ସ୍ବାଧୀନତା ସଂଗ୍ରାମରେ ଗଞ୍ଜାମର ଅବଦାନ ଅତୁଳନୀୟ: ପୂର୍ତ୍ତ ବିଭାଗ ମନ୍ତ୍ରୀ
ଛତ୍ରପୁର,୧୫।୮(ଡି.ଏନ୍.ଏ.): ଗଞ୍ଜାମରେ ଜିଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଇସ୍ପାତ, ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଅନୁଷ୍ଠିତ ପରେଡ୍ରେ ସେ…
ଅଛନ୍ତି ୧୭ ନାତିନାତୁଣୀ, ଏବେ ୨୪ ବର୍ଷୀୟ ଯୁବକଙ୍କୁ ପ୍ରେମ ବିବାହ କରିବେ ଏହି ବୃଦ୍ଧା
କୁହାଯାଏ, ପ୍ରେମରେ କୌଣସି ବୟସ ନାହିଁ। କାହାକୁ କେତେବେଳେ ପ୍ରେମ ହୋଇଯିବ ତାହା କହି ହେବ ନାହିଁ। ଠିକ୍ ସେମିତି ଏକ ଘଟଣା ଘଟିଛି ଆମେରିକାରେ। ଏଠାକାର ଜଣେ ବୃଦ୍ଧା ୨୪ ବର୍ଷୀୟ ଯୁବକଙ୍କୁ ପ୍ରେମ ବିବାହ କରିବେ। ଏହି ବୃଦ୍ଧାଙ୍କର…
କଟକଣାରେ ସ୍ବାଧୀନତା ଦିବସ ପାଳିତ : ଶ୍ରମ ମନ୍ତ୍ରୀ କଲେ ପତାକା ଉତ୍ତୋଳନ
ବଲାଙ୍ଗୀର ଅଫିସ,୧୫।୮: ବଲାଙ୍ଗୀର ସହର ମନୋହରପୁର ପୋଲିସ ପଡ଼ିଆରେ ୭୫ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ…
୩୩୫ ଯୁବତୀଙ୍କ ସହ ଡେଟ୍ରେ ଯାଇସାରିଲେଣି ଏହି ଯୁବକ, ଏବେ ବି ଅଧୁରା ରହିଛି ସ୍ବପ୍ନ
ତାମିଲନାଡୁରେ ରହୁଥିବା ସୁନ୍ଦର ରାମୁ ବର୍ତ୍ତମାନ ସୁଦ୍ଧା ୩୩୫ ଯୁବତୀଙ୍କ ସହ ଡେଟ୍ରେ ଯାଇସାରିଲେଣି। କିନ୍ତୁ ତାଙ୍କ ଇଚ୍ଛା ଏବେ ବି ପୂରଣ ହୋଇନାହିଁ। କାରଣ ତାଙ୍କର ଲକ୍ଷ୍ୟ ରହିଛି ସେ ୩୬୫ ଯୁବତୀଙ୍କ ସହ ଡେଟ୍ରେ ଯିବେ। ସୁନ୍ଦର ଇତିମଧ୍ୟରେ…
୧୬ରୁ ସ୍ଵର୍ଗଦ୍ୱାରରେ ବାହାର ଲୋକଙ୍କୁ ଶବଦାହ ଅନୁମତି
ପୁରୀ ଅଫିସ,୧୫।୮: ସ୍ଵର୍ଗଦ୍ୱାରରେ ଶବସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ରହିଥିବା କଟକଣାକୁ ପୁରୀ ଜିଲା ପ୍ରଶାସନ ପ୍ରତ୍ୟାହାର କରିନେଇଛି। ଆସନ୍ତା ୧୬ ତାରିଖରୁ ବାହାର ଜିଲା ଓ ରାଜ୍ୟର ଲୋକେ ସ୍ଵର୍ଗଦ୍ୱାରରେ ଅଣକୋଭିଡ୍ ମୃତକଙ୍କ ଦାହ କରିପାରିବେ। ସେହିଭଳି…
ହାଇତିରେ ୭.୨ ତୀବ୍ରତାର ଭୂକମ୍ପ: ୩୦୦ରୁ ଊର୍ଦ୍ଧ୍ୱ ମୃତ
ପୋର୍ଟ-ଓ-ପ୍ରିନ୍ସ,୧୫ ।୮: ହାଇତିରେ ଶନିବାର ହୋଇଥିବା ଭୂକମ୍ପର ତୀବ୍ରତା ରହିଥିଲା ୭.୨ । ଏଥିରେ ବହୁ ପରିମାଣରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏବେସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଏହି ଭୂକମ୍ପରେ ଅତିକମରେ ୩୦୪ଜଣଙ୍କ ମୃତ୍ୟୁ ହେବା ସହ ୧୮୦୦ରୁ…
ମୃତ୍ୟୁ ପରେ ସ୍ବପ୍ନରେ ଆସିଲେ ସ୍ବାମୀ, ମନ୍ଦିର ନିର୍ମାଣ କରି ପୂଜା କରୁଛନ୍ତି ସ୍ତ୍ରୀ
ଭୋପାଳ: ଆମ ଦେଶରେ ସ୍ବାମୀ-ସ୍ତ୍ରୀ ସମ୍ପର୍କ ଅତୁଟ ବୋଲି ମନାଯାଏ। ଜଣେ ମହିଳା ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଏମିତି କିଛି କାମ କରିଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଆନ୍ଧ୍ରପ୍ରଦେଶର ଜଣେ ମହିଳା ମୃତ ସ୍ବାମୀଙ୍କୁ ବାରମ୍ବାର…
୭୫ତମ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ସୁନ୍ଦରଗଡ଼ ଅଫିସ,୧୫।୮: ସୁନ୍ଦରଗଡ଼ରେ ଜିଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଶଙ୍କରାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଏହି ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ପରେ ଆୟୋଜିତ…
୫,୦୦୦ ଆମେରିକା ସୈନ୍ୟ ଯିବେ ଆଫଗାନିସ୍ତାନ…
କାବୁଲ,୧୫।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଫଗାନିସ୍ତାନକୁ ୫,୦୦୦ ସୈନ୍ୟ ପଠାଇବା ଲାଗି ଘୋଷଣା କରିଛନ୍ତି। ସୈନ୍ୟମାନେ ଆଫଗାନିସ୍ତାନରେ ଥିବା ଆମେରିକା ନାଗରିକ ତଥା ସାମରିକ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ ଆବଶ୍ୟକ ସହାୟତା ଯୋଗାଇଦେବେ। ଆଫଗାନିସ୍ତାନରେ ସମ୍ପ୍ରତି…
ଏବେ ବି ସେଦିନ ଅଭୁଲା: ଗାଁରେ ତ୍ରିରଙ୍ଗା ଉଡ଼ାଇଥିଲୁ
ଆଜି ଦେଶ ପାଳନ କରୁଛି ୭୫ତମ ସ୍ବାଧୀନତା ଦିବସ। ଏବେ ବି ଜୀବିତ ଅଛନ୍ତି ଦେଶ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା କେତେକ ସଂଗ୍ରାମୀ। ତେବେ ପ୍ରଥମ ସ୍ବାଧୀନତା ଦିବସ ପାଳନର ଅଭୁଲା ସ୍ମୃତି ବଖାଣିଛନ୍ତି ଦୁଇ ସଂଗ୍ରାମୀ… ବରଗଡ଼ ଜିଲା…
କଟକଣା ମଧ୍ୟରେ ପାଟଣାରେ ପାଳିତ ହେଲା ସ୍ବାଧୀନତା ଦିବସ
ପାଟଣା,୧୫ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରେ କୋଭିଡ୍ କଟକଣା ମଧ୍ୟରେ ରବିବାର ୭୫ ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟାଳୟସ୍ଥିତ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ…
ଜାତୀୟ ପତାକା ଉତ୍ତୋଳନ କଲେ ଆତଙ୍କବାଦୀଙ୍କ ପିତା…
ଶ୍ରୀନଗର,୧୫।୮: ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ବୁରହାନ୍ ଓ୍ବାନୀଙ୍କ ପିତା ମୁଜଫର ଓ୍ବାନୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେ ସ୍ଥାନୀୟ ଗଭର୍ନମେଣ୍ଟ୍ ଗର୍ଲସ୍ ହାୟର ସେକେଣ୍ଡାରୀ ସ୍କୁଲ୍ରେ ରବିବାର ପୂର୍ବାହ୍ନ ୯ଟାରେ ପହଞ୍ଚି…
Archives


