୨୦୨୨ରେ ବିବାହ କରିବେ ବଲିଉଡ୍‌ର ଏହିସବୁ ଯୋଡ଼ି

ମୁମ୍ବାଇ: ୨୦୨୨ରେ ବଲିଉଡ୍‌ର କିଛି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଆଲିଆ-ରଣବୀର,ଅର୍ଜୁନ-ମଲାଇକା,ଆଦର-ତାରା,କିଆରା-ସିଦ୍ଧାର୍ଥ, ରାହୁଲ-ଆଥିଆ।

ଆଲିଆ-ରଣବୀର:
୨୦୧୮ରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ମଧ୍ୟରେ ପ୍ରେମସମ୍ପର୍କ ଚାଲିଆସୁଛି। ତେବେ ଏହି ଯୋଡ଼ି ୨୦୨୨ରେ ବିବାହ କରିବେ।

ଅର୍ଜୁନ-ମଲାଇକା:
ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ମଧ୍ୟରେ ୨୦୧୯ରୁ ପ୍ରେମ ସମ୍ପର୍କ ଚାଲିଆସୁଛି। ଏହି ଯୋଡ଼ି ୨୦୨୨ରେ ହାତକୁ ଦି’ ହାତ ହେବେ।

ଆଦର-ତାରା:

ଆଦର ଜୈନ ଏବଂ ତାରା ସୂତରିଆ ୨୦୨୨ରେ ବିବାହ କରିବେ।

ରାହୁଲ: ଆଥିଆ:

କେଏଲ୍‌ ରାହୁଲ ଏବଂ ଅଭିନେତ୍ରୀ ଆଥିଆ ସେଟ୍ଟୀ ଦୀର୍ଘଦିନ ଧରି ପରସ୍ପରକୁ ଡେଟିଂ କରୁଥିଲେ। ୨୦୨୨ରେ ଏହି ଯୋଡ଼ିଙ୍କ ସାହାନାଇ ବାଜିବ।

କିଆରା-ସିଦ୍ଧାର୍ଥ:

ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ୨୦୨୨ରେ ବିବାହ କରିବେ। ଦୁଇଜଣ ଭଲ ସାଙ୍ଗ ଥିଲେ। ଏବେ ଏହି ଯୋଡ଼ି ବିବାହ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଆସିବେ କଙ୍ଗନା

ମନାଲି,୨୩।୧୨-ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଗାମୀ ବର୍ଷ ଶ୍ରୀକ୍ଷେତ୍ର ପୁରୀକୁ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏ ନେଇ ନିଜେ କଙ୍ଗନା ମଙ୍ଗଳବାର...

ଚର୍ଚ୍ଚାରେ କ୍ୟାଟ୍ରିନାଙ୍କ ମଙ୍ଗଳସୁତ୍ର: ଦାମ୍‌ ରହିଛି…

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବିବାହ ପରେ ସୋସିଆଲ ମିଡିଆରେ ସକ୍ରିୟ ହୋଇପଡିଛନ୍ତି। ପ୍ରଶଂସକଙ୍କ ସହ ନୂଆ ନୂଆ ଫଟୋ ମଧ୍ୟ ଶେୟାର କରୁଛନ୍ତି। ନିକଟରେସେ...

ଓଜନିଆ ଗାଉନ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଉର୍ବଶୀ: ବସିବା ପାଇଁ ଲୋଡ଼ା ପଡ଼ିଲା ଚାରି ଜଣଙ୍କ ଜାଗା

ଚଳିତ ବର୍ଷ ଆସାମର ଗୌହାଟୀରେ ଫିଲ୍ମ ଫେୟାର ଆଓ୍ବାର୍ଡର ଆୟୋଜନ ହୋଇଛି। ବହୁ କଳାକାରଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅଭିନେତ୍ରୀ ଉର୍ବଶୀ ରୌତେଲା...

ତୈମୁରଙ୍କ ହାତରେ ଟାଟୁ

ମୁମ୍ବାଇ,୧।୬: ନିକଟରେ ଶାହରୁଖ ଖାଁ ନିଜ ସାନ ପୁଅ ଅବରାମଙ୍କ ବର୍ଥଡେ ସେଲିବ୍ରେଟ କରିଥିଲେ। ଏହି ବାର୍ଥଡେ ପାର୍ଟିରେ ସୈଫ ଅଲ୍ଲୀ ଖାଁ, କରୀନା କପୁର...

ଆମୀର-କିରଣଙ୍କ ଜୀବନ ବଦଳାଇ ଦେଇଥିଲା ଗୋଟିଏ ଫୋନ୍‌ କଲ୍‌

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ସ୍ତ୍ରୀ ତଥା ନିର୍ଦ୍ଦେଶିକା, ପ୍ରଯୋଜିକା କିରଣ ରାଓ ନଭେମ୍ବର ୭ରେ ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ତେଲେଙ୍ଗାନାର...

ମିଥୁନଙ୍କ ପତ୍ନୀ-ପୁଅଙ୍କ ବିରୋଧରେ ଆସିଲା ବଳାତ୍କାର-ଗର୍ଭପାତ ଅଭିଯୋଗ!

ମୁମ୍ବାଇ: ବଲିଉଡ୍ ନାୟକ ମିଥୁନ ଚକ୍ରବର୍ତ୍ତିଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତି ଏବେ ଅଡୁଆରେ ପଡିଯାଇଛନ୍ତି । ତାଙ୍କ ବିରୋଧରେ ମୁମ୍ବାଇର ଓସିୱାରା ପୋଲିସ ଷ୍ଟେଶନରେ ବଳାତ୍କାର...

ନୂଆବର୍ଷରେ ଓଟିଟିରେ ଡେବ୍ୟୁ କରିବେ ସୋନାକ୍ଷି

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ବହୁ କ୍ଷତି ସହିଥିବା ବେଳେ ଏବେ ପୁଣିଥରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିଲା । ହେଲେ କରୋନାର...

ଗର୍ଭାବସ୍ଥାର ଶେଷ ମାସରେ ଏମିତି ନାଚୁଛନ୍ତି ବେବୋ, ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖୁବଶୀଘ୍ର ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ସେ ବର୍ତ୍ତମାନ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହା ସହିତ ସେ...

Advertisement
Archives

Model This Week