ପଛରୁ ଠେଲିଲେ ଷ୍ଟାର୍ଟ ହେଉଛି ୧୦୨ ଆମ୍ବୁଲାନ୍ସ

ଗଞ୍ଜାମ,୨୪।୧(ଡି.ଏନ୍‌.ଏ.): ଜନସାଧାରଣଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ୧୦୨ ଓ ୧୦୮ ଗାଡ଼ି ବ୍ୟବସ୍ଥା କରିଛନ୍ତି। ଏହି ଗାଡ଼ିଗୁଡିକ ପରିଚାଳନା ନିମନ୍ତେ ପ୍ରାଇଭେଟ୍‌ ଲୋକଙ୍କୁ ପ୍ରଶାସନ ଟେଣ୍ଡର ଦେଇଛି । ଟେଣ୍ଡର ନେଇଥିବା ବ୍ୟକ୍ତିମାନଙ୍କ ଅପାରଗତା ଏବଂ ଭଙ୍ଗା ଦଦରା ଗାଡ଼ି ବ୍ୟବହାର କରି ପୁଳା ପୁଳା ଟଙ୍କା ପାଉଛନ୍ତି। କିନ୍ତୁ ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ପାଇଁ ଫୋନ କଲେ ୪ ରୁ ୫ ଜଣ ଲୋକଙ୍କୁ ଏକାଠି କରି ପଛରୁ ଠେଲି ଷ୍ଟାର୍ଟ କରିବାକୁ ପଡୁଛି । ଏହି ଭଳି ଘଟଣା ଗଞ୍ଜାମ ସହରରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ନୂଆବର୍ଷ ପ୍ରସ୍ତୁତି: ଆଜି ରାତି ସାଢେ ୧୦ ସୁଦ୍ଧା ପହୁଡ଼, ୧ଟାରେ ଦ୍ୱାରଫିଟା

ପୁରୀ ଅଫିସ,୩୧ା୧୨: ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ବାଗତ କରିବା ଲାଗି ପ୍ରସ୍ତୁତ ହୋଇଯାଇଛି ପୁରୀ ସହର। ଏଥିପାଇଁ ହୋଟେଲ,...

ଧାନବୁଣି ଫେରୁଥିବାବେଳେ ବଜ୍ରପାତରେ ଜୀବନଗଲା

ଶେରଗଡ,୧୯।୬(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତାରିଣୀ ବେହେରା (୫୦)। ତାରିଣୀ ବିଲରେ ଧାନବୁଣି...

ସମୂହ ଛୁଟିରେ ଅମଲା, ସରକାରୀ କାର୍ଯ୍ୟ ଠପ୍‌

ବରଗଡ଼ ଅଫିସ,୧ା୬: ଶିକ୍ଷାଗତ ଯୋଗ୍ୟତା ଭିତ୍ତିକ ମୂଳ ଦରମା ୪୨୦୦ ଗ୍ରେଡ୍‌ ପେ’ ଦାବିରେ ରାଜ୍ୟ ଅମଲା ମିଳିତ ମଞ୍ଚର ଆନ୍ଦୋଳନ ଚରମସୀମାରେ ପହଞ୍ଚିଛି। ଏହି...

ଭିଡ଼ିଓ କନଫେରେନ୍ସିଂରେ ବରଗଡ଼ କୋଭିଡ୍‌-୧୯ ହସ୍‌ପିଟାଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୦।୪: ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ହୋଇଥିବା କୋଭିଡ୍‌-୧୯ ହସପିଟାଲକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ...

୬୨ ଜୁଆଡ଼ି ଗିରଫ

ବାରିପଦା ଅଫିସ,୧୪।୧୦: ମୟୂରଭଞ୍ଜ ଜିଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୨ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪୩ ହଜାର ୯୬୦ ଟଙ୍କା...

ଅସୁସ୍ଥ ଦନ୍ତାର ଜୀବନଗଲା

ସୋନପୁର,୧୨ା୪(ନି.ପ୍ର.) : ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଝାରବାହାଲି ଜଙ୍ଗଲରେ ରବିବାର ଏକ ପ୍ରାପ୍ତବୟସ୍କ ଦନ୍ତାହାତୀର ମୃତ୍ୟୁ ହୋଇଛି। ତେବେ ହାତୀଟି ଅସୁସ୍ଥ ଥିଲା।...

ଅର୍ଦ୍ଧାହାରରେ ବିତୁଛି ଦିନ

ହାଟଡିହୀ, ୪।୯(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ବିଧବା ମହିଳା ବାସନ୍ତୀ ମଣ୍ଡଳ(୫୫) ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ତାଙ୍କ ସ୍ବାମୀ...

ଭଙ୍ଗ ହେଉଛି ଭାଇଚାରା

ଢେଙ୍କାନାଳ ଅଫିସ, ୧୦।୯: ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳ ସହର ରାଜନୀତିର ଜଟିଳ ଗଣିତରେ ଛନ୍ଦି ହୋଇପଡ଼ିଛି। ରାଜନୈତିକ ବିବାଦ ପାଇଁ...

Advertisement
Archives

Model This Week