Posted inଜାତୀୟ

ଜେଲରେ କିନ୍ନରଙ୍କ ପାଇଁ ହେବ ସ୍ବତନ୍ତ୍ର ପ୍ରକୋଷ୍ଠ

ନୂଆଦିଲ୍ଲୀ,୧୩।୧: କିନ୍ନରମାନଙ୍କ ଅଧିକାରକୁ ସ୍ବୀକୃତି ସ୍ବରୂପ ସେମାନଙ୍କ ଲାଗି ଜେଲରେ ସ୍ବତନ୍ତ୍ର ଓ୍ବାର୍ଡର ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପତ୍ର ଲେଖି ଜଣାଇଛନ୍ତି। ଶୋଷଣରୁ ସେମାନଙ୍କୁ ସୁରକ୍ଷା ଲାଗି କିନ୍ନର ବନ୍ଦୀଙ୍କ ନିମନ୍ତେ ସ୍ବତନ୍ତ୍ର ପ୍ରକୋଷ୍ଠ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ସେହିପରି କିନ୍ନର ବନ୍ଦୀମାନଙ୍କୁ ସେମାନେ ପସନ୍ଦ କରୁଥିବା ଲିଙ୍ଗର ବ୍ୟକ୍ତି କିମ୍ବା ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ଯାଞ୍ଚ କରାଯିବାକୁ ମଧ୍ୟ କୁହାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଓ ପୋଲିସ ମୁଖ୍ୟଙ୍କୁ ପତ୍ର ଲେଖି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଟ୍ରାନ୍ସ ମେନ୍‌ ଏବଂ ଟ୍ରାନ୍ସ ଓ୍ବିମେନ୍‌ ବନ୍ଦୀଙ୍କ ପାଇଁ ଅଲଗା ଅଲଗା ପ୍ରକୋଷ୍ଠ କରିବା ଲାଗି କହିଛି। କିନ୍ନରମାନଙ୍କ ଗୋପନୀୟତା ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା ପାଇଁ ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ପାଇଖାନା ଓ ଗାଧୁଆଘର ସୁବିଧା କରାଇବାକୁ ମନ୍ତ୍ରଣାଳୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ କମ୍ପାନୀଗୁଡ଼ିକର ବକେୟା ହ୍ରାସ ପାଇ ଜାନୁୟାରୀରେ ୬୨,୬୮୧.୬୮ କୋଟିରେ ପହଞ୍ଚିଲା….

ନୂଆଦିଲ୍ଲୀ,୮।୧ : ଜାନୁଆରୀରେ ବିଦ୍ୟୁତ ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ଦେୟ ପ୍ରାୟ ଅଧାକୁ ଖସି ଆସିଛି। ଜାନୁଆରୀ ପୂର୍ବରୁ ଏହା ୧,୨୧,୦୩୦ କୋଟି...

ଜମି ବଦଳରେ ଚାକିରି ଦେବା ମାମଲା: ତେଜସ୍ବୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୧୦।୩: ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)...

ଲକ୍‌ଡାଉନ ୪.୦: କର୍ନାଟକରେ ଖୋଲା ରହିବ ସବୁ ଦୋକାନ

ବେଙ୍ଗାଲୁରୁ,୧୮।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ସୋମବାରଠାରୁ ଲାଗୁ ହୋଇଛି ଲକ୍‌ଡାଉନ ୪.୦। ଏହି ସମୟରେ ନିୟମରେ କିଛିଟା କୋହଳ କରାଯାଇଥିବା ବେଳେ ଏଥିରେ...

କରୋନା ଭ୍ୟାକ୍ସିନ: ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ଖର୍ଚ୍ଚ କରିବେ ଚାରିଶହ ଟଙ୍କା!

ନୂଆଦିଲ୍ଲୀ,୧ ।୧୨: କରୋନା ମହାମାରୀକୁ ଦୂରେଇବା ପାଇଁ ଏହାର ଭ୍ୟାକ୍ସିନ ପ୍ରସ୍ତୁତି କାର୍ଯ୍ୟ ପ୍ର୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି । ଆଉ ଅଳ୍ପଦିନ ମଧ୍ୟରେ ଏହା...

ଦୁଇ ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ୩ ମୃତ

ସିଙ୍ଗ୍ରାଉଲି,୨ା୩(ପି.ଟି.): ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲାରେ ରବିବାର ଭୋର ସମୟରେ ଦୁଇଟି ମାଲ୍‌ବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆମ୍‌ଲୋରି ଖଣିରୁ...

ସମ୍ବର ପାଇଁ ମା’, ଭଉଣୀଙ୍କୁ ହତ୍ୟା

ବେଙ୍ଗାଲୁରୁ,୧୫।୧୦: ଘରେ ତିଆରି ସମ୍ବର ସୁଆଦିଆ ନ ଲାଗିବାରୁ ଜଣେ ଯୁବକ ତାଙ୍କ ମା’ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଭଳି ଲୋମ...

ମାଡ୍ରାସ୍‌ ରେଜିମେଣ୍ଟାଲ ସେଣ୍ଟରରେ ଶେଷ ବିଦାୟ…

ନୂଆଦିଲ୍ଲୀ,୯।୧୨: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ସମେତ ୧୧ ଜଣ ଅଧିକାରୀ...

ଆଇଆର୍‌ସିଟିସି ଶେୟାର ଦାମ୍‌ ହେଲା ଦୁଇଗୁଣାରୁ ଅଧିକ: ନିବେଶକ ମାଲାମାଲ୍‌

ନୂଆଦିଲ୍ଲୀ,୧୪।୧୦: ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେଶନ୍‌ (ଆଇଆର୍‌ସିଟିସି)ର ଶେୟାର ଦାମ୍‌ରେ ସୋମବାର ୧୦୧ ପ୍ରତିଶତ ପ୍ରିମିୟମ୍‌ ବୃଦ୍ଧି ପାଇ ଏହା ଇସ୍ୟୁ ଦାମ୍‌...

Advertisement
Archives

Model This Week