Home Left

ଇତିହାସର ସ୍ବାକ୍ଷର ବହନ କରୁଛି ସୂର୍ଯ୍ୟଘଡ଼ି

୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ ଶାସନ ପ୍ରାସ୍ତବ ଆଗତ କରିଥିଲେ। ତେବେ ଏହା ପୂର୍ବରୁ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ାଠାରେ ୧୮୬୯ ମାର୍ଚ୍ଚ ୧୦ରେ ପ୍ରତିଷ୍ଠା ହୋଇଥିଲା। ଆଖପାଖ ୬.୪୭ ବର୍ଗ କିଲୋମିଟର ମଧ୍ୟରେ ଥିବା ୧୪ଟି ପଡା…

ସ୍ମାର୍ଟସିଟିର ବାସ୍ତବ ଚିତ୍ରରୁ ବହୁ ଦୂରରେ ରାଜଧାନୀ:ଭାଜପା

ଭୁବନେଶ୍ୱର,୩୧।୮(ବ୍ୟୁରୋ): ମୋଦି ସରକାର ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱରକୁ ଅନ୍ତର୍ଭୁକ୍ତ କରିବା ସହ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ପ୍ରଦାନ କରିଛନ୍ତି ା ରାଜଧାନୀ ଭୁବନେଶ୍ୱର ଦେଶର ୧ ନମ୍ବର ସ୍ମାର୍ଟ ସିଟି ହେବ ବୋଲି ପ୍ରଚାର ସର୍ବସ୍ବ ରାଜ୍ୟ ସରକାର ଘୋଷଣା…

ଦେଶର ସମ୍ପତ୍ତି ଶାଗମାଛ ଦରରେ ବିକୁଛି କେନ୍ଦ୍ର: କଂଗ୍ରେସ

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନ୍ୟାଶନାଲ ମନିଟାଇଜେଶନ ପାଇପ୍‌ଲାଇନ ଯୋଜନା ସମ୍ପର୍କରେ ଚଳିତ ମାସ ୨୩ ତାରିଖରେ ଘୋଷଣା କରିଥିଲେ। ଏଥିରେ ରାଜପଥ, ବନ୍ଦର, ବିମାନ ବନ୍ଦର, ରେଳପଥ, ଖଣି, ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା, ଷ୍ଟାଡିୟମ, ପାନ୍ଥନିବାସ ଭଳି ଅନେକ ସରକାରୀ…

ଜାଲିଆତି କରି ଘରୋଇ ହସ୍ପିଟାଲ କର୍ମଚାରୀ ଗିରଫ

ଭୁବନେଶ୍ୱର,୩୧।୮: ଜାଲ କାଗଜପତ୍ର କରି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)ରୁ ଅର୍ଥ ଆତ୍ମସାତ୍‌ ଉଦ୍ୟମ କରିଥିବା ଅଭିଯୋଗରେ କମିଶନରେଟ୍‌ ପୋଲିସ ସୋମବାର ଏକ ଘରୋଇ ହସ୍ପିଟାଲର କର୍ମଚାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବୁଦ୍ଧିବାର ଅଞ୍ଚଳର…

ତେଲ ଟ୍ୟାଙ୍କରରେ ଆନ୍ଧ୍ରରୁ ଆସୁଥିଲା ଗଞ୍ଜେଇ

ଭୁବନେଶ୍ୱର/ସମ୍ବଲପୁର, ୩୦।୮(ବ୍ୟୁରୋ): ଆନ୍ଧ୍ରପ୍ରଦେଶରୁ ଓଡିଶାକୁ ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ( ଏନ୍‌ସିବି) ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମହେଶତାଲା ଥାନା ଦୌଲତପୁରର ରାମ ସାଗର ସିଂ (୬୦) ଓ ସନ୍ତୋଷ ରାୟ (୨୮)।…

ଜଣେ ଝିଅ ପାଇଁ ୨୫ ପୁଅଙ୍କଠାରୁ ମାଡ ଖାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନେତା ରାଜକୁମାର ରାଓ ଆଜି ବଲିଉଡରେ ଜଣେ ଜଣାଶୁଣା ଚେହେରା ପାଲଟିଛନ୍ତି। ରାଜକୁମାର ରାଓ ନିଜର କଠିନ ପରିଶ୍ରମ ସହିତ ଇଣ୍ଡଷ୍ଟ୍ରିରେ ଉଚ୍ଚ ସ୍ଥାନ ହାସଲ କରିଛନ୍ତ। ଆଜି ରାଜକୁମାର ରାଓଙ୍କ ଜନ୍ମଦିନ। ସେ ୩୧ ଅଗଷ୍ଟ ୧୯୮୪ ରେ ହରିୟାଣାର…

ଗାଁ ମୁହାଁ ହେଉଛି ସମୁଦ୍ର

ବାଲିଆପାଳ,୩୧।୮(ସ୍ବ.ପ୍ର): ପ୍ରାକୃତିକ ପରିବର୍ତ୍ତନ ମଣିଷର ଦମ୍ଭକୁ ଭାଙ୍ଗି ଦେଉଛି। କେତେବେଳେ ବାତ୍ୟା ତା’ର ମହା କରାଳ ରୂପ ଦେଖାଇ ଘର ଦ୍ୱାର ଭାଙ୍ଗି ଜନ ଶୂନ୍ୟ କରିଦେଉଛି ତ କେତେବେଳେ ସମୁଦ୍ରରୁ ଲୁଣା ଜଳ ମାଡ଼ି ଆସି ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ…

୬ ପରିବାର ୭ବର୍ଷ ହେଲା ବିତାଡ଼ିତ

ଖୋର୍ଦ୍ଧା ଅଫିସ,୩୧।୮: ମାନବବାଦ ସଙ୍ଗଠନ ନଁାରେ ତାଲିବାନୀ ଶାସନ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସଙ୍ଗଠନ ନଁାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ସଙ୍ଗଠନର ଅତ୍ୟାଚାର ସହି ନ ପାରି…

ରାଜଧାନୀ ରାସ୍ତାରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର,୩୧।୮(ବ୍ୟୁରୋ):  ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା। ରାଜଧାନୀ ରାସ୍ତାରେ ପୁଣି ରକ୍ତର ହୋଲି ଖେଳିଛନ୍ତି ଅପରାଧୀ। ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ରଘୁନାଥନଗରରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ପରିବାର ଲୋକଙ୍କ ଆଖି ଆଗରେ ଜଣେ ଯୁବକଙ୍କୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବିଧାୟକଙ୍କ ପୁଅ, ବୋହୂଙ୍କ ସମେତ ଚାଲିଗଲା ୭ ଜୀବନ

ବେଙ୍ଗାଲୁରୁ,୩୧।୮: କର୍ନାଟକର ବେଙ୍ଗାଲୁରୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତାମିଲନାଡୁର ହୋସୁରର ବିଧାୟକ ଓ୍ବାଇ. ପ୍ରକାଶଙ୍କ ପୁଅ ଏବଂ ବୋହୂଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସର ସୂଚନାନୁସାରେ, କୋରାମଙ୍ଗାଲା ନିକଟ ଦ୍ରୁତ ଗତିରେ ଆସୁଥିବା…

ନିରଞ୍ଜନଙ୍କୁ ବଡ଼ ଭାଇ କହି କଥା ବଦଳାଇଲେ ତାରା

ଭୁବନେଶ୍ୱର, ୩୧।୮(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସିଧାସଳଖ ବିଷୋଦ୍‌ଗାର କରୁଥିବା ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ମତ ପରିବର୍ତ୍ତନ କରିଛନ୍ତି। ନିରଞ୍ଜନଙ୍କୁ ବଡ଼ଭାଇ ବୋଲି ସମ୍ବୋଧନ କରିବା ସହ ପୁରୁଣା ସମସ୍ୟା ଦୂର ହୋଇଥିବା ତାରା…

୨୦ ବର୍ଷ, ୨ହଜାରୁ ଊର୍ଦ୍ଧ୍ୱ ସେନାଙ୍କୁ ହରାଇବା ପରେ ସରିଲା ଆମେରିକାର ଅଭିଯାନ

ୱାଶିଂଟନ,୩୧ ।୮: ଆତଙ୍କବାଦ ବିରୋଧରେ ୨୦ ବର୍ଷ ଧରି ଆମେରିକା ଚଳାଇଥିବା ଅଭିଯାନ ଶେଷ ହୋଇଛି । ଅନ୍ୟ ଦେଶରେ ଚାଲିଥିବା ଏଡି ଅଭିଯାନ ଯେତିକି କଷ୍ଟକର ଥିଲା ସେତିକି ରୋଚକ ମଧ୍ୟ ଥିଲା । ଆମେରିକାର ଆଫଗାନିସ୍ତାନରେ ଲଢେଇ ଏମିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri