କାହା ପାଇଁ କେଉଁ ଦିଗ, ଜାଣନ୍ତୁ କ’ଣ କୁହେ ବାସ୍ତୁ…
ବାସ୍ତୁ ଶାସ୍ତ୍ରରେ ଘରର ସମସ୍ତ ଦିଗକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥାଏ। ପଶ୍ଚିମ ଏବଂ ଉତ୍ତରର ମଧ୍ୟଭାଗରେ ଅବସ୍ଥିତ ଉତ୍ତର-ପଶ୍ଚିମ ଦିଗକୁ ବାୟବ୍ୟ କୋଣ କୁହାଯାଏ। ସେହିଭଳି ଉତ୍ତର-ପଶ୍ଚିମ ଦିଗ ଆମକୁ ଦୀର୍ଘାୟୁ, ସ୍ବାସ୍ଥ୍ୟ ଏବଂ ଶକ୍ତି ପ୍ରଦାନ କରେ। ଏହି ଦିଗ…
କ୍ଷେତରୁ ମିଳିଲା ‘ଆଇ ଲଭ୍ ପାକିସ୍ତାନ’ ଲେଖାଥିବା ବେଲୁନ
ଚଣ୍ଡିଗଡ଼,୧୫ ।୮: ପଞ୍ଜାବ ରୁପନଗରରେ ଏକ କ୍ଷେତରୁ ‘ଆଇ ଲଭ୍ ପାକିସ୍ତାନ’ ଲେଖାଥିବା ବେଲୁନ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ରୁପନଗର ଏସ୍ଏସ୍ପି ଅଖିଳ ଚୌଧୁରି କହିଛନ୍ତି ପାକିସ୍ତାନ…
ଆଫଗାନିସ୍ତାନରେ ମହାସଙ୍କଟ: ଦେଶର ସମସ୍ତ ସୀମାକୁ କବ୍ଜା କଲା ତାଲିବାନ
କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଚରମ ସୀମାରେ ପହଞ୍ଚିଛି। ସର୍ବଶେଷ ସୂଚନା ଅନୁଯାୟୀ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରି ଦେଶର ସମସ୍ତ ସୀମା ଦଖଲ କରିଛନ୍ତି। ଏହାକୁ ଆଫଗାନିସ୍ତାନର ତିନିଜଣ ଅଧିକାରୀ ନିଶ୍ଚିତ କରିଛନ୍ତି। ତାଲିବାନ ଆତଙ୍କବାଦୀମାନେ…
ଇରାନରେ କରୋନାର ପଞ୍ଚମ ଲହର: ପ୍ରତିଦିନର ମୃତ୍ୟୁସଂଖ୍ୟା ୬୦୦!
ତେହେରାନ,୧୫ ।୮: ଇସଲାମିକ ଦେଶ ଇରାନରେ କରୋନା ସଂକ୍ରମଣର ପଞ୍ଚମ ଲହର ବା ଏପର୍ଯ୍ୟନ୍ତ ଆସିଥିବା ସବୁଠାରୁ ଭୟଙ୍କର ଲହର ଆରମ୍ଭ ହୋଇ ଯାଇଛି ବୋଲି କୁହାଯାଉଛି । ଦେଶର ସମସ୍ତ ହସ୍ପିଟାଲ ଭର୍ତ୍ତି ହୋଇଯାଇଥିବା ବେଳେ ହସ୍ପିଟାଲ ବାହାରେ ପାର୍କି…
ଘରେ ସୁଖ-ସମୃଦ୍ଧି ଆଣିଦିଏ ଚିମୁଟାଏ ଲୁଣ; ଏପରି କରନ୍ତୁ ବ୍ୟବହାର
ଖାଦ୍ୟ ପ୍ରସ୍ତୁତ ବେଳେ ଯେତେ ମସଲା ପକାଇଲେ ବି ଲୁଣ ପକାଇବା ପରେ ତାର ସ୍ବାଦ ଆସିଥାଏ। ଯଦିଓ ଲୁଣକୁ ଖାଦ୍ୟପେୟର ଅଭିନ୍ନ ଅଙ୍ଗ କୁହାଯାଏ, ଏହାର ମହତ୍ତ୍ୱ ବାସ୍ତୁ ଶାସ୍ତ୍ରରେ ମଧ୍ୟ ସ୍ବତନ୍ତ୍ର ରହିଛି। ଘରେ ସୁଖ-ଶାନ୍ତି ବଜାୟ ରଖିବା…
ଧୋନୀଙ୍କ ଏହି ନିଷ୍ପତ୍ତିରେ ସାରା ଦେଶ ହୋଇଥିଲା ଚକିତ
ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନ ଭାରତ ସ୍ବାଧୀନତା ପାଇଥିଲା। ଏହି ବର୍ଷ ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କରୁଛି। ଠିକ ୧ ବର୍ଷ ପୂର୍ବେ, ଏହି ଦିନ ଦେଶରେ ସମାନ…
୮୮ ମିନିଟର ଭାଷଣରେ ୨୯ ଥର କୃଷକ ଶବ୍ଦର ବ୍ୟବହାର କଲେ ମୋଦି
ନୂଆଦିଲ୍ଲୀ,୧୫ ।୮: ଦେଶର ୭୫ତମ ସ୍ୱାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲାଲକିଲାରେ ଦେଶକୁ ସମ୍ବୋଧିତ କରିଛନ୍ତି । ଆଉ ଏକ ଲମ୍ବା ୮୮ ମିନିଟର ଭାଷଣକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୋଦି ତାଙ୍କ…
ନାଗିନ୍ ଡ୍ୟାନ୍ସ କଲେ କୋହଲି
ଲଣ୍ଡନ,୧୫।୮: ଇଂଲଣ୍ଡର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତ ପାଇଁ ଶୁଭ ପ୍ରମାଣିତ ହୋଇଛି। କାରଣ ଏହି ଗ୍ରାଉଣ୍ଡରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟିକତ୍ୱରେ ୨୦୦୨ରେ ଭାରତ ନାଟଓ୍ବେଷ୍ଟ ଟ୍ରଫି ଜିତିଥିଲା। ପରେ ଗାଙ୍ଗୁଲି ବାଲକୋନିରୁ ନିଜ ଶରୀରରୁ ଜର୍ସି କାଢି ସେଲିବ୍ରେସନ କରିଥିଲେ।…
ରାୟଗଡ଼ାରେ ଉଡ଼ିଲା ତ୍ରିରଙ୍ଗା
ରାୟଗଡ଼ା ଅଫିସ,୧୫।୮ ରାୟଗଡ଼ାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ପଡ଼ିଆଠାରେ ନିରାଡମ୍ବର ଭାବେ ଆଜି ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ…
ସ୍ବାଭିମାନ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା
ଚିତ୍ରକୋଣ୍ଡା,୧୫।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗୁରୁପ୍ରିୟା ସେତୁ ନିକଟରେ ଉଡ଼ିଲା ତ୍ରିରଙ୍ଗା। ପାପରମେଟେଲା ଥାନାଧିକାରୀ ଚନ୍ଦ୍ରକାନ୍ତି ତାଣ୍ଡିଙ୍କ ନେତୃତ୍ୱରେ ଗୁରୁପ୍ରିୟା ସେତୁ ଏବଂ ବଡ଼ପଡ଼ାରେ, ଯୋଡ଼ାମ୍ବ ଥାନା, ଯୋଡ଼ାମ୍ବ ବିଏସ୍ଏଫ କ୍ୟାମ୍ପ, ଗୋରାସେତୁ ବିଏସ୍ଏଫ୍ କ୍ୟାମ୍ପରେ ସ୍ବାଧୀନତା ଦିବସ…
୧୪୬ ବର୍ଷ ପୂର୍ବେ ବିବାହ କରିଥିଲେ ଦମ୍ପତି: ମ୍ୟୁଜିୟମରେ ଅଣନାତୁଣୀଙ୍କୁ ମିଳିଲା ପ୍ରମାଣ
ଏକ ଦମ୍ପତି ୧୪୬ ବର୍ଷ ପୂର୍ବେ ବିବାହ କରିଥିଲେ। ଦେଢ଼ ଶତାବ୍ଦୀ ପରେ ଏବେ ତାଙ୍କ ଅଣନାତୁଣୀଙ୍କୁ ମିଳିଛି ବିବାହ ପ୍ରମାଣପତ୍ର। ଆମେରିକାର ନର୍ଥ କ୍ୟାରୋଲିନା ଥ୍ରିଫ୍ଟ ଷ୍ଟୋରରେ ୧୪୬ ବର୍ଷ ବିବାହର ଏକ ପ୍ରମାଣପତ୍ର ରହିଛି। ଏକ ଫ୍ରେମ୍ ଭିତରେ…
ଜମ୍ମୁ-କଶ୍ମୀରର ଅନନ୍ତନାଗରେ ୧୨,୧୨୫ ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା
ଅନନ୍ତନାଗ,୧୫।୮: ସମଗ୍ର ଦେଶରେ ରବିବାର ୭୫ତମ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏହି କ୍ରମରେ ଜମ୍ମୁ-କଶ୍ମୀରରେ ୧୨,୧୨୫ ଫୁଟ ଉଚ୍ଚରେ ଉଡିଛି ତ୍ରିରଙ୍ଗା। ଭାରତୀୟ ଯବାନମାନେ ଅନନ୍ତନାଗ ଜିଲାର ଦକ୍ଷିଣ କଶ୍ମୀରର ମୋର୍ଗାନ ଟପ୍ ପର୍ବତ ଶିଖରରେ ଜାତୀୟ ପତାକା ଉତ୍ତୋଳନ…
Archives


