Home Left

ପୁରୀ ଓ ରାଉରକେଲା ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌

ରାଉରକେଲା ଏବଂ ପୁରୀ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବା ପାଇଁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଉରକେଲାଠାରୁ ଏହି ଟ୍ରେନ୍‌ ଅଗଷ୍ଟ ୨୪ରୁ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ। ସେହିଭଳି ପୁରୀରୁ ଅଗଷ୍ଟ ୨୫ରେ ଛାଡି ରାଉରକେଲା…

ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟରେ ଆକାଶ ଲାଲ୍‌ ଦିଶିବା ପଛର କଥା…

ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ରଙ୍ଗ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳି ଯାଇଥାଏ। ଏହି ସମୟରେ ଆକାଶ କମଳା, ଗାଢ୍‌ ଲାଲ କିମ୍ବା ବାଇଗଣୀ ରଙ୍ଗରେ ପରିଣତ ହୋଇଥାଏ। ଏହା ବହୁତ ସୁନ୍ଦର ଏବଂ ମନଲୋଭା ଦିଶିଥାଏ। ତେବେ…

ଭୁଲରେ ବି ମହୁ ସହ ଖାଆନ୍ତୁ ନାହିଁ ଏସବୁ

ମହୁ ସ୍ବାସ୍ଥ୍ୟ ପାଇଁ ଅଧିକ ଉପକାରୀ ହୋଇଥିବା ବେଳେ, ଥଣ୍ଡା ଲାଗି ବରଦାନ ସଦୃଶ ହୋଇଥାଏ। ଥଣ୍ଡା ସମୟରେ ତୁଳସୀପତ୍ରରେ ମହୁ ମିଶାଇ ସେବନ କଲେ ଥଣ୍ଡା କଟିଥାଏ। ତେବେ ଏପରି କେତେକ ଜିନିଷ ଅଛି ଯେଉଁଥିରେ ମହୁ ମିଶାଇ ସେବନ…

କାହା ସହିତ କଥା ହେଉ ନ ଥିଲେବି ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ଉଭୟ ଗୁଣ୍ଡାରାଜ ଶୁଟିଂ ଶେଟରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ଅଜୟ ସେତେବେଳେ କାହା ସହିତ ଅଧିକ କଥା ହେବାକୁ ପସନ୍ଦ କରୁନ ଥିଲେ ।…

ବିକ୍‌ନୀରେ ନଜର ଆସିଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ନାଗିନ୍‌ ଫେମ୍‌ ତଥା ଛୋଟ ପରଦାର ଅଭିନେତ୍ରୀ ମୌନୀ ରାୟ ତାଙ୍କ ବନ୍ଧୁଙ୍କ ସହ ମାଳଦ୍ୱୀପକୁ ଛୁଟି କଟାଇବା ପାଇଁ ଯାଇଥିଲେ। ମୌନୀ ଏବେ ସେହି ସମୟରେ ଉଠାଇଥିବା କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଖୁବ୍‌…

ତୁର୍କୀରେ ଭୟଙ୍କର ବନ୍ୟା

ଇସ୍ତାନବୁଲ୍‌,୧୫।୮: ତୁର୍କୀରେ ବନ୍ୟା ଓ ଭୂସ୍ଖଳନରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଦେଶର ଜରୁରୀ ତଥା ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ କୁହାଯାଇଛି। ବୁଧବାରଠାରୁ ବାର୍‌ଟିନ, କାଷ୍ଟାମୋନୁ, ସିନୋପ ପ୍ରଦେଶରେ ଲଗାଣ ବର୍ଷାରେ ୫ ବ୍ରିଜ୍‌ ଓ ଅନେକ ଘର ଭୁଶୁଡ଼ି ପଡ଼ିଛି।…

ଆଉଟ୍‌ ହେଲେ ନାହିଁ ରୁଟ୍‌; ୨୪ ରନ୍‌ରେ ଆଗୁଆ ଇଂଲଣ୍ଡ

ଲଣ୍ଡନ,୧୪।୮: ଶେଷ ପର୍ଯ୍ୟନ୍ତ କେହି ଆଉଟ୍‌ କରିପାରିଲେ ନାହିଁ। ଅଧିନାୟକ ଜୋ ରୁଟ୍‌ ଏକାକୀ ପ୍ରଥମ ଇନିଂସରେ ଇଂଲଣ୍ଡକୁ ଆଣି ଦେଇଛନ୍ତି ୨୪ ରନ୍‌ର ଅଗ୍ରଣୀ। ରୁଟ୍‌ଙ୍କ ୧୮୦ ରନ୍‌ ଅପରାଜିତ ପାଳି ବଳରେ ପ୍ରଥମ ଇନିଂସରେ ଇଂଲଣ୍ଡ ୩୯୧ ରନ୍‌…

ଭାରତୀୟ ଜର୍ସି ପିନ୍ଧି ଗ୍ରାଉଣ୍ଡରେ ପଶିଲେ ପ୍ରଶଂସକ

ଲଣ୍ଡନ,୧୪।୮: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୩ୟ ଦିନରେ ଗ୍ରାଉଣ୍ଡ ଭିତରେ ଏକ ଅଜବ ଘଟଣା ଘଟିଥିଲା। ଶନିବାର ଲଞ୍ଚ ପରେ ଭାରତୀୟ ଦଳ ସହ ପଡ଼ିଆକୁ ପଶି ଆସିଥିଲେ ଜଣେ ପ୍ରଶଂସକ। ତାଙ୍କ ଯୋଗୁ ଦ୍ୱନ୍ଦ୍ୱରେ…

ରାହୁଲଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି

ନୂଆଦିଲ୍ଲୀ,୧୪।୮: ବଳାତ୍କାର ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଫେସବୁକ ଅଧିକାରୀଙ୍କୁ ଏଭଳି ପ୍ରଶ୍ନ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍‌ସିପିସିଆର୍‌)। କମିଶନର ସମନ ପତ୍ରରେ…

ଜଙ୍ଗଲର ସୁରକ୍ଷା ପାଇଁ ଅସ୍ତ୍ର ଧରିଲେ ଆଦିବାସୀ

ମାଲକାନଗିରି,୧୪ା୮(ଡି.ଏନ୍‌.ଏ.): ଜଙ୍ଗଲ ଆମର ମା’। ବର୍ଷବର୍ଷ ଧରି ଆମେ ବନାଞ୍ଚଳରେ ବସବାସ କରୁଛୁ। ଏହା ଆମର ଜୀବନ ଜୀବିକାର ଉତ୍ସ। ଜଙ୍ଗଲ ଫଳମୂଳ ଓ ପୋଡୁଚାଷ ଆମକୁ ବଞ୍ଚାଇ ରଖିଛି। ଏହାର ସୁରକ୍ଷା ଆମ ଦାୟିତ୍ୱ। କୌଣସି ପରିସ୍ଥିତିରେ ମଧ୍ୟ ଜଙ୍ଗଲ…

୧୬ରୁ ପ୍ରବଳ ବର୍ଷା

ଭୁବନେଶ୍ୱର,୧୪।୮(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବର୍ଷା ଜାରି ରହିଛି। ଶନିବାର ବାରିପଦାରେ ସର୍ବାଧିକ ୧୦୮.୮ ମି.ମି ବର୍ଷା ରେକର୍ଡ କରାଯାଇଛି। ଜିଲାରେ ପ୍ରବଳ ବର୍ଷା ହୋଇ ଅଧିକାଂଶ ରାସ୍ତାରେ ପାଣି ଜମି ରହିଥିବାରୁ କିଛି ସମୟ ପାଇଁ ଯାତାୟତ ଠପ୍‌…

ଦଳରେ ସାମିଲ ହେଲେ ସୂର୍ଯ୍ୟ-ପୃଥ୍ବୀ

ଲଣ୍ଡନ,୧୪।୮: ଯୁବ ଓପନର ପୃଥ୍ବୀ ଶ’ ଓ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଶନିବାର ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ବହୁ ପୂର୍ବରୁ ୟୁକେରେ ପହଞ୍ଚି ସାରିଥିବା ଦୁଇ ଖେଳାଳିଙ୍କ କ୍ୱାରେଣ୍ଟିନ ପିରିୟଡ୍‌ ଶେଷ ହୋଇଛି। ଏ ନେଇ ଦୁହିଁଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri