ଉଗ୍ରରୂପ ନେଲା ଖରସ୍ରୋତା ଜଳ ବିବାଦ: ପୋଲିସ-ପ୍ରକଳ୍ପ ବିରୋଧୀ ଧସ୍ତାଧସ୍ତି
ଆଳି,୧୨ା୮(ଡି.ଏନ୍.ଏ.): ଖରସ୍ରୋତା ନଦୀ ପାଣି ବିବାଦ ଗୁରୁବାର ଉଗ୍ର ରୂପ ନେଇଛି। ଆନ୍ଦୋଳନକାରୀ ଚାନ୍ଦବାଲି ରାସ୍ତାର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଚ୍ୟୁତପୁରଠାରେ ରାସ୍ତାରୋକୋ କରିଛନ୍ତି । ଏଥିସହିତ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବରୁଣାଡିହା ପାଣି ପ୍ରକଳ୍ପ ସ୍ଥାନକୁ ଯାଉଥିବା ଗାଡ଼ି…
ନବାଗତା ସତ୍ତ୍ୱେ ବିବାଦରେ ରହିଆସୁଛନ୍ତି ସୈଫ ଲଳନା: କେବେ ଭାଇଙ୍କ ସହ ବିକିନି ପିନ୍ଧି ତ କେବେ ଡ୍ରଗ୍ସ ସେବନକୁ ନେଇ…
ବମ୍ବେ: ସୈଫ ଲଳନା ସାରା ଯେଉଁଆଡେ ବିବାଦ ସେହିଆଡେ। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ଖୁବ୍ କମ୍ ଦିନ ହେଲା ବଲିଉଡ୍ରେ ପାଦ ଦେଇଥିବା ଏହି ନବାଗତା ଏକାଧିକ ବିବାଦକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। କେବେ ଭାଇଙ୍କ ସହ…
ଗର୍ଲଫ୍ରେଣ୍ଡଙ୍କୁ ବିହାହ କରିଥିଲେ ଏହି ପ୍ରସିଦ୍ଧ ମହିଳା କ୍ରିକେଟର୍: ଏବେ ହେବେ ମା’
ବ୍ରିସ୍ବେନ୍,୧୨।୮: ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଦଳର ଦ୍ରୁତ ବୋଲର ମେଗାନ ଶୁଟ୍ ଗର୍ଭବତୀ ଅଛନ୍ତି। ନିକଟରେ ସେ ତାଙ୍କ ମହିଳା ସାଥୀ ଜେସ ହୋଲିଓକେ ସହ ମ୍ୟାରନିଟି ଫଟୋଶୁଟ୍ ମଧ୍ୟ କରିଛନ୍ତି। ମେଗାନ ଏହାର ଇନଷ୍ଟାଗ୍ରାମରେ ଏହାର କିଛି ଭଲ ଫଟୋ…
ଘରେ ଥିବା ଏହି ୮ ଜିନିଷ କରିଦେବ କାଙ୍ଗାଳ; ଯେତେଶୀଘ୍ର ପାରୁଛନ୍ତି କରନ୍ତୁ ଏପରି…
ଗ୍ରହର ଆମ ଜୀବନରେ ମହତ୍ୱ ଅଧିକ। କାରଣ ଏହାର ଚଳନ ବ୍ୟକ୍ତିର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ଦଶା ଠିକ୍ ନ ରହିଲେ ହେଉଥିବା କାମ ଅଟକି ଯାଇଥାଏ। ଏଭଳି କ୍ରମରେ ଯଦି ଆପଣଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ…
ଘରେ ‘ମନି ପ୍ଲାଣ୍ଟ’ ଲଗାଇବା ବେଳେ କରୁନାହାନ୍ତି ତ ଏପରି ଭୁଲ; ମାନସିକ ଚିନ୍ତା ସାଙ୍ଗକୁ ବଢ଼ିବ ମତଭେଦ…
ଆଜିକାଲି ଘରର ସୁନ୍ଦରତା ବୃଦ୍ଧି କରିବା ଲାଗି ଲୋକମାନେ ଅନେକ ପ୍ରକାରର ଗଛ ଲଗାଉଛନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି ଏକ ଗଛ ରହିଛି ଯାହାକୁ ଲଗାଇଲେ ଘରର ସୌନ୍ଦର୍ଯ୍ୟ ସାଙ୍ଗକୁ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ସେଇଟି ହେଲା ମନି ପ୍ଲାଣ୍ଟ।…
ହସ ଫୁଟାଇଛି ‘ପଦ୍ମା’
୨୦୨୧ ମେ ୧୩। କପିଳାସ ଚିଡ଼ିଆଖାନା ପାଇଁ ଏହି ଦିନ ଥିଲା ବେଶ୍ ଦୁଃଖଦ। କାରଣ ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଥିବା ହାତୀ ଶାବକ ‘ହୀରୋ’ ସବୁଦିନ ପାଇଁ ଆଖିବୁଜିଲା ମାରାତ୍ମକ ହର୍ପିସ୍ ରୋଗରେ। ଏହାପରେ ଜୁ’ରେ ସୃଷ୍ଟି ହୋଇଥିଲା ଶୂନ୍ୟସ୍ଥାନ। ଏହାର…
ଦରମା ପାଇଁ ଚିନ୍ତାରେ ଅଛନ୍ତି ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍
ଇସଲାମାବାଦ,୧୨।୮: ପାକିସ୍ତାନ ଅଧିନାୟକ ବାବର ଆଜମ ନିକଟରେ ନିଜର ଦରମା ବଢାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଅନୁରୋଧ କରିଛନ୍ତି। ବିଶ୍ୱର ନମ୍ବର ୧ନମ୍ବର ବ୍ୟାଟ୍ସମ୍ୟାନ ବାବର ତାଙ୍କ ଦରମାକୁ ନେଇ ଅସନ୍ତୁଷ୍ଟ। ତାଙ୍କ ବ୍ୟତୀତ ମହମ୍ମଦ ରିଜୱାନ, ହାସନ ଅଲି…
ବର୍ଷକୁ ପ୍ରାୟ ୭୬ ହାତୀଙ୍କ ମୃତ୍ୟୁ
୧୯୭୯ରେ ରାଜ୍ୟରେ ମୋଟ ୨୦୪୪ ହାତୀ ଥିଲେ। ୨୦୧୭ ଗଣନା ଅନୁଯାୟୀ ଏହି ସଂଖ୍ୟା ୧୯୭୬କୁ ଖସି ଆସିଥିଲା। ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ବର୍ଷକୁ ହାରାହାରି ୩୩ ହାତୀ ମରୁଥିବାବେଳେ ୨୦୦୧ରୁ ୨୦୧୦ ମଧ୍ୟରେ ଏହା ୪୬କୁ ବୃଦ୍ଧି ପାଇଥିଲା। ୨୦୧୦…
୯ ବର୍ଷରେ ୪୪ରୁ ଊର୍ଦ୍ଧ୍ୱ ହାତୀଦାନ୍ତ ଜବତ
ହାତୀକୁ ହତ୍ୟା କରି ଶିକାରୀମାନେ ତା’ର ଦାନ୍ତ ଚୋରା ଚାଲାଣ କରୁଛନ୍ତି। ୨୦୧୨ ଜୁଲାଇରୁ ଏପର୍ଯ୍ୟନ୍ତ ୯ବର୍ଷ ମଧ୍ୟରେ ୪୪ରୁ ଅଧିକ ହାତୀ ଦାନ୍ତ ଜବତ ହୋଇଥିବାବେଳେ ଏନେଇ ୨୯ ମାମଲା ରୁଜୁ କରାଯାଇଛି। ଗତ ଦୁଇବର୍ଷ ମଧ୍ୟରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍…
ବନ୍ଧାହୋଇ ରହିଲେ କ’ଣ ସମସ୍ୟା ହେବ
*ଅଧିକ ସମୟ ଗୋଡ଼ରେ ଶିକୁଳି ପଡ଼ି ରହିବାରୁ କ୍ଷତ ହୁଏ ଏବଂ ସଂକ୍ରମଣ ମଧ୍ୟ ବଢ଼ିଥାଏ। *ଗୋଟିଏ ପ୍ରାପ୍ତବୟସ୍କ ହାତୀକୁ ଯେତିକି ଖାଦ୍ୟ ଆବଶ୍ୟକ, ବନ କର୍ମଚାରୀ ସେତିକି ଯୋଗାଇ ପାରନ୍ତି ନାହିଁ। *ହାତୀଙ୍କର ସ୍ବେଦ ଗ୍ରନ୍ଥି ନାହିଁ, ତେଣୁ ସେମାନଙ୍କର…
କାନ୍ଦୁଛି ଗଜରାଜ
ପ୍ରତିବର୍ଷ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଉଛି। ପରିବେଶ ସନ୍ତୁଳନରେ ଏହି ଅନ୍ୟତମ ବୃହତ୍ ବନ୍ୟପ୍ରାଣୀ ହାତୀ ପ୍ରମୁଖ ଭୂମିକା ନେଇଥାଏ। କିନ୍ତୁ ମନୁଷ୍ୟକୃତ ଏକାଧିକ କାରଣ ପାଇଁ ଏବେ ଏମାନଙ୍କ ବଂଶ ବିପଦରେ। ହାତୀ ଓ…
କ୍ରିଷ୍ଣା ଦେବାଶିଷଙ୍କୁ ଗ୍ରାଣ୍ଡମାଷ୍ଟର ଉପାଧି
ରସୁଲପୁର,୧୨ା୮(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାମଦେବପୁର ଗ୍ରାମର ୨ ବର୍ଷ ୧୦ ମାସ ବୟସର ବାଳକ ଡି.ଏନ୍. କ୍ରିଷ୍ଣା ଦେବାଶିଷଙ୍କୁ ଆଉ ଏକ ସଫଳତା ମିଳିଛି। ଏସିଆ ବୁକ୍ ଅଫ୍ ରେକଡର୍ସ ପକ୍ଷରୁ ତାଙ୍କୁ ଗ୍ରାଣ୍ଡ୍ମାଷ୍ଟର ଉପାଧି ଦିଆଯାଇଛି। ସେ…
Archives


