Home Left

କଳିଙ୍ଗରେ ହେବ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର,୨୪।୯(ସ୍ପୋଟର୍‌ସ ବ୍ୟୁରୋ):ଭୁବନେଶ୍ୱରରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ମେଗା ଇଭେଣ୍ଟ। ଆଉ ଠିକ୍‌ ଦୁଇମାସ ପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ ହେବ। ଗୁରୁବାର ଆୟୋଜିତ ଏକ ସ୍ବତନ୍ତ୍ର…

ପେଗାସସ୍‌ ମାମଲା: ଆସନ୍ତା ସପ୍ତାହରେ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୪ା୯:ପେଗାସସ୍‌ ସ୍ପାଏଓ୍ବେର ବ୍ୟବହାରରେ କେନ୍ଦ୍ର ସରକାରଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆଗତ ଏକାଧିକ ଆବେଦନର ଶୁଣାଣି ଗୁରୁବାର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଏକ ବୈଷୟିକ ଟିମ୍‌ ଗଠନ କରିବେ, ଯାହାର ରାୟ ଆସନ୍ତା ସପ୍ତାହରେ ପ୍ରକାଶ…

ରାହୁଲଙ୍କ ଘରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ବୈଠକ

ନୂଆଦିଲ୍ଲୀ,୨୪ ।୯: ପଞ୍ଜାବ ରାଜନୀତିରେ ଲାଗି ରହିଛି ଟାଣା ଭିଡା । ଗୁରୁବାର ରାତିରେ ପଞ୍ଜାବର କଂଗ୍ରେସ ନେତା, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ବୈଠକରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବି ଉପସ୍ଥିତ ଥିଲେ…

ସ୍ତ୍ରୀଙ୍କ ଆତ୍ମହତ୍ୟାର ଭିଡିଓ ରେକର୍ଡ କଲେ ସ୍ବାମୀ

ନେଲୋର, ୨୪ା୯: ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳା ଆତ୍ମହତ୍ୟା କରୁଥିବାବେଳର ଦୃଶ୍ୟକୁ ତାଙ୍କ ସ୍ବାମୀ ଭିଡିଓ ଶୁଟିଂ କରିଛନ୍ତି। ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଉକ୍ତ ଭିଡିଓକୁ ଅଭିଯୁକ୍ତ ସ୍ବାମୀ…

ଦ୍ୱିତୀୟ ଡୋଜ୍‌ ନେଉନାହାନ୍ତି

ଭୁବନେଶ୍ୱର, ୨୪ା୯(ବ୍ୟୁରୋ): କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଟିକାକରଣକୁ ବିଶ୍ୱବ୍ୟାପୀ ଗୁରୁତ୍ୱ ଦିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏବେ ଲୋକଙ୍କ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁୁ ସେତେଟା ଆଗ୍ରହ ପ୍ରକାଶ ପାଉନାହିିଁ। ଟିକା…

ଆଇପିଏଲ୍‌ରେ ଏହି ‘ମିଷ୍ଟ୍ରି ଗର୍ଲ’ କିଏ

ଦୁବାଇ,୨୪।୯: ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ଖରାପ ପ୍ରଦର୍ଶନ ଜାରି ରହିଛି। ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟ ହରାଇ ପରାଜୟର ସମ୍ମୁଖୀନ ହୋଇଛି। ମ୍ୟାଚ ସମୟରେ ଏକ ‘ମିଷ୍ଟ୍ରି ଗର୍ଲ’ ହାଇଦ୍ରାବାଦ…

ଦିବ୍ୟାଙ୍ଗ, ଚାଲିବାକୁ ଅକ୍ଷମ ଥିବା ଲୋକଙ୍କୁ ଘରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ,୨୪ ।୯: କରୋନା ମହାମାରୀକୁ ହରାଇବା ପାଇଁ ସାରା ବିଶ୍ୱରେ ଚାଲିଛି ଟିକାକରଣ ଅଭିଯାନ । ହେଲେ ଦିବ୍ୟାଙ୍ଗ ଓ ଚାଲି ପାରୁ ନ ଥିବା ଲୋକେ କରୋନା ଟିକା ନେବାରେ ସାମନ୍ୟ ଅସୁବିଧା ପରିଲକ୍ଷିତ ହେଉଛି । ଏହାକୁ ଦେଖି…

ପିଏମ୍‌-କେୟାର୍ସର ହିସାବ କେହି ମାଗି ପାରିବେ ନାହିଁ

ନୂଆଦିଲ୍ଲୀ,୨୩ା୯: ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ରିଲିଫ୍‌ ଫଣ୍ଡ୍‌ ବା ପିଏମ୍‌-କେୟାର୍ସ ପାଣ୍ଠି ସରକାରୀ ଅର୍ଥ ନୁହେଁ। ଏହା ଦ୍ୱାରା ସଂଗୃହୀତ ଅର୍ଥ ଭାରତର କନ୍‌ସୋଲିଡେଟେଡ୍‌ ଫଣ୍ଡ୍‌କୁ ଯାଏ ନାହିଁ । ଏ ନେଇ କେନ୍ଦ୍ର ସରକାର ଦିଲ୍ଲୀ…

ଆଇପିଏଲ ଛାଡ଼ି ସ୍ବଦେଶ ଫେରିଲେ ଷ୍ଟାର ବିଦେଶୀ ଖେଳାଳି

ଆବୁଧାବି, ୨୪।୯: ଚଳିତ ଆଇପିଏଲ ସିଜନରେ ସଂଘର୍ଷ କରୁଥିବା ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌)କୁ ଗୁରୁବାର ଏକ ଶକ୍ତ ଧକ୍କା ଲାଗିଛି। ବାପାଙ୍କ ମୃତ୍ୟୁ କାରଣରୁ ହାଇଦ୍ରାବାଦ୍‌ ଦଳର ଷ୍ଟାର ବିଦେଶୀ ଖେଳାଳି ଶେର୍ଫାନେ ରଦରଫର୍ଡ ସ୍ବଦେଶ ଫେରିଛନ୍ତି। ଏ ନେଇ ଫ୍ରାଞ୍ଚାଇଜ…

ଚିଠି ଲେଖି ହତ୍ୟା ଧମକ ଦେଉଥିଲେ ନକଲି ମାଓବାଦୀ

ଝାରସୁଗୁଡ଼ା ଅଫିସ,୨୩ା୯: ଝାରସୁଗୁଡ଼ା ଜିଲା ବଡମାଲ ଥାନା ପୋଲିସ ଜଣେ ନକଲି ମାଓବାଦୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବରଗଡ ଜିଲା ବିଜେପୁର ତାଳପଦର ଗ୍ରାମର ଯୁଧିଷ୍ଠିର ପ୍ରଧାନ(୩୬)। ତାଙ୍କ ନିକଟରୁ ପୋଲିସ ୨ମୋବାଇଲ୍‌, ୨ସିମ୍‌,…

ଆତ୍ମହତ୍ୟା କରିବାକୁ ଯାଉଥିଲେ ସ୍ତ୍ରୀ, ରୋକିବା ବଦଳରେ ଭିଡିଓ କଲେ ସ୍ବାମୀ

ନେଲୋର,୨୩ା୯: ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଆତ୍ମହତ୍ୟା କରୁଥିବା ବେଳର ଦୃଶ୍ୟକୁ ତାଙ୍କ ସ୍ବାମୀ ଭିଡିଓ ଶୁଟିଂ କରିଛନ୍ତି। ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଉକ୍ତ ଭିଡିଓକୁ ଅଭିଯୁକ୍ତ ସ୍ବାମୀ…

ଜବରଦଖଲ ଉଚ୍ଛେଦ ବେଳେ ଗଲା ୨ ଜୀବନ

ଗୁଆହାଟୀ, ୨୩।୯: ଆସାମର ଢୋଲପୁର ଗୋରୁଖୁଟି ଅଞ୍ଚଳରେ ଗୁରୁବାର ବେଆଇନ ଜବରଦଖଲ ଉଚ୍ଛେଦ ଉଦ୍ୟମ ବେଳେ ସଂଘର୍ଷ ଘଟଛି। ପୋଲିସ ଗୁଳିରେ ୨ ଜଣ ସ୍ଥାନୀୟ ବାସିନ୍ଦାଙ୍କ ମୃତ୍ୟୁ ହୋଇଥିବା ବେଳେ ଟେକାମାଡ଼ରେ ୯ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଖବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri