Home Left

ସମ୍ପୂର୍ଣ୍ଣ ଟିକା ନେଇଥିବା ୨୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ: ସର୍ଭେ

ନୂଆଦିଲ୍ଲୀ,୩୧ ।୮: ରାଜଧାନୀ ଦିଲ୍ଲୀର ଏକ ହସ୍ପିଟାଲରେ ସମ୍ପୂର୍ଣ୍ଣ ଭାବେ ଟିକା ନେଇଥିବା ୨୫ ପ୍ରତିଶତ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ହେଲେ କେହି ହସ୍ପିଟାଲରେ ଭର୍ତ୍ତି ହୋଇ ନାହାଁନ୍ତି । କାରଣ କେହି ଗୁରୁତର ହୋଇ…

ରାଜ୍ୟରୁ ପୁଣି ୬୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩୧।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୮ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭,୯୬୯କୁ ବୃଦ୍ଧି ପାଇଛି। ୬୮ ମୃତକଙ୍କ ମଧ୍ୟରୁ…

ଆଇପିଏଲ୍‌ ପୂର୍ବରୁ ଆହତ ହେଲେ ଏହି ଖେଳାଳି, ୩ ଦଳର ବଢିଲା ଚିନ୍ତା

ଲଣ୍ଡନ,୩୧।୮: ନିକଟରେ ଦି ହଣ୍ଡ୍ରେଡ ଲିଗରେ ୨୭ ଟି ଛକା ଓ ୨୨ ଚୌକା ସହ ୩୫୮ ରନ ସ୍କୋର କରିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଆଘାତ ଇଂଲଣ୍ଡ ଦଳ, କାଉଣ୍ଟି ଦଳ ଲାଙ୍କଶେୟାର…

ଆଫଗାନିସ୍ତାନ ଫେରିଲେ ଓସାମା ବିନ୍ ଲାଦେନଙ୍କ ପୂର୍ବତନ ସହଯୋଗୀ

କାବୁଲ,୩୧ ।୮: ଆଫଗାନିସ୍ତାନରୁ ଆମେରିକା ସେନା ହଟିବା ପରେ ଏହା ସମ୍ପୂର୍ଣ୍ଣ ଭାବେ ତାଲିବାନ ହାତକୁ ଆସିଯିବା ପରେ ଏବେ କୁଖ୍ୟାତ ଆତଙ୍କବାଦୀଙ୍କ ଘର ଲେଉଟାଣି ହୋଇଛି ବୋଲି କୁହାଯାଉଛି । ଆଫଗାନିସ୍ତାନରେ ଅଲ-କାଏଦାର ମୁଖ୍ୟ ନେତା ଅମିନ-ଉଲ-ହକ ଏବେ ତାଙ୍କ…

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୧୧୦ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୩୧।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ…

ଡାକ୍ତରଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ: ବରଗଡ଼-ଛତିଶଗଡ଼ ଯାତାୟତ ବିଚ୍ଛିନ୍ନ

ବରଗଡ଼ ଅଫିସ/ଅମ୍ବାଭୋନା,୩୧।୮: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ହିତାକାଂକ୍ଷୀ ପ୍ରଧାନଙ୍କୁ ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ବଦଳି ହୋଇଛି। ବଦଳି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ…

ସେପ୍ଟେମ୍ବର ୧ରୁ ଖୋଲିବନି ସ୍କୁଲ, ହାଇକୋର୍ଟ ଲଗାଇଲେ ରୋକ…

ହାଇଦ୍ରାବାଦ୍‌,୩୧।୮: ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ତେଲେଙ୍ଗାନା ହାଇକୋର୍ଟ ରୋକ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ସରକାର ସ୍କୁଲ କଲେଜ ସହିତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଘୋଷଣା କରିଥିଲେ। ତେବେ ରାଜ୍ୟରେ ମହାମାରୀର ସାମ୍ପ୍ରତିକ କରୋନା…

ଗର୍ଭବତୀଙ୍କ ପାଇଁ ‘ଲଡୁ ବିତରଣ ଯୋଜନ’: ପ୍ରତିମାସରେ ମିଳିବ ୧୫ ଲଡୁ

ଗାନ୍ଧିନଗର,୩୧ ।୮: ଗୁଜରାଟ ଗସ୍ତରେ ଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ତାଙ୍କର ନିର୍ବାଚନ ମଣ୍ଡଳୀ ଗାନ୍ଧିନଗରରେ ଗର୍ଭବତୀଙ୍କ ପାଇଁ ପୌଷ୍ଟିକ ‘ଲଡୁ ବିତରଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶାହା କହିଛନ୍ତି କୌଣସି ଦେଶ ଏପର୍ଯ୍ୟନ୍ତ ଅଗ୍ରଗତି…

ଡାକ୍ତରଖାନାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: କାର୍‌ ଭାଙ୍ଗି ମାରିଲେ ମାଡ଼

ବରଗଡ଼ ଅଫିସ,୩୧।୮: ବରଗଡ଼ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ଅସୁରକ୍ଷିତ ହୋଇ ପଡିଛି। ସ୍ଥାନୀୟ ଟାଉନ ଥାନାର ଅନତିଦୂରରେ ରହିଥିବା ଏହି ଡାକ୍ତରଖାନାରେ ବିଭିନ୍ନ ସାମଗ୍ରୀ, ମୋବାଇଲ ଚୋରି ହେବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥିବାବେଳେ…

ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ପରେ ବଢିଥିଲା କ୍ରିକେଟ୍‌ ନିଶା; ପଡ଼ିଆରେ କରିଥିଲେ ଅନେକ ରେକର୍ଡ

କ୍ରୀଡା ଏବଂ ଅଧ୍ୟୟନର ମିଳନ କ୍ୱଚିତ୍‌ ଦେଖାଯାଏ, କିନ୍ତୁ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଭଲ ଅଧ୍ୟୟନ କରିବା ପରେ ଖେଳକୁ ନିଜର କ୍ୟାରିଅର୍‌ କରିଥିଲେ। ଏହିପରି ଜଣେ କ୍ରିକେଟର ହେଉଛନ୍ତି ଜଭଗଲ ଶ୍ରୀନାଥ, ଯିଏ ଇଞ୍ଜିନିୟରିଂ କରିଥିଲେ ଏବଂ ପରେ…

ଭଡ଼ାରେ ଚାଲିଛି ବିଦ୍ୟୁତ୍‌ ଥାନା

କଟକ ଅଫିସ,୩୧।୮: ବିଦ୍ୟୁତ ଚୋରି ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକରେ ବିଦ୍ୟୁତ ଥାନା ରହିଛି। ଏହି ଥାନା ବିଗତ ୪୦ ଦିନରେ ବେଆଇନ ଭାବେ ବିଦ୍ୟୁତ ବ୍ୟବହାରକାରୀଙ୍କଠାରୁ ପ୍ରାୟ ୨୫ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ତେବେ ଏହି…

ପ୍ରକଳ୍ପ ନିର୍ମାଣରେ ଗୁଣବତ୍ତାକୁ ଉପେକ୍ଷା

ଯାଜପୁର ଅଫିସ,୩୧।୮: ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୬,୬୭୬ କୋଟି ଟଙ୍କାର ୯୦ ମେଗା ପାଇପ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୬ଟି ଯୋଜନାରେ ଚାଲିଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୮ ପ୍ରକଳ୍ପ ରହିଛି। ୩ୟ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri