ମକର ସଂକ୍ରାନ୍ତି, ଲୋରି, ବିହୁ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୩ ।୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋରି, ମକର ସଂକ୍ରାନ୍ତି, ପୋଙ୍ଗଲ, ଭୋଗଲି ବିହୁ, ଉତ୍ତରାୟଣ ଓ ପୌଷ ପର୍ବ ଅବସରରେ ଦେଶ ଓ ବିଦେଶରେ ଥିବା ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଥିବା…
ଜେଲରେ କିନ୍ନରଙ୍କ ପାଇଁ ହେବ ସ୍ବତନ୍ତ୍ର ପ୍ରକୋଷ୍ଠ
ନୂଆଦିଲ୍ଲୀ,୧୩।୧: କିନ୍ନରମାନଙ୍କ ଅଧିକାରକୁ ସ୍ବୀକୃତି ସ୍ବରୂପ ସେମାନଙ୍କ ଲାଗି ଜେଲରେ ସ୍ବତନ୍ତ୍ର ଓ୍ବାର୍ଡର ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପତ୍ର ଲେଖି ଜଣାଇଛନ୍ତି। ଶୋଷଣରୁ ସେମାନଙ୍କୁ ସୁରକ୍ଷା ଲାଗି କିନ୍ନର ବନ୍ଦୀଙ୍କ ନିମନ୍ତେ ସ୍ବତନ୍ତ୍ର ପ୍ରକୋଷ୍ଠ ବ୍ୟବସ୍ଥା ରହିବା…
ଭାଇରାଲ ଓ୍ବାର୍ଡ ଗେମ୍ ‘ଓ୍ବାର୍ଡଲେ’
ନ୍ୟୁୟର୍କ,୧୩।୧: ମହାମାରୀବେଳେ ଲୋକେ ଅଧିକ ସମୟ ଘରେ ବିତାଉଥିବାବେଳେ ଏକ ମଜାଦାର ଗେମ୍ ଅନଲାଇନରେ ବେଶ୍ ଲୋକପ୍ରିୟ ହୋଇଛି। ସହଜ ଏବଂ କୌତୁହପୂର୍ଣ୍ଣ ହୋଇଥିବାରୁ ବହୁ ସଂଖ୍ୟାରେ ୟୁଜର୍ସ ଏବେ ଏହି ଖେଳରେ ମାତିଛନ୍ତି। ଏହାର ନାମ ହେଉଛି ‘ଓ୍ବାର୍ଡଲେ’। ନିଜ…
୪ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
ଇସ୍ଲାମାବାଦ,୧୩।୧(ପି.ଟି.): ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଜମାତ୍-ଉଦ୍-ଦ୍ୱାଓ୍ବା(ଜେୟୁଡି) ମୁଖ୍ୟ ହାଫିଜ୍ ସୟିଦ୍ଙ୍କ ଘର ବାହାରେ ବିସ୍ଫୋରଣ ମାମଲାରେ ପାକିସ୍ତାନର ଲାହୋର ସ୍ଥିତ ଏକ କୋର୍ଟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ୨୦୨୧…
ଇସ୍ରୋର ହେବନାହିଁ ଘରୋଇକରଣ: ଏସ୍ ସୋମନାଥ
ଥିରୁଭାନନ୍ତପୁରମ(କେରଳ),୧୩ ।୧: ଭାରତୀୟ ମହାକାଶ ଓ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ର ମୁଖ୍ୟ ଭାବେ ରକେଟ ବୈଜ୍ଞାନିକ ଏସ୍ ସୋମନାଥଙ୍କୁ ନିଯୁକ୍ତି ମିଳିଛି । ଏସ୍ ସୋମନାଥଙ୍କର ଏଝଖଠ ଗଳ-ଓଓଓ ଲଞ୍ଚର ବିକାଶରେ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ସେ ଇସ୍ରୋର ବରିଷ୍ଠ…
କୋଭିଡ୍ ମୁକ୍ତ ଗାଁ ପ୍ରତିଯୋଗିତା, ବିଜେତାଙ୍କୁ ୫୦ ଲକ୍ଷ
ପୁଣେ,୧୨।୧: କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ପୂରା ଦେଶରେ ହୁ ହୁ ହୋଇ ବୃଦ୍ଧ ପାଉଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଏକ ଅଭିନବ ପ୍ରୟାସ କରିଛି ମହାରାଷ୍ଟ୍ରର ପୁଣେ ଜିଲା ପ୍ରଶାସନ। ଜିଲାରେ ‘କୋଭିଡ୍ ମୁକ୍ତ ଗାଁ’ ପ୍ରତିଯୋଗିତା ଘୋଷଣା କରାଯାଇଛି।…
ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୪୯ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୨ା୧(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୯୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୦,୪୮,୭୩୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୬୦ କରୋନା…
ଇର୍ଫାନ, କପିଳଙ୍କ ସମକକ୍ଷ ହେଲେ ବୁମରା
କେପ୍ ଟାଉନ,୧୨।୧: ନ୍ୟୁଲାଣ୍ଡ୍ସରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ସଫଳତା ହାସଲ କରିଛନ୍ତି ଯଶପ୍ରୀତ ବୁମରା। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୭ମ ୫ ଉଇକେଟ ସଫଳତା। ଅତିକମ୍ରେ ୨୭ଟି ଟେଷ୍ଟ ଖେଳିଥିବା ଭାରତୀୟ…
ଲଙ୍କା କେଜି ୭୦୦, ଟମାଟୋ ୨୦୦
କଲମ୍ବୋ,୧୨ା୧: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଛି। ଶ୍ରୀଲଙ୍କାରେ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି। ଏଠାରେ ଖାଦ୍ୟ ଏବଂ ପାନୀୟ ଏକ ମାସରେ ୧୫ ପ୍ରତିଶତ ମହଙ୍ଗା ହୋଇଛି। ୧୦୦ ଗ୍ରାମ ଲଙ୍କାର…
୬ ଓଭର ତିଷ୍ଠି ପାରିଲେନି ଦୁଇ ଓପନର
କେପ୍ ଟାଉନ,୧୨।୧: ନ୍ୟୁଲାଣ୍ଡ୍ସରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଦ୍ୱିତୀୟ ମ୍ୟାଚ୍ରେ ଦୁଇ ଭାରତୀୟ ଓପନର ଫେଲ୍ ମାରିଛନ୍ତି। ଏପରି କି ଦୁହେଁ ୬ ଓଭର ତିଷ୍ଠି ପାରି ନ ଥିଲେ। ୫ମ ଓଭରର ୫ମ ବଲରେ କାଗିସୋ ରବାଡାକୁଙ୍କ…
ମହିଳାଙ୍କୁ ଅସଦାଚରଣ ପାଇଁ ଉଲଗ୍ନ କରି ଚଲାଇଲେ
ହାସନ (କର୍ନାଟକ),୧୨।୧: ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଉଲଗ୍ନ କରି ଚଲାଇଛନ୍ତି ସ୍ଥାନୀୟ ଲୋକେ। ଏଭଳି ଘଟଣା ଘଟିଛି କର୍ନାଟକର ହାସାନ ଜିଲା ମହାରାଜା ପାର୍କରେ। ପୋଲିସ ଅନୁଯାୟୀ, ନିର୍ଯାତନାର ସମ୍ମୁଖୀନ ହୋଇଥିବା…
ଚଷମା ଲଗାଇଲେ ଗାଈ ଦେଉଛି ଅଧିକ କ୍ଷୀର
ଯେଉଁ ଗୋପାଳକମାନେ ଗାଈ ପାଳିଛନ୍ତି, ସେମାନେ ଚାହାନ୍ତି ସେମାନଙ୍କ ଗାଈ କେମିତି ଅଧିକରୁ ଅଧିକ କ୍ଷୀର ଦେଉ। ଆଉ ସେମାନେ ଏହାକୁ ବିକ୍ରି କରି ଲାଭବାନ ହୁଅନ୍ତୁ। ଏମିତିରେ ବଜାରରେ ଅଧିକ କ୍ଷୀର ଦେଉଥିବା ଗାଈଙ୍କ ମୂଲ୍ୟ ମଧ୍ୟ ସର୍ବାଧିକ ରହିଥାଏ।…

