳ। ଏଥିଯୋଗୁ…
ଲର୍ଡ୍ସ ଟେଷ୍ଟ: ଇଂଲଣ୍ଡ ଆଗରେ ବଡ଼ ଚ୍ୟାଲେଞ୍ଜ
ଲଣ୍ଡନ,୧୧।୮ : ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ। ପ୍ରଥମ ମ୍ୟାଚ୍ରେ ବର୍ଷା ଯୋଗୁ ପରାଜୟରୁ ବର୍ତ୍ତି ଯାଇଥିବା ଘରୋଇ ଦଳର ମ୍ୟାନେଜମେଣ୍ଟ ଏବେ ଚିନ୍ତାରେ। ଦ୍ୱିତୀୟ ମ୍ୟାଚ୍ରେ…
Archives


