ଭାଇରାଲ ହେଉଛି ଭାମିକାଙ୍କ ଫଟୋ, ଏମିତି କହିଲେ ଅନୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରବିବାର ଅନୁଷ୍କା ତାଙ୍କ ଝିଅ ସହିତ ଷ୍ଟାଡିୟମରେ ପହଞ୍ଚତ୍ଥିଲେ ଏବଂ ବିରାଟ ୫୦ ରନ୍‌ ସଂଗ୍ରହ କରିବା ପରେ ଉଭୟ ଖୁସିଥିବା ନଜରକୁ ଆସିଥିଲେ। ଏହି ସମୟରେ ବ୍ରଡ୍‌କାଷ୍ଟରର କ୍ୟାମେରା ତାଙ୍କ ଆଡ଼କୁ ବୁଲିଥିଲା। ପରେ ଅନୁଷ୍କାଙ୍କ କୋଳରେ ଥିବା ଭାମିକାଙ୍କ ଫଟୋ ଭାଇରାଲ ହୋଇଯାଇଥିଲା ।
ଝିଅ ଫଟୋ ଭାଇରାଲ ହେବା ପରେ ଅନୁଷ୍କାଙ୍କ ପ୍ରତିକ୍ରିୟା ଆସିଛି। ବିରାଟ ଏବଂ ଅନୁଷ୍କା ମଧ୍ୟ ଝିଅର ଫଟୋ କ୍ଲିକ ନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଅନୁଷ୍କା ଲେଖିଛନ୍ତି, ଆମ ଝିଇର ଫଟୋ ଗତକାଲି ଷ୍ଟାଡିୟମରେ କ୍ଲିକ୍‌ କରାଯାଇଥିଲା ଏବଂ ସେ କ୍ରମାଗତ ଭାବରେ ଭାଇରାଲ ହେଉଛି। ଆମେ ତୁମ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ଆମେ ଜାଣି ନ ଥିଲୁ ଯେ କ୍ୟାମେରାର ନଜର ଆମ ଉପରେ ଅଛି। ଝିଅର ଫଟୋ ବିଷୟରେ ଆମର ସେହି ମନୋଭାବ ଅଛି। ଆମେ ଆଶା କରୁଛୁ, ଭାମିକାଙ୍କ ଫଟୋ ନ ଉଠାଇବା ପାଇଁ। ଏହା ପଛର କାରଣ ଆମେ ଆପଣଙ୍କୁ କହିସାରିଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହେମାମାଳିନୀଙ୍କ ସହ ତୁଳନା କଲେ ବିକି କୌଶଲ

ବଲିଉଡ୍‌ର ପାଓ୍ବାରଫୁଲ୍‌ କପଲ୍‌ ଭାବେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଜଣାଶୁଣା। ନିକଟରେ ଦୁହେଁ ପ୍ରଥମ ବିବାହବାର୍ଷିକୀ ପାଳନ କରିଛନ୍ତି। ବିକି ଏବଂ କ୍ୟାଟ...

ସାନପୁଅର ଜନ୍ମଦିନରେ ଫଟୋ ଶେୟାର କରି କରୀନା ଲେଖିଲେ ଏମିତି

ମୁମ୍ବାଇ: କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସାନପୁଅ ଜେହ୍‌ ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଥିବା ବେଳେ ସୋମବାର କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମ...

ପ୍ରଥମ ଜନ୍ମଦିନରେ କେମିତି ଦେଖାଯାଉଥିଲେ ବଲିଉଡ୍‌ର ଏହି ଅଭିନେତ୍ରୀ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ୍‌ ଆକ୍ଟ୍ରେସ୍‌ ୟାମି ଗୌତମଙ୍କର ଏକ ଫଟୋ ଏବେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ ହେବାରେ ଲାଗିଛି।...

ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ: ପ୍ରେମିକଙ୍କ ହାତ ଧରିଲେ…

ବମ୍ବେ: ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ। ପ୍ରେମିକ ଗୌରବ ବର୍ମାଙ୍କ ହାତ ଧରିଛନ୍ତି ଅଭିନେତ୍ରୀ ସମତା ଅଞ୍ଚନ। ଉଭୟଙ୍କର ବିବାହର ଅନେକ ଫଟୋ ଏବଂ...

‘ଭାଭିଜୀ ଘର ପେ ହେ’ର ମଲଖାନ ଫେମ୍‌ ଦୀପେଶ ଭାନଙ୍କ ନିଧନ

ମୁମ୍ବାଇ,୨୩।୭: ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟିଭି ଜଗତର ବେଶ୍‌ ଲୋକପ୍ରିୟ ସିରିୟଲ୍‌ ‘ଭାଭିଜୀ ଘର ପେ ହେ’ର...

ୟେ ରିସ୍ତା କ୍ୟା କେହେଲାତା ହୈ ଫେମ୍‌ ଅଭିନେତା କରୋନା ପଜିଟିଭ୍‌: ଶୁଟିଂ ଉପରେ ଲାଗିଲା ବ୍ରେକ୍‌

ମୁମ୍ବାଇ: ସମଗ୍ର ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଜାରି ରହିଥିବା ଲକ୍‌ଡାଉନ ପରେ ବି ମନୋରଞ୍ଜନ ଜଗତର କେତେକ...

ଟେନସନ୍‌ରେ ଜାହ୍ନବୀ

ଜାହ୍ନବୀ କପୁରଙ୍କ ଟେନସନ୍‌ ଏବେ ବଢ଼ିଯାଇଛି। କାରଣ ସେ ଆକ୍ଟିଂକୁ ବାଦ୍‌ ଦେଇ ଆଉ ଏକ କାମରେ ନିଜକୁ ନିୟୋଜିତ ରଖିଛନ୍ତି। ପୁଣି ସୀମିତ ସମୟ...

ଏହି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ଭୂମି

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡନେକର୍‌ ପ୍ରାୟତଃ ବୃତ୍ତିଗତ ଏବଂ ବ୍ୟକ୍ତଗତ ଜୀବନକୁ ନେଇ ଚର୍ଚ୍ଚାରେ ରହନ୍ତି। ହେଲେ ଏବେ ଅଭିନେତ୍ରୀ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି...

Advertisement
Archives

Model This Week