ଝଡ଼ବର୍ଷା କ୍ଷୟକ୍ଷତିର ତୁରନ୍ତ ସହାୟତା ଦିଅ

କୁଚିଣ୍ଡା,୬ା୨(ଡି.ଏନ.ଏ.): କୁଚିଣ୍ଡା ବ୍ଲକରେ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ଏଥିରେ ଘର ଭାଙ୍ଗିବା ସହ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଛି। ପୂର୍ବରୁ ଅଦିନିଆ ବର୍ଷାରେ ଚାଷୀ ଚିନ୍ତାରେ ଥିବାବେଳେ ଝଡବର୍ଷା ସାଙ୍ଗକୁ କୁଆପଥର ମାଡ଼ ଚାଷୀଙ୍କ ଦୁଖଃକୁ ଆହୁରି ବଢାଇ ଦେଇଛି।

ଝଡ଼ବର୍ଷାରେ ଚାଷୀଙ୍କ ସୋରିଷ, ଟମାଟୋ, ବାଇଗଣ, ଆଳୁ, କୋବି, ଝୁଡଙ୍ଗ, କଖାରୁ ଆଦି ଫସଲ କ୍ଷତି ହୋଇଛି । ପାରୁଆଭାଡି, ରାମତିଲେଇମାଲ, ଗୋଛରା, ପଣ୍ଡରୀକଟା, ଉଲଣ୍ଡା, ଗୋପାଳପାଲି, କହ୍ଲେଇପାଲି, ଲଇଗୁରା, ଗୁରୁଆଁ, ବାଙ୍କେ, ତମନଗୋଡା, କର୍ଡାଖମନ, ଡୁମ୍ବେରମାଲ, କଟୁପାଲି, କୁନ୍ତରା, ରଙ୍ଗିଆଟିକ୍ରା ଆଦି ଗ୍ରାମର ଚାଷୀ କୁଆପଥର ମାଡ଼ ଯୋଗୁ ସର୍ବସ୍ବାନ୍ତ ହୋଇପଡିଛନ୍ତି। ପାରୁଆଭାଡି ପଞ୍ଚାୟତ ରାମତିଲେଇମାଲ ଛୁଟିପଡା ଗ୍ରାମର ଲକ୍ଷ୍ମୀଧର ଲୁହାଙ୍କ ଘର ଛାତ ଉଡିଯାଇଥିବା ବେଳେ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡିଯାଇଛି। ପ୍ରଶାସନ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା ପ୍ରଦାନ କରିବାକୁ ଚାଷୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ହେରିଟେଜ କରିଡ଼ର: ସରିଲା ପ୍ରସ୍ତାବ ଗ୍ରହଣ ଅବଧି

ପୁରୀ ଅଫିସ,୧୬ା୧: ପୁରୀ ଶ୍ରୀମନ୍ଦିର ହେରିଟେଜ କରିଡ଼ର। ଏହାର ଚିଠା ଡିଜାଇନ ଗତ ମାସ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଏହି ନକ୍ସାରେ...

ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ସମେତ ୫ ଗିରଫ

ଝାରସୁଗୁଡ଼ା ଅଫିସ/ବ୍ରଜରାଜନଗର (ଡି.ଏନ.ଏ.),୨୪।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ଜେଲ୍‌ରୁ ମୁକୁଳିବା ପରେ ସହଯୋଗୀଙ୍କ ସହିତ ମିଶି ସୋମବାର ସନ୍ଧ୍ୟାରେ ଡକାୟତି...

ପରାମର୍ଶ ଶିବିରରେ ୫୫୬ ନିଯୁକ୍ତି ଆଶାୟୀ

ବନ୍ତ, ୧୪।୮ (ଡି.ଏନ.ଏ.): ବନ୍ତ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା ଆନୁକୂଲ୍ୟରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି...

ଛାତ୍ରୀଛାତ୍ରଙ୍କୁ ବଣ୍ଟନ ହୋଇ ନ ଥିଲା ୟୁନିଫର୍ମ

ନୟାଗଡ଼,୧୫ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ ସୋମବାର ରଣପୁର ବ୍ଲକର ଗଡ଼ବାଣିକିଲୋ ନୋଡାଲ ହାଇସ୍କୁଲ ଓ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି...

ନୟାଗଡ଼ ମେଡ଼ିକାଲ ବୁଲିଲେ ୩ ପ୍ରମୁଖ ଅଧିକାରୀ

ନୟାଗଡ଼ ଅଫିସ,୧୨ା୧୦: ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ ପାଇଁ ଶୁକ୍ରବାର ୩ ପ୍ରମୁଖ ଅଧିକାରୀ...

କେନାଲରୁ ମିଳିଲା କ୍ଷତାକ୍ତ ମୃତଦେହ

ହିଞ୍ଜିଳିକାଟୁ,୨୨ା୯(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ ନିକଟ ୧୦ ନମ୍ବର କେନାଲରୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ହିଞ୍ଜିଳି ପୋଲିସ ଜବତ...

ଶିକ୍ଷୟିତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ: ସ୍ବାମୀ, ଝିଅ ଗୁରୁତର

ଧର୍ମଶାଳା,୬ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ସାରଙ୍ଗକିରଣ ଗାଁରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିବା ସହ ତାଙ୍କ...

ହୋଲିରେ ଦୁର୍ଘଟଣା: କେନ୍ଦୁଗୁଡ଼ା ଡ୍ୟାମ୍‌ରେ ବୁଡ଼ି ୩ ମୃତ

ରାୟଗଡ଼ା ଅଫିସ,୧୦ା୩: ରାୟଗଡ଼ା ଜିଲା ପଦ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ହୋଲି ଖେଳି ୩ ସାଙ୍ଗ ଅପରାହ୍ନରେ ଗାଧୋଇବାକୁ ଯାଇଥିବାବେଳେ କେନ୍ଦୁଗୁଡ଼ା ବଡ଼ନାଳ ଡ୍ୟାମରେ...

Advertisement
Archives

Model This Week