ଆମେରିକାର ଡ୍ରୋନ ଆକ୍ରମଣକୁ ନିନ୍ଦା କଲା ତାଲିବାନ
କାବୁଲ,୩୦ ।୮: ଆଫଗାନିସ୍ତାନରେ ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ ରବିବାର କାବୁଲରେ ହୋଇଥିବା ଆମେରିକାର ଡ୍ରୋନ୍ ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଅନ୍ୟ ଦେଶରେ ନିଜ ମନଇଚ୍ଛା ଆକ୍ରମଣ କରିବା ବେଆଇନ । ଏହି ଆକ୍ରମଣରେ ୭ ସାଧାରଣ…
ଗାଈ ଗୋଠରେ ବଜ୍ରପାତ: ଗଲା ୨୫ ଗୋରୁଙ୍କ ଜୀବନ
ନାକଟିଦେଉଳ,୩୦।୮(ଡି.ଏନ୍.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଜରେସିଙ୍ଘା ଗ୍ରାମରେ ସୋମବାର ଏକ ଗାଈ ଗୋଠରେ ବଜ୍ରପାତ ଘଟିଛି। ଫଳରେ ଗୋଠରେ ଥିବା ୨୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଏନେଇ ଗୋପାଳନ କରୁଥିବା ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।…
ମାନସିକ ପୂର୍ଣ୍ଣ ପାଇଁ ଆସିଥିଲେ ମହିଳା: ହାତୀ ନେଇଗଲା ଜୀବନ
ବାଲିଶଙ୍କରା,୩୦।୮(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଘୋଘର ଗ୍ରାମରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ପୂର୍ଣ୍ଣ ପାଇଁ ଆସିଥିବା ଜଣେ ମହିଳାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ବିଲେଇବାଇ(୪୫)। ବିଲେଇ ଭୋରୁ ଶୌଚ ହେବାପାଇଁ ଯାଇଥିବା…
ପଦକ ବିଜେତାଙ୍କ ଉପରେ ଧନ ବର୍ଷା
ଜୟପୁର,୩୦।୮: ସୋମବାର ଟୋକିଓ ପାରାଲିମ୍ପିକ୍ସରେ ରାଜସ୍ଥାନର ତିନିଜଣ ଖେଳାଳି ଦେଶକୁ ଗୌରାବାନ୍ବିତ କରିଛନ୍ତି। ପଦକ ବିଜେତାଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଅବନୀ ଲେଖରା ସ୍ବର୍ଣ୍ଣ, ଦେବେନ୍ଦ୍ର ଝାଝରିଆ ରୌପ୍ୟ ଏବଂ ସୁନ୍ଦର ସିଂ…
ଭାଜପାକୁ ଦୋଷାରୋପ କରି ଟିଏମ୍ସିରେ ଯୋଗ ଦେଲେ ତନ୍ମୟ ଘୋଷ
କୋଲାକାତା,୩୦ ।୮: ନେତାଙ୍କ ଦଳ ବଦଳ ସବୁ ସମୟରେ ଲାଗି ରହିଛି । ଏବେ ପଶ୍ଚିମବଙ୍ଗ ବିଷ୍ଣୁପୁରର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ତନ୍ମୟ ଘୋଷ ସୋମବାର ତ୍ରଣମୂଳ କଂଗ୍ରେସ(ଟିଏମ୍ସି)ରେ ଯୋଗ ଦେଇଛନ୍ତି । ଏହି ସମୟରେ ସେ ଭାଜପା ଉପରେ…
ମାମୁ ଘର ବୁଲାଇ ନେବା କହି ଜଙ୍ଗଲରେ ଗର୍ଭବତୀ ସ୍ତ୍ରୀର ଗଳା କାଟିଲେ ସ୍ବାମୀ ….
କେସିଙ୍ଗା,୩୦।୮(ଡି.ଏନ୍.ଏ.): ମାମୁ ଘର ବୁଲାଇ ନେବା କହି ଜଙ୍ଗଲରେ ସାଙ୍ଗ ସହ ମିଶି ସ୍ତ୍ରୀର ଗଳା କାଟିଲେ ସ୍ବାମୀ। ଅଚେତ ହୋଇ ଯିବାରୁ ଛାଡ଼ି ଚାଲି ଆସିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ନର୍ଲା ବ୍ଲକ ଧରାମାଲ ଗ୍ରାମରେ।…
ପଦକ ବିଜେତାଙ୍କ ସହ ଫୋନ୍ରେ କଥା ହେଲେ ମୋଦି
ନୂଆଦିଲ୍ଲୀ,୩୦।୮: ସୋମବାର ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଅବନୀ ଲେଖରା ଶୁଟିଂରେ ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଯୋଗେଶ କଥୁନିୟା ଏବଂ ଦେବେନ୍ଦ୍ର ଝାଝରିଆ ରୌପ୍ୟ ପଦକ ଜିତିଥିଲେ। ସୁନ୍ଦର ସିଂ ଗୁର୍ଜର ବ୍ରୋଞ୍ଜ…
ଘୋଡ଼ାକୁ ଟାଣି ନେଉଛି କୁକୁର, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ସବୁ ଭାଇରାଲ ହୋଇଥାଏ। ଯାହାକି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ କୁକୁର ଘୋଡ଼ାଟିକୁ ଦଉଡ଼ି ବାନ୍ଧି ଟାଣି ଟାଣି ନେଉଛି। ଏକ…
ବାଲି ଚୋରା ଚାଲାଣ ବେଳେ ୧୩ ଜଣଙ୍କୁ ବାନ୍ଧିଲା ପୋଲିସ : ୬ ଟ୍ରାକ୍ଟର ଜବତ
ପୁରୁଷୋତ୍ତମପୁର,୩୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୂଲ୍ୟା ନଦୀ ଘାଟର ବିଭିନ୍ନ ସ୍ଥାନରୁ ବାଲି ମାଫିଆମାନେ ବିନା ଦ୍ବିଧାରେ ବାଲି ଖୋଳି ନେବାରେ ଲାଗିଛନ୍ତି। ତେବେ ସୋମବାର ପୋଲିସ ପାଟ୍ରୋଲିଂ ସମୟରେ ରେଗିଡି ଓ ପାଗଳବାବା ଛକଠାରେ ବାଲି ବୋଝେଇ କରି…
ବିବାହ ପୂର୍ବରୁ ପ୍ରେମିକ କଲେ ଚାଟିଂ, ଯୁବତୀ ନେଲେ ଏମିତି ପ୍ରତିଶୋଧ
କୁହାଯାଏ, ଏମିତି ବନ୍ଧୁ ହେବା ଦରକାର ଯିଏ କି ହୃଦୟର ସମସ୍ତ କଥା ଶେୟାର କରିପାରୁଥିବ। ତାଙ୍କ ପ୍ରତି ଗଭୀର ବିଶ୍ୱାସ ଥିବା ଦରକାର। ଆଉ ଏହି ଅତୁଟ ବିଶ୍ୱାସ ପ୍ରତି ଯଦି କେହି ବନ୍ଧୁ ବିଶ୍ୱାସଘାତକତା କରେ ତେବେ ହୃଦୟ…
ଛାତ୍ରୀଙ୍କୁ ପାଠ ପଢାଇପାରିବେନି ପୁରୁଷ ଶିକ୍ଷକ
କାବୁଲ,୩୦।୮: ଆଫଗାନିସ୍ତାନକୁ ନିଜ ହାତକୁ ନେବା ପରେ ତାଲିବାନମାନେ ବର୍ବର କାଣ୍ଡ ଘଟାଇବା ସହ ନିଜର ଅସଲ ରୂପ ଦେଖାଉଛନ୍ତି। ସୋମବାର ତାଲିବାନ ମହିଳା ଶିକ୍ଷା ଉପରେ ମଧ୍ୟ ରୋକ ଲଗାଇଛନ୍ତି। ଏହାସହ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ଏବେ…
ପ୍ରଭୁ ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ସ୍ଥଳ ‘ଭାଲକା ତୀର୍ଥ’…
ଅହମଦାବାଦ: ଯେଉଁଠାରେ ପ୍ରଭୁ ଶ୍ରୀକୃଷ୍ଣ ଦେହତ୍ୟାଗ କରିଥିଲେ ପରବର୍ତ୍ତୀ ସମୟରେ ସେଠାରେ ଏକ ମନ୍ଦିର ଗଢ଼ି ଉଠିଥିଲା। ଏହି ଅଞ୍ଚଳକୁ ଭାଲକା ତୀର୍ଥ କୁହାଯାଇଥାଏ। ମହାଭାରତ ଯୁଦ୍ଧର ସମାପ୍ତି ପରେ ଧୃତରାଷ୍ଟ୍ରଙ୍କ ରାଜବଂଶ ସମାପ୍ତ ହେଲା। ତାଙ୍କର ସମସ୍ତ ୧୦୦ ପୁଅ…
Archives


