ଲର୍ଡ୍ସରେ କିଏ ହେବ ବାଦ୍ଶାହା, କ’ଣ କହୁଛି ରେକର୍ଡ
ଲଣ୍ଡନ,୧୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଅଗଷ୍ଟ ୧୨ରୁ ଲର୍ଡସରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ ପୂର୍ବରୁ, ଉଭୟ ଦଳର ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ଏବଂ ରେକର୍ଡଗୁଡିକ ଆସନ୍ତୁ ଦେଖିବା… ଲଡର୍ସ କ୍ରିକେଟ୍…
ଇଂଲଣ୍ଡକୁ ବଡ଼ ଝଟ୍କା
ଲଣ୍ଡନ,୧୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜ ଚାଲିଛି। ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଅଗଷ୍ଟ ୧୨ରୁ ଆରମ୍ଭ ହେବାକୁ ଥିବା ଲର୍ଡସ ଟେଷ୍ଟରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ…
ଦେଶ ବିକାଶରେ ଯୁବଶକ୍ତି
ଦେଶ ପ୍ରଗତିର ଉତ୍ସ ହିଁ ଯୁବଶକ୍ତି। ସେମାନଙ୍କ ଦ୍ୱାରା ହେଉଥିବା ବହୁବିଧ କାର୍ଯ୍ୟ ଉପରେ ଦେଶର ଅର୍ଥନୀତି ନିର୍ଭର କରିଥାଏ। ଯୁବବର୍ଗ ଆଗକୁ ବଢିବା ପଥରେ ରହିଥିବା ସମସ୍ୟା ଏବଂ ସେସବୁର ସଫଳ ସମାଧାନ ଦିଗରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ…
ରାଜ୍ୟ ତାଲିକା ଆଧାରରେ ପଛୁଆବର୍ଗକୁ ସଂରକ୍ଷଣ ମିଳୁ: ଧର୍ମେନ୍ଦ୍ର
ଭୁବନେଶ୍ୱର, ୧୨ା୮(ବ୍ୟୁରୋ): କେନ୍ଦ୍ର ସରକାର ପଛୁଆବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷାକ୍ଷେତ୍ରରେ ୨୭% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ ଦେଇ ୫୦%ରୁ ଅଧିକ ସ୍ଥାନ ଦାବି କରିବା ଅମୂଳକ। ଓଡ଼ିଶା ଏକମାତ୍ର…
ଜାତିଭିତ୍ତିକ ଜନଗଣନା ହେଉ
ଭୁବନେଶ୍ୱର, ୧୨ା୮(ବ୍ୟୁରୋ): ପଛୁଆ ବର୍ଗ ଗଣନାକୁ ନେଇ ରାଜନୀତି ଜୋର ଧରିଛି। ଏହି ବର୍ଗଙ୍କ ପାଇଁ ବିିଭିନ୍ନ ରାଜ୍ୟରୁ ଦାବି ହେଉଥିବାବେଳେ ଓଡ଼ିଶା ପକ୍ଷରୁ ମଧ୍ୟ ଜନଗଣନାରେ ପଛୁଆବର୍ଗ ଜାତି ଗଣନା କରିବାକୁ ଦାବି କରାଯାଇଛି। ଏ ନେଇ ବିଜେଡି ସଂସଦୀୟ…
ପ୍ରିୟା ରମାନୀଙ୍କୁ ହାଇକୋର୍ଟ ନୋଟିସ
ନୂଆଦିଲ୍ଲୀ, ୧୨।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.ଜେ. ଆକବରଙ୍କ ଏକ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଖବରଦାତା ପ୍ରିୟା ରମାନୀଙ୍କୁ ନୋଟିସ ଜାରି କରିଛନ୍ତି। ଆକବରଙ୍କ ବିରୋଧରେ ପ୍ରିୟା ରମଣୀ ଯୌନ ନିର୍ଯାତନ ଅଭିଯୋଗ ଆଣିଥିଲେ। ଏହା ବିରୋଧରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ…
ତାଲିବାନ୍ ଦଖଲରେ ୯ ପ୍ରାଦେଶିକ ରାଜଧାନୀ
କାବୁଲ, ୧୨।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଆତଙ୍କବାଦୀମାନେ ଅଧିକାଂଶ ଗ୍ରାମାଞ୍ଚଳକୁ ଅକ୍ତିଆର କରିବା ପରେ ଏବେ ବିଭିନ୍ନ ପ୍ରାଦେଶିକ ରାଜଧାନୀ କବ୍ଜା କରିବା ଆରମ୍ଭ କରିଛନ୍ତି। ସପ୍ତାହେରୁ କମ୍ ସମୟ ମଧ୍ୟରେ ସେମାନେ ୯ ପ୍ରାଦେଶିକ ରାଜଧାନୀ…
ରାଜ୍ୟ ଦାୟିତ୍ୱ ମିଳିଲେ ମାନିବି
୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକ ସଭା ଆସନରୁ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିଛି। କୋରାପୁଟ ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି ସପ୍ତଗିରି ଉଲ୍ଲାକା। ପ୍ରଥମ ଥର ଲାଗି ଲୋକ ସଭାକୁ ଯାଇଥିବା ସପ୍ତଗିରି ହେଉଛନ୍ତି ପୂର୍ବତନ…
୪୪୫୬ କୋଟିର କ୍ରିପ୍ଟୋକରେନ୍ସି ଚୋରି
ଲଣ୍ଡନ, ୧୨ା୮ : ବିଟ୍କଏନ ଭଳି ଅନେକ ଭର୍ଚୁଆଲ କଏନ ପ୍ରତି ନିବେଶକ ଆକର୍ଷିତ ହେଉଛନ୍ତି। ଦ୍ରୁତଗତିରେ କ୍ରିପ୍ଟୋକରେନ୍ସିଗୁଡ଼ିକର ମୂଲ୍ୟ ବୃଦ୍ଧି ଏହାର କାରଣ। ୨୦୨୧ ଜାନୁୟାରୀ ସୁଦ୍ଧା ବିଶ୍ୱରେ ୪ ହଜାରରୁ ଅଧିକ କ୍ରିପ୍ଟୋକରେନ୍ସି ପ୍ରଚଳନ ହେଉଥିବାବେଳେ ବିଟ୍କଏନରେ ସର୍ବାଧିକ…
୧୫ ସୁଦ୍ଧା ସବୁ ଜିଲାରେ ଆର୍ଟି-ପିସିଆର୍ ଲାବ୍
ଭୁବନେଶ୍ୱର, ୧୨ା୮(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲାରେ ଚଳିତ ମାସ ୧୫ ତାରିଖ ସୁଦ୍ଧା ଆର୍ଟି-ପିସିଆର୍ ଟେଷ୍ଟ ଲାବ୍ କାର୍ଯ୍ୟକ୍ଷମ ହେବ। ଏ ନେଇ ବୁଧବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ସୁଦ୍ଧା ୧୪…
ଜଗନ୍ନାଥ ଦର୍ଶନ ପାଇଁ ଏସ୍ଓପି
ପୁରୀ ଅଫିସ, ୧୨ା୮: ଦୀର୍ଘ ଅଢେଇ ମାସ ପରେ କରୋନା କଟକଣା କୋହଳ ଯୋଗୁ ଶ୍ରୀମନ୍ଦିର ଖୋଲିବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଓପି ପ୍ରକାଶ ପାଇଛି। ଗୁରୁବାରଠାରୁ ଶ୍ରୀମନ୍ଦିର ଖୋଲିବ। ପ୍ରଥମ ଦୁଇଦିନ ଅର୍ଥାତ ୧୨ ଓ ୧୩…
ସ୍ତନ ବଦଳରେ କାଖରୁ ଝରିଲା ମା’ କ୍ଷୀର, ଡାକ୍ତର ହେଲେ ଆଶ୍ଚର୍ଯ୍ୟ
ସାଧାରଣତଃ ସନ୍ତାନ ପ୍ରସବ ପରେ ମହିଳାଙ୍କ ଶରୀରରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ମାତ୍ର ପର୍ତ୍ତୁଗାଲରେ ରହୁଥିତ୍ବା ଜଣେ ମହିଳା ସନ୍ତାନ ପ୍ରସବ ପରେ ତାଙ୍କ ଡାହାଣ କାଖରୁ କ୍ଷୀର ଝରିବା ଆରମ୍ଭ କରିଥିଲା। ୨୬ ବର୍ଷୀୟା ଏହି ମହିଳାଙ୍କ…
Archives


