ରିଲିଜ୍‌ ହେଉ ହେଉ ଲିକ୍‌

ମୁମ୍ବାଇ,୨୪।୧୨: ଡିଜିଟାଲ ପ୍ଲାଟଫର୍ମ ଡିଜନୀ+ହଟଷ୍ଟାରରେ ଶୁକ୍ରବାର ରିଲିଜ ହୋଇଛି ଅକ୍ଷୟ କୁମାର, ସାରା ଅଲି ଖାନ ଓ ଧନୁଶଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’। ଭିନ୍ନ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ ରିଲିଜ ହେଉ ହେଉ ଲିକ୍‌ ହୋଇଯାଇଛି। ତାମିଲରକର୍ସ, ଟେଲିଗ୍ରାମ, ମୁଭିରୁଲଜ ଓ ଅନ୍ୟ ପାଇରେସି ସାଇଟ୍‌ରେ ଲିକ୍‌ ହୋଇଯାଇଛି ସମ୍ପୂର୍ଣ୍ଣ ଫିଲ୍ମ। ଆନନ୍ଦ ଏଲ ରାଇଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମକୁ କ୍ରିଟିକ୍‌ ଓ ଫ୍ୟାନ୍ସଙ୍କ ଠାରୁ ଭଲ ରିଭ୍ୟୁ ମିଳିଛି।

ପାଇରେସି ସାଇଟ୍‌ରେ ଫିଲ୍ମର ଫୁଲ ଏଚ୍‌ଡି ଭର୍ସନ ଉପଲବ୍ଧ ଥିବାରୁ ଆଶା ଅନୁଯାୟୀ ଡିଜନୀ+ ହଟଷ୍ଟାରର ସବ୍‌ସ୍କ୍ରିପଶନରେ ବୃଦ୍ଧି ହେବ ନାହଁ। ତେବେ ରିଲିଜ ଦିନ ଫିଲ୍ମ ଲିକ୍‌ ହେବା କିଛି ନୂଆ ଘଟଣା ନୁହେଁ। ଏଥିପୂର୍ବରୁ ଅକ୍ଷୟ କୁମାରଙ୍କ ପୋଲିସ ଡ୍ରାମା ଫିଲ୍ମ ସୂର୍ଯ୍ୟବଂଶୀ, ରଜନୀକାନ୍ତଙ୍କ ଆନ୍ନାଥେ, ସୁରିୟାଙ୍କ ଜୟ ଭିମ ଭଳି ଫିଲ୍ମକୁ ରିଲିଜ ଦିନ ସମାନ ଦଶା ଭୋଗିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ ବି ନେଲେ ଦ୍ୱିତୀୟ ଡୋଜ୍‌…

ମୁମ୍ବାଇ,୧୬।୫: ବିଗ୍‌ ବି ଅମିତାଭ ବଚ୍ଚନ ରବିବାର ଦ୍ୱିତୀୟ ଡୋଜ୍‌ କରୋନା ଟିକା ନେଇଛନ୍ତି। ଏସମ୍ପର୍କରେ ସେ ନିଜ ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଫଟୋ ଅପ୍‌ଲୋଡ୍‌ କରିଛନ୍ତି।...

କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ ‘ମହାଭାରତ’!

ମୁମ୍ବାଇ,୩।୫: କରୋନା ଲକ୍‌ଡାଉନ ପାଇଁ ଏବେ ସବୁ ଶୁଟିଂ ବନ୍ଦ ଥିବାରୁ ଟେଲିଭିଜନରେ ପୁରୁଣା ଧାରାବାହିକ ଗୁଡିକ ପୁଣିଥରେ ଦେଖିବାକୁ ମିଳିଛି। ଘରୋଇ ଚ୍ୟାନେଲର ପ୍ରତିଯୋଗୀତାରେ...

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ଼ କ୍ଷତି ହୋଇଛି। କନ୍ନଡର ଭେଟେରାନ ଅଭିନେତା ଏଚ୍‌ ଜି ସୋମଶେଖର ରାଓ ଓରଫ୍‌ ସୋମନ୍ନାଙ୍କର ପରଲୋକ ଘଟିଛି। ମୃତ୍ୟୁ...

‘ମେମୋରାଲାଇଜ୍ଡ’ କରି ରଖାଗଲା ସୁଶାନ୍ତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବେ ଅଫେରା ରାଇଜର ପଥିକ ହୋଇସାରିଛନ୍ତି ସତ। ହେଲେ ତାଙ୍କ ସ୍ମୃତି ଆଜିବି ତାଙ୍କ ପ୍ରଶଂସକଙ୍କୁ ଅନ୍ୟମନସ୍କ...

ଟ୍ରୋଲ ହେଲେ ରଣବୀର

ରଣବୀର କପୁର ସୋସିଆଲ ମିଡିଆରେ ଏବେ ଟ୍ରୋଲ ହୋଇଛନ୍ତି। କାରଣ ବାରଣସୀରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ସମୟରେ ଜଣେ ଫ୍ୟାନ୍‌ ତାଙ୍କୁ ଦେଖା କରିବାକୁ ଯାଇଥିଲେ।...

ଜନଙ୍କ ପରଫେକ୍ଟ ଫିଗରକୁ ଅଭିଷେକ, ଟାଇଗରଙ୍କ ପ୍ରଶଂସା

ମୁମ୍ବାଇ,୬।୧୨: ବଲିଉଡ୍‌ରେ ହ୍ୟାଣ୍ଡସମ ହଙ୍କ ଭାବେ ପରିଚିତ ଜନ ଆବ୍ରାହାମ ଏବେ ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଇନ୍‌ଷ୍ଟାଗ୍ରାମରେ...

ଶାହିଦଙ୍କୁ ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି କରିଥିଲେ ପ୍ରପୋଜ୍‌

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ...

କେବଳ ଏହି କାରଣ ପାଇଁ ସାଉଥ ସୁପରଷ୍ଟାରଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ରାଧିକା ଆପ୍ଟେ : ଆଉ ତା’ ପରେ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ତାଙ୍କର ଚମତ୍କାର ଅଭିନୟ ଦକ୍ଷତା ପାଇଁ ବେଶ ଜଣାଶୁଣା । ସେ ଫିଲ୍ମ ‘ୱା ଲାଇଫ ହୋ ତୋ ଏସିି’...

Advertisement
Archives

Model This Week